ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ  ପରିସରରେମିଳିତ ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ  ପରିସରରେ  ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୧୯୯ଟି ଅଭିଯୋଗ  ଗ୍ରହଣ କରାଯାଇଥିବା  ବେଳେ ସେଥିରୁ୨୯ଟି ଅଭିଯୋଗର  ସମାଧାନ କରାଯାଇଥିଲା।  ଅଭିଯୋଗଗୁଡ଼ିକ ମଧ୍ୟରେ ୮ଟିଗ୍ରାମ୍ୟ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଓ ରେଡକ୍ରସ୍‌ରୁ ସହାୟତା ବାବଦକୁ ୭୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା।  ଜିଲ୍ଲାପାଳ ସରୋଜ କୁମାର ସେଠୀ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ।ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡା. ଅଶୋକ କୁମାର ଦାଶ, ଉପଜିଲାପାଳ  ସ୍ନିଗ୍ଧାରାଣୀ ଧଳଙ୍କ ସମେତ ଅଧିକାରୀମାନେ  ଉପସ୍ଥିତ ଥିଲେ।

Leave A Reply

Your email address will not be published.

five × five =