ଢେଙ୍କାନାଳ – ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ଦେଉଳସାହିସ୍ଥିତ କ୍ଲବ୍ ପରିସରରେ ଏକମାଗଣା ଦନ୍ତ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ଦନ୍ତ ଚିକିତ୍ସା ଶିବିରକୁ ଢେଙ୍କାନାଳ ବିଧାୟକସୁଧିର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଧିର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନକରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ, ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ରଓ ପୌରସଂସ୍ଥାର ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ୨ନଂ ୱାର୍ଡ କାଉନ୍ସିଲର ଦୀପ୍ତି ରଞ୍ଜନ ସେଠୀ, ୩ନଂ ୱାର୍ଡ କାଉନ୍ସିଲରଅଭିମନ୍ୟୁ ପଣ୍ଡା, ୬ନଂ ୱାର୍ଡ କାଉନ୍ସିଲର ସନ୍ଦୀପ ଷଢଙ୍ଗୀ, ୭ନଂ ୱାର୍ଡ କାଉନ୍ସିଲର ସସ୍ମିତା ଭଞ୍ଜ, ୧୨ନଂ ୱାର୍ଡ କାଉନ୍ସିଲରଶୁଭଲକ୍ଷ୍ମୀ ସାହୁ, ୧୩ନଂ ୱାର୍ଡ କାଉନ୍ସିଲର ସାଗିର ମହମ୍ମଦ ପ୍ରମୁଖ ଯୋଗଦେଇଥିଲେ । ସମ୍ ହସ୍ପିଟାଲ୍ ଭୁବନେଶ୍ୱରସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ସମ୍ ହସ୍ପିଟାଲ୍ର ଅଭିଜ୍ଞ ଦନ୍ତ ରୋଗ ବିଶେଷଜ୍ଞଙ୍କ ସମେତ ୨୦ଜଣିଆ ଟିମ୍ ପରିଚାଳନାକରିଥିଲେ । ଦାନ୍ତ ସମ୍ବନ୍ଧୀୟ ସମସ୍ତ ରୋଗର ଚିକିତ୍ସା, ଦାନ୍ତ ସଫା ଓ ଦାନ୍ତ ଓପଡା ଯିବା ସହ ମାଗଣା ଔଷଧ ଓ ଟୁଥ୍ବ୍ରସ୍ପ୍ରଦାନ କରାଯାଇଥିଲା । ଶିବିରରେ ୨୦୦ରୁ ଉର୍ଦ୍ଧ୍ୱ ଦନ୍ତ ରୋଗୀ ସେମାନଙ୍କର ଚିକିତ୍ସା କରାଇଥିଲେ । ବଜରଙ୍ଗ କ୍ଲବ୍ ସଭାପତିମାନସ ରାଉତ, କାର୍ଯ୍ୟକାରୀ ସଭାପତି ସଂକଟ ଭଞ୍ଜନ ବେହେରା ଓ ସୁବ୍ରତ ଦାସ, ଉପସଭାପତି ପ୍ରିୟରଞ୍ଜନ ଛୋଟରାୟ ଓପ୍ରିୟବ୍ରତ ସାସମଲ୍, ସାଧାରଣ ସଂପାଦକ ଶୁଭେନ୍ଦୁ ଷଢ଼ଙ୍ଗୀ, କାର୍ଯ୍ୟକାରୀ ସଂପାଦକ ଦେବାଶିଷ ଦାଶ ଓ ଅରବିନ୍ଦ ବେହେରା,ଯୁଗ୍ମ ସଂପାଦକ ଦୀପକ ବେହେରା, ବିକ୍ରମ କେଶରୀ ମହାପାତ୍ର, ସହ-ସଂପାଦକ ଭାବେ ରୋଜେଶ୍ ପରିଡା ଓ ଦେବାଶିଷନାୟକ, କୋଷାଧ୍ୟକ୍ଷ ବିକାଶ ହିଣ୍ଡୋଚା, କାର୍ଯ୍ୟକାରୀ କମିଟି ସଦସ୍ୟ ଶଶି ଭୂଷଣ ପରିଡା, ସଂଜୀବ ପଣ୍ଡା, କୃଷ୍ଣ ଚନ୍ଦ୍ରନାୟକ, ରାଜେଶ ବେହେରା, ରତିରଞ୍ଜନ ପଣ୍ଡା, ପି. ଆଞ୍ଜେନେୟ, ଚନ୍ଦନ ରଥ, ସାଗର ମହାନ୍ତି, ସମ୍ବିତ୍ ମହାପାତ୍ର, ଶିବପ୍ରସାଦ ମହାପାତ୍ରଙ୍କ ସମେତ କ୍ଲବ୍ର ସଦସ୍ୟ ସନ୍ଦୀପ୍ ହିଣ୍ଡୋଚା, ଶୁଭମ୍ ଗୁରୁଙ୍ଗ୍, ରିତେଶ ଦାଶ, ଦୀପ୍ତିରଞ୍ଜନ ମିଶ୍ର, ବିଭୁପ୍ରସାଦ ମହାପାତ୍ର, ଆଶୁତୋଷ କର, ପି. ଅଞ୍ଜନେୟ, ରବିନ୍ଦ୍ର ସୋନି, ଜ୍ୟୋତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହିଶିବିର ପରିଚାଳନାରେ ସହଯୋଗ କରିଥିଲେ । ସୋଆ ୟୁନିଭର୍ସିଟି, ସମ୍ ହସ୍ପିଟାଲ୍ର ଦନ୍ତ ଚିକିତ୍ସକ ଡା. ରାଧା ପ୍ରସନ୍ନଦଳେଇ, ଡା. ସୌରଭ ଚନ୍ଦ୍ର ବିଦ୍ୟାସାଗର ବଳ, ଡା. ସୁଦିପ୍ତ ସାହୁ, ଡା. ସ୍ୱାତୀ ଦାସ, ଡା. ରାଜୀବ ପରିଡା, ଡା. ଅରୋମାସାଗର ଗୌଡ, ଡା. ଶ୍ରଦ୍ଧାଞ୍ଜଳି ପାତ୍ର, ଡା. ତନ୍ୱିସା ମିଶ୍ର, ଡା. ପ୍ରତୀକ୍ଷା, ଡା. ତୁଲ୍ଲି ଦତ, ଡା. ଅମନ୍ କୁମାର ବର୍ମା, ଡା. ତଥିର୍ରିଜ୍ୱି, ଡା. ଦେବାଶିଷ ରାଉତ, ଆଟେଣ୍ଡାଂଟ୍ ସରୋଜ ମଲ୍ଲିକ ପ୍ରମୁଖ ଶିବିରକୁ ସହଯୋଗ କରିଥିଲେ । ଏହିଭଳି ସ୍ୱାସ୍ଥ୍ୟ ଭିତିକକାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ବଜରଙ୍ଗ କ୍ଲବ୍ର ସଭାପତି ସୂଚନା ଦେଇଛନ୍ତି ।