ଗଁଦିଆ ; ପୋଲିସ ଦ୍ୱାରା ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ପୋଲିସ ଦ୍ୱାରା ଆମ ପୋଲିସ ସମିତି କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଯୋରନ୍ଦା ଅଞ୍ଚଳ ର ଜନସାଧାରଣ ଉପସ୍ଥିତ ରହି ଆମ ପୋଲିସ କୁ କିପରି ଲୋକଙ୍କ ପାଖରେ ପହଞ୍ଚିବ, ପୋଲିସ ଓ ଲୋକଙ୍କ ଭିତରେ କିପରି ସୁସମ୍ପର୍କ ରହିବ ତାହା ଯୋରନ୍ଦା ଫାଣ୍ଡି ର ଭାରପ୍ରାପ୍ତ ଅଧିକାରୀ ପଙ୍କଜ ମାଝୀ ଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ ।

Leave A Reply

Your email address will not be published.

1 × 3 =