ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ମାମଲା ଓ ମହୁଲପୁଞ୍ଜି ଘଟଣା ଉପରେ ଆମ୍ ଆଦମୀ ପାର୍ଟିର ଚାରି ଦଫା ଦାବିପତ୍ର !

ଢେଙ୍କାନାଳ : ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ମାମଲା ଓ ମହୁଲପୁଞ୍ଜି ଘଟଣା ଉପରେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶଙ୍କୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଚାରି ଦଫା ଦାବିପତ୍ର ପ୍ରଦାନ କରାଗଲା l ସୂଚନା ଥାଉକି, ଗତ ସେପ୍ଟେମ୍ବର
Read More...

ଜିଲ୍ଲାପାଳ ଙ୍କ ଭୁବନ ଜନ ଶୁଣାଣିରେ ୧୩୯ ଟି ଅଭିଯୋଗ !

ଢ଼େଙ୍କାନାଳ: ଭୁବନ ବ୍ଲକ ରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଶୁଣାଣି ରେ ସମୁଦାୟ ୧୩୯ ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ୧୨୮ ଟି ବ୍ୟକ୍ତିଗତ ସମସ୍ୟା ହୋଇଥିବା ବେଳେ ୬ ଟି ଗ୍ରାମ୍ୟ ସମସ୍ୟା ଥିଲା । ଏହି ଅଭିଯୋଗ ଶୁଣାଣିରେ ୩ ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ
Read More...

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ: ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ଦାସ ଅଧ୍ୟକ୍ଷତା କରି କହିଥିଲେ ପାଠପଢ଼ା ସଙ୍ଗେ ସଙ୍ଗେ କିଛି ସମାଜ ସେବାରେ ନିଜକୁ ନିୟୋଜିତ କରାଇଲେ ମାନବକୁ ଆତ୍ମତୃପ୍ରି
Read More...

“ଆଗେଇବା” ର ଭୁବନ ଶାଖା କାର୍ଯ୍ୟାଳୟ ଲୋକାର୍ପଣ !

ଢ଼େଙ୍କାନାଳ- ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ସଂପାଦକୀୟ ରେ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ " ଆଗେଇବା" ର ଭୁବନ କାର୍ଯ୍ୟାଳୟ ଲୋକାର୍ପଣ କରାଯାଇଛି । ଭୁବନ ଏନ୍ ଏ ସି ଅନ୍ତର୍ଗତ ୱାର୍ଡ ନଂ ୨ ନୂଆ ଭୁବନ ଠାରେ ପ୍ରଥମେ ପୂଜା ପାଠ କରାଯିବା ପରେ
Read More...

ଭୁବନ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ : ଭୁବନ ର ସର୍ବପୁରାତନ କଳା,ସଂସ୍କୃତି ଅନୁଷ୍ଠାନ ମିରାବାଇ କଳା ବିକାଶ କେନ୍ଦ୍ର ତରଫରୁ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଦେଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କଳା ବିକାଶ କେନ୍ଦ୍ର ମୁଖ୍ୟ ଭଗବାନ ଗୁରୁ ଙ୍କ ସଭପତିତ୍ବରେ ଅନୁଷ୍ଠିତ
Read More...

ଭୁବନ ପ୍ରସିଦ୍ଧ ବଳଦ ଯାତ୍ରା ରେ ଡି ଜେ ସମ୍ପୂର୍ଣ ବନ୍ଦ ପାଇଁ ନିଷ୍ପତି !

ଢ଼େଙ୍କାନାଳ- ଭୁବନର ଐତିହାସିକ,ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା "ବଳଦ ଯାତ୍ରା" ରେ ଚଳିତ ବର୍ଷ ଡ଼ିଜେ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ବଳଦ ଯାତ୍ରା କମିଟି ସଭାପତି ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ ଆସନ୍ତା ୨୭ ତାରିଖ ରୁ ୩ଦିନ ବ୍ୟାପି ଶିରିଡି ସାଇ ବାବା ଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଥିପାଇଁ ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ
Read More...

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୪ ପାଳିତ !

ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଅଖିଳ ପୃଷ୍ଟିଙ୍କ
Read More...

ଢେଙ୍କାନାଳ ତୀରନ୍ଦାଜ ସଂଘ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ତୀରନ୍ଦାଜ ସଂଘର ସାଧାରଣ ପରିଷଦ ବୈଠକ, ପୂର୍ବାହ୍ନ ୧୧ଘଟିକା ସମୟରେ ସ୍ଥାନୀୟ ହୋଟେଲ୍ ଆର୍ କେ ରେଜେନ୍ସୀ ସମ୍ମିଳନୀ କକ୍ଷରେ ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ସଭା ପ୍ରାରମ୍ଭରେ ସଂପାଦକ ଅମିୟ ଚାନ୍ଦ, ଅନୁଷ୍ଠାନର
Read More...

ବିଶ୍ଵ ଶାନ୍ତି ପ୍ରତିଷ୍ଠା ଦିଗରେ ଅହମଦିୟା ମୁସଲିମ ସମୁଦାୟର ପ୍ରୟାସ !

ପ୍ରିୟ ପାଠକ ବୃନ୍ଦ ! ମିଳିତ ଜାତିସଂଘ ଦ୍ୱାରା ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା, ଆନ୍ତର୍ଜାତୀୟ ଯୁଦ୍ଧକୁ ସମାପ୍ତ କରିବା ଏବଂ ଦେଶ ମଧ୍ୟରେ ଭାଇଚାରାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନ ପ୍ରତିଷ୍ଠା କରାଯାଇଥିଲା। ମିଳିତ ଜାତିସଂଘର ସାଧାରଣ ସଭା ସର୍ବ ପ୍ରଥମେ ୧୯୮୧
Read More...