ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ନାନକ ଭବନ ପରିସରେ ଜିଲ୍ଲାସ୍ତରୀୟ  ଯୁବ ସଂସଦ ଉଦଘାଟିତ !

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ନାନକ ଭବନ ପରିସରେ ନେହରୁ ଯୁବେକନ୍ଦ୍ର, କେନ୍ଦ୍ର ଯୁବ ମନ୍ତ୍ରଣାଳୟ ଓ କ୍ରୀଡାବିଭାଗ ଏବଂ ଜିଲ୍ଲା କାର୍ଯ୍ୟାଳୟ ସହେଯାଗେର ଜିଲ୍ଳାସ୍ତରୀୟ ଯୁବ ସଂସଦ ଉଦଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ସାଂସଦ ମେହଶ ସାହୁ ଉଦଘାଟନ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରେର ଦୈନନ୍ଦିନ ଜୀବନେର କିଛି ସତକର୍ତା ଅବଲମ୍ବନ କରିବାକୁ ପଡିଥାଏ ବୋଲି କହଥେôଲ । ଯୁବ ସଂସଦ ଦ୍ୱାରା ନୂତନ ପିଢୀର ଯୁବକମାନଙ୍କୁ ଉତ୍ସାହିତ କରିବାପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି ।

ଯୁବକମୋନ ପାଠପଢା ସେଙ୍ଗସେଙ୍ଗ ନିଜର ଲକ୍ଷ୍ୟସ୍ଥଳେର ପହଞ୍ଚିବା ପାଇଁ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ମହାବିଦ୍ୟାଳୟ ଖେଳପଡିଆ ପାଇଁ ୫ଲକ୍ଷଟଙ୍କା ଅନୁଦାନ ପ୍ରଦାନ କରିଥିବାର ସାଂସଦ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଚ୍ଚର୍ନା ପୁହାଣ ସମ୍ମାନିତ ଅତିଥି ଭାବେର ଯୋଗେଦଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀମୋନ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭୋବ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ, ଅଧ୍ୟାପକ ଡ. ଦେବରାଜ ପରିଡା, ଭୁବନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମନେରଗାର ଲୋକପାଳ ଅମେରନ୍ଦ୍ର ମଲ୍ଲ, ଅଧ୍ୟାପକ ଡ. ଦିଲ୍ଲୀପ କୁମାର ମଲ୍ଲିକ, ଅଧ୍ୟାପିକା ଡ. ମଞ୍ଜୁଲେଖା ନାୟକ ପ୍ରମୁଖ ଯୋଗେଦଇ ଯୁବସଂସଦର ଲକ୍ଷ୍ୟ ସମ୍ପକର୍ରେ ଆଲୋଚନା କରିଥେିଲେ ।

ଏହି କାର୍ଯ୍ୟକ୍ରମେର ନେହରୁ ଯୁବକେନ୍ଦ୍ର ଉପନେିଦ୍ଦର୍ଶକ ଅଶେକ କୁମାର ଦାଶ ଅଧ୍ୟକ୍ଷତା କରି ପାଠପଢିବା ସହିତ ନିଜର ସହଭାଗିତା କରିପାରିଲେ ଯୁବ ସଂସଦର ଗୁରୁତ୍ୱ ବୃଦ୍ଧି ପାଇବ । ଭାରତ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୁବେଗାଷ୍ଠୀଙ୍କ ପାଇଁ ମୋବାଇଲେର ରହିଛି । ତାକୁ ଉପେଯାଗ କରିବାକୁ ସେ ପରାମର୍ଶ ଦେଇଥେିଲ ।

ଉକ୍ତ କାର୍ଯ୍ୟ୍‌କ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନମାନ ଉତଥାପନ କରିଥିଲେ । ଏହାର ଉତର ଅଧ୍ୟାପକ ଡ.ଦେବାଶିଷ ମହାନ୍ତି ଓ ଉପନିର୍ଦ୍ଦେକ ଅଶୋକ ଦାଶ ଉତର ଦେଇଥିଲେ । ଶେଷରେ ନେହେରୁ ଯୁବକେନ୍ଦ୍ରର ବିତ୍ତ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର ଧନ୍ୟବାଦ ଅପର୍ଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ଦେବାଶିଷ ମହାନ୍ତି ସ୍ୱାଗତ ଭାଷଣ ଓ ପରିଚାଳନା କରିଥେôଲ ।

Leave A Reply

Your email address will not be published.

3 + sixteen =