Browsing Category
ଢେଙ୍କାନାଳ
“ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ: ୩୬ ୟୁନିଟ ସଂଗୃହିତ !
ଢ଼େଙ୍କନାଳ : ପର୍ଜଙ୍ଗ ବ୍ଲକ "ଯୁବଶକ୍ତି" ସମର୍ପିତ ଓଡିଶା ପକ୍ଷରୁ ବାରିହାପୁର ଉପ୍ରା ବିଦ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୩୬ ୟୁନିଟ ସଂଗୃହିତ ହୋଇଥିଲା, ଏହି ରକ୍ତଦାନ ଶିବିର ରେ ଯୁବଶକ୍ତି ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ଶୁଭାରମ୍ଭ କରି!-->…
Read More...
Read More...
ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ପରିସରରେ ପିତାମାତା ସହଭାଗିତା ବୈଠକ ଅନୁଷ୍ଠିତ !
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ପିତାମାତାସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବିଦ୍ୟାଳୟରେ ମୋଟ୍ ୩୨୮ ଜଣ ଅନୁସୂଚିତ ଜନଜାତି ଓ ଜାତିସମ୍ପ୍ରଦାୟର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କର ପିତାମାତା ଓ!-->…
Read More...
Read More...
ବି.ବି.ହାଇସ୍କୁଲ୍, ଢେଙ୍କାନାଳରେ ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ (ଏଫ୍.ଏଲ୍.ଏନ୍.) ଦକ୍ଷତା ହାସଲ ଉଦ୍ଦେଶ୍ୟରେ…
ଢେଙ୍କାନାଳ : ସ୍ଥାନୀୟ ଶତାୟୁ , ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ସକାଳ ଘ.୧୦.୦୦ ଟିକା ରୁ ୧୧.୩୦ ମିନିଟ୍ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ (ଏଫ୍. ଏଲ୍. ଏନ୍. )ଦକ୍ଷତା ହାସଲ ଉଦ୍ଦେଶ୍ୟରେ ବିଦ୍ୟାଳୟରେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ!-->…
Read More...
Read More...
ଗଁଦିଆ ବ୍ଲକରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ ଏବଂ ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ !
ଢେଙ୍କାନାଳ: ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ "ମୋ ଢେଙ୍କାନାଳ" ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ "ମୋ ଢେଙ୍କାନାଳ ମହୋତ୍ସବ ୨୦୨୩"ଓ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ!-->…
Read More...
Read More...
ହିନ୍ଦୋଳ ହାତୀ ଆକ୍ରମଣ ରେ ଯୁବକ ମୃତ !
ଢ଼େଙ୍କାନାଳ :ହିନ୍ଦୋଳ ବନାଞ୍ଚଳ ଗାଲପଡା ପଂଚାୟତ ଅନ୍ତର୍ଗତ କୋଠାଳୁ ଗ୍ରାମର ରଣଜିତ୍ ମହାପାତ୍ର (୩୫)ନାମକ ଏକ ଯୁବକ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଘରକୁ ଫେରିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ବାରମ୍ବାର ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ପ୍ରାଣହାନି!-->…
Read More...
Read More...
ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ହଜାର ଲିଟର ମହୁଲ ପୋଚ ନଷ୍ଟ, ୨୫୦ ଲିଟର ଦେଶୀ ମଦ ଜବତ ସହ ଜଣେ ଗିରଫ !
ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇ ଦୁଇ ହଜାର ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିଲା ଓ ୨୫୦ ଲିଟର ଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଥିଲା ।!-->…
Read More...
Read More...
ଭୁବନ ଗୋପାଳ ସମାଜ ତରଫରୁ ନନ୍ଦୋତ୍ସବ ପାଳନ !
ଢ଼େଙ୍କାନାଳ: ପରମ୍ପରା ବିଧି ଅନୁସାରେ ଜନ୍ମାଷ୍ଟମୀ ବାସି (ପରଦିନ )ଗୋପାଳ ମାନେ କୃଷ୍ଣ ଭଗବାନଙ୍କ ଆଗମନର ଖୁସିରେ ବିଭୋର ହୋଇ ନନ୍ଦୋତ୍ସବ ପାଳନ କରିଥାଆନ୍ତି । ସମଗ୍ର ଭାରତରେ ଏହି ପର୍ବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଗୋପାଳ ସମାଜ ତରଫରୁ ଯୁବ ଯାଦବ!-->…
Read More...
Read More...
ରାଇଜିଂ ଷ୍ଟାର କ୍ଳବ୍ ଅଧ୍ୟକ୍ଷ ତଥା ସମାଜ ସେବୀ ରଶ୍ମିରଞ୍ଜନ ପାଢ଼ୀଙ୍କ ପ୍ଲାଜମା ଦାନ !
ଢେଙ୍କାନାଳ : ଢେଙ୍କାନାଳ ସହରର ମୀନା ବଜାର କୁମ୍ଭାର ସାହି ସ୍ଥିତ ରାଇଜିଂ ଷ୍ଟାର କ୍ଳବ୍ ଅଧ୍ୟକ୍ଷ ରଶ୍ମିରଞ୍ଜନ ପାଢ଼ୀ ଭୁବନେଶ୍ୱର ସ୍ଥିତ ଏମ୍ସ୍ରେ ଜଣେ ରକ୍ତ ହିନ ରୋଗୀଙ୍କୁ ପ୍ଲାଜମା ଦାନ କରି ମହାନତାର ପରିଚୟ ସୃଷ୍ଟି କରିଛନ୍ତି । ପୂର୍ବରୁ ଶ୍ରୀ ପାଢ଼ୀ କ୍ଳବ୍ ମାଧ୍ୟମରେ ଅନେକ ଥର!-->…
Read More...
Read More...
ଜିଲ୍ଲା ବ୍ୟାଡ୍ମିଣ୍ଟନ୍ ସଂଘ ଢେଙ୍କାନାଳର ନୂତନ କର୍ମକର୍ତ୍ତା ଚୟନ !
ଢେଙ୍କାନାଳ,: ଢେଙ୍କାନାଳ ନୂଆପୋଖରୀ ନିକଟ ନୂତନ ଇଣ୍ଡୋର୍ ହଲ୍ ଠାରେ ଜଲ୍ଲା ବ୍ୟାଡ୍ମିଂଟନ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ବାଇ-ଲ ଅନୁଯାୟୀ ନିର୍ବାଚନ ବଦଳରେ ଚୟନହେବା ପାଇଁ କର୍ମକର୍ତାମାନେ ମତପ୍ରକାଶ କରିଥିଲେ । ସଭାପତି ଭାବେ ଦୀପକ କୁମାର ଦଳେଇ,!-->…
Read More...
Read More...
ସେଣ୍ଟ ଜାଭିୟର୍ସ ହାଇ ସ୍କୁଲରେ ଆମେଚର ତାଇକୋଣ୍ଡୋ ଓ ସ୍କୁଲର ମିଳିତ ଆନୁକୂଲ୍ୟରେ ବିଶ୍ୱ ତାଇକୋଣ୍ଡୋ ଦିବସ ପାଳିତ!
ଢ଼େଙ୍କାନାଳ : ସଦର ବ୍ଲକ ଅନ୍ତର୍ଗତ ରଣପସି ନିକଟସ୍ଥ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲରେ ଆମେଚର ତାଇକୋଣ୍ଡୋ ଓ ସ୍କୁଲର ମିଳିତ ଆନୁକୂଲ୍ୟରେ ବିଶ୍ୱ ତାଇକୋଣ୍ଡୋ ଦିବସପାଳିତ ହୋଇଯାଇଅଛି। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୪ ତାରିଖକୁ ସାରା ବିଶ୍ୱର ଏହି ଦିନକୁ ତାଇକୋଣ୍ଡୋ ଦିବସ ରୂପେ ପାଳନ!-->…
Read More...
Read More...