ଶୁଭ୍ରାଂଶୁଙ୍କ ଦ୍ବାରା ଗ୍ରୀଷ୍ମକାଳୀନ ପଶୁ ପକ୍ଷୀ ମାନଙ୍କର ଜଳ ସମସ୍ୟା ନେଇ ଏକ କାର୍ମଶାଳା ଅନୁଷ୍ଠିତ !

ଢ଼େଙ୍କାନାଳ : ଜାତି ସଙ୍ଘ ପୁରସ୍କାର ପ୍ରାପ୍ତ ପରିବେଶ ବିତ ଶୁଭ୍ରାଂଶୁ ଶତପଥି ଙ୍କ ଦ୍ୱାରା ରଘୁନାଥପୁର ତିଳପଦା ସରକାରୀ ପ୍ରାଥମିକ ବିଦ୍ୟlଳୟ ରେ ଏକ ଗ୍ରୀଷ୍ମ କାଳରେ ପଶୁପକ୍ଷୀ ମାନଙ୍କର ଜଳ ସମସ୍ୟା ଦୂର କରିବା ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି ।

ଏହି କର୍ମଶାଳା ରେ ଛାତ୍ର ଛାତ୍ରୀ ଙ୍କୁ ଖରା ଦିନରେ ନିଜ ଘର ଅଗଣା ଏବଂ ଛାତରେ ରଖିବାକୁ ପରାମର୍ଶ ଏବଂ ଏହାର ଉପକାରିତା ବିଷୟରେ ବୁଝା ଯାଇଥିଲେ । ପୂର୍ବରୁ ପ୍ରାୟ ୧୦ ବର୍ଷ ଶୁଭ୍ରାଂଶୁ ଅନେକ ସ୍କୁଲ ଏବଂ ଗାଁ ରେ ଏହି କର୍ମ ଶlଳା କରି ସାରିଥିବା ବେଳେ ୧୦ହଜାର ରୁ ଅଧିକ ମାଟି ପାତ୍ର ବଣ୍ଟନ କରିଛନ୍ତି ।

Leave A Reply

Your email address will not be published.

one × 4 =