ଢ଼େଙ୍କାନାଳ : ଦୀର୍ଘଦିନ ହେବ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ହିନ୍ଦୋଳ ଉପଖଣ୍ଡ ହେଡକ୍ଵାଟର୍ସ ଠାରେ ରାସ୍ତାରେ ମାଳମାଳ ଗାଇଗୋରୁ ଯୋଗୁଁ ଉପୁଜୁଥିବା ବିପଦ ପ୍ରଶାସନିକ ଅବହେଳାର ମାନଚିତ୍ର ପାଲଟି ସାରିଛି ।
କିଛିବର୍ଷର କରୋନାକାଳର ସମୟ ଅତିକ୍ରମ କରି ଏବର୍ଷ ହେବାକୁ ଥିବା ଜାକଜମକ ଲକ୍ଷ୍ମୀ ପୂଜା କୁ ରାସ୍ତାର ଗୋରୁଗୋଠ ମାନ୍ଦା କରିବାର ଆଭାଷ ମିଳୁଛି ।ତେବେ ଲୋକମାନଙ୍କ ସୁବିଧା ପାଇଁ ଓ ପୂଜାରେ ଅଘଟଣ ନ ଘଟିବା ହିନ୍ଦୋଳ ପ୍ରଶାସନ କେତେ ତତ୍ପର ତାହା ଜଣାପଡିବ ।