ମୀନା ବଜାର ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଜଳଛତ୍ର !

ଢେଙ୍କାନାଳ : ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବଜାର ତରଫରୁ ଭୀଷଣଗରମ ଓ ଅସହ୍ୟ ତାତି ପରିପ୍ରେକ୍ଷୀରେ ମୀନାବଜାର ଠାରେ ଜଳଛତ୍ରର ବନ୍ଦୋବସ୍ତ କରାଯାଇଅଛି । ଟ୍ରଷ୍ଟଅଧ୍ୟକ୍ଷ ଲଳିତ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ବୟୋଜ୍ୟେଷ୍ଠ ପୂଜାକମିଟି ସଭାପତି ରବିନାରାୟଣମହାନ୍ତି ଫିତାକାଟି ଓ ପଥଚାରୀଙ୍କୁ ଦହିସରବତ ପ୍ରଦାନ କରି ଚଳଛତ୍ରର ଶୁଭାରମ୍ଭ କରିଥିଲେ । ଟ୍ରଷ୍ଟ ଉପାଧ୍ୟକ୍ଷବିରଂଚି ନାରାୟଣ ସାହୁ, ପୂଜାକମିଟି ସଂପାଦକ ପୀତବାସ ସାହୁ, କାର୍ଯ୍ୟକାରୀ ସଭାପତି ନିରୋଦ କୁମାରସାହୁ, ଟ୍ରଷ୍ଟ ସଂପାଦକ ପ୍ରଫୁଲ୍ଲ କୁମାର ବେହେରା, କୋଷାଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ସମେତ ଟ୍ରଷ୍ଟି କୃଷ୍ଣଚନ୍ଦ୍ର ଦେବତା, ରାଜେନ୍ଦ୍ର ହିନ୍ଦୋଚା, ସଦାନନ୍ଦ ସାହୁ, ଦିଲ୍ଲୀପ କୁମାର ସାହୁ, ସୌମ୍ୟ ରଞ୍ଜନ ମହାନ୍ତି,ପଦନ ପାତ୍ର, ପ୍ରଭାତ କୁମାର ଦଳେଇ, ଉଦୟନାଥ ବେହେରା, ଧନେଶ୍ୱର ମହାପାତ୍ର, ଶ୍ରୀକାନ୍ତ କୁମାରମହାପାତ୍ର ଓ ଅନ୍ୟ କର୍ମକର୍ତା ଓ ସଭ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

twelve + three =