ଘୋଷକ ଅମୀୟ ଚାନ୍ଦ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ !

ଢେଙ୍କାନାଳ : ଓଡିଶାର ବରିଷ୍ଠ ଆନ୍ତର୍ଜାତୀୟ କ୍ରୀଡା ଘୋଷକ ଅମୀୟ କୁମାର ଚାନ୍ଦଙ୍କୁ ରାଜ୍ୟପାଳରଘୁବାର ଦାସ ରାଜଭବନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ କରିଛନ୍ତି । ପ୍ରକାଶଥାଉକି,ଓଡିଶାରେ ଏହି ଖ୍ୟାତି ସଂପନ୍ନ ଘୋଷକ କ୍ରୀଡା ମାଧ୍ୟମରେ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହିତ ସୁସ୍ଥ ସମାଜଗଠନ କରିହେବ ବୋଲି ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାରେ ବାର୍ତା ଦେଇଥାନ୍ତି । ଏହି ମର୍ମରେଘୋଷକ ଶ୍ରୀ ଚାନ୍ଦଙ୍କୁ ଶ୍ରୀଲଙ୍କାର କଲମ୍ବୋ ଠାରେ ଆନ୍ତର୍ଜାତୀୟ ଶ୍ରେଷ୍ଠତା ସମ୍ମାନରେ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.

one × 1 =