ଦକ୍ଷୀଣକାଳୀ ପୀଠ ରେ ଦ୍ୱାଦଶ ବାର୍ଷିକ ପ୍ରବଚନ !

ଢ଼େଙ୍କାନାଳ: ଭୁବନ ବୁଦ୍ଧେଶ୍ୱର ରୋଡସ୍ଥିତ ପ୍ରସିଦ୍ଧ ଶକ୍ତୀ ପୀଠ ମା ଦକ୍ଷୀଣକାଳୀ ମନ୍ଦିର ପରିସରରେ
ଆସନ୍ତା କାଲି ଠାରୁ ୧୮ ତାରିଖ ( ତିନିଦିନ) ପର୍ଯ୍ୟନ୍ତ ଦ୍ୱାଦଶ ବାର୍ଷିକ ପ୍ରବଚନ ଅନୁଷ୍ଠିତ ହେବ ।

ଏଥିରେ ସୁନାମଧନ୍ୟ ପ୍ରବଚକ ତଥା ମାଳିକା ବିଚାରକ ପ୍ରମୋଦ କୁମାର ମହାରାଜ (ପ୍ରାର୍ଥନା ଚ୍ୟାନେଲ ଫେମ)
ଯୋଗଦେବେ । ସଂଧ୍ୟା ୭ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ତିନିଦିନ ବ୍ୟାପି ପ୍ରବଚନରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରବଚନ ଶ୍ରବଣ କରିବା ସହିତ ମା ଙ୍କ ଅଶୀର୍ବାଦ ଲାଭ କରିଥିଲେ ।

Leave A Reply

Your email address will not be published.

fourteen − 13 =