ଜିଲ୍ଲା ବୁଦ୍ଧିଜୀବି ସଂଗଠନ ତରଫରୁ ଉତ୍କଳ ଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ବୁଦ୍ଧିଜୀବୀ ସଂଗଠନ ତରଫରୁ ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ରାଜ୍ୟ, ଦେଶ ଓ ବିଦେଶରେ ବସବାସ କରୁଥିବା ସମସ୍ତ ଓଡିଆ ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତା ଦିଆଯାଇଛି ।

ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବାକୁ ସତଚେଷ୍ଟିତ ଉଦ୍ୟମ କରିବାକୁ ସମସ୍ତଙ୍କୁ ଶପଥ ନେବାକୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.

one × four =