ପରଜଙ୍ଗ;ବାଟୋଇ ଙ୍କ ଶୋଷ ମେଣ୍ଟାଇଲେ ବୀର ବାଜୀ ରାଉତ ସେନା !

ଢେଙ୍କାନାଳ : ପରଜଙ୍ଗ ବ୍ଲକ ବସ ଷ୍ଟାଣ୍ଡ ଠାରେ ବାଜି ରାଉତ ସେନା ତରଫରୁ ବାଟୋଇ ଙ୍କ ପାଇଁ ଜଳ ଛତ୍ର ସହ ଦହି ସର୍ବତ ପାଣି ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ବୀର ବାଜି ରାଉତ ସେନା ର ସଭାପତି ଆଶୁତୋଷ ବେହେରା, ଉପସଭାପତି ସିପୁନ ସାହୁ, ସେକ୍ରେଟାରୀ ଜୀବନ ଜ୍ୟୋତି ପ୍ରକାଶ ସାହୁ, ଫିଲ୍ଡ ଏକ୍ସୁଟିଭ ଅଫିସର ସତ୍ୟବାଦୀ ସେଠୀ ଙ୍କ ସହିତ ବହୁ ସମାଜସେବୀ କର୍ମ କର୍ତ୍ତା ଯୋଗ ଦେଇଥିଲେ । ଏଥିସହ ଲୋକଙ୍କୁ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ଓ ଯଦି ବାହର କୁ ଆସିବେ ସାଙ୍ଗ ରେ ପାଣି ବୋତଲ ସହ ଗାମୁଛା ନେଇ ଆସିବା କୁ ଲୋକ ଙ୍କୁ ସଚେତନ କରାଇ ଥିଲେ ।

Leave A Reply

Your email address will not be published.

ten − two =