ବ୍ଲକ ଶିକ୍ଷାଧିକାରୀଙ୍କୁ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ !

ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ରହିଥ‌ିବା ଦାବି ମଧ୍ୟରେ ସରକାରଙ୍କ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ କଲେଜକୁ ଅନୁଦାନ ପ୍ରଦାନ କରିବା,ଅନୁଦାନ ପ୍ରାପ୍ତ
Read More...

ଅହମଦିୟା ଯୁବ ସଂଗଠନର ବାର୍ଷିକ ଇଜତେମା ଉତ୍ସାହଭରା ମାହୋଲରେ ଉଦଯାପିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅବସ୍ଥିତ ମସଜିଦ ତୌହିଦ ପ୍ରାଙ୍ଗଣରେ ଅହମଦିୟା ମୁସଲିମ ଯୁବ ସଂଗଠନ (ମଜଲିସ ଖୁଦ୍ଦାମୁଲ ଅହମଦିୟା) ଓ ବାଳସଭା (ଅତଫାଲୁଲ ଅହମଦିୟା) ର ବାର୍ଷିକ ଇଜତେମା ଉତ୍ସବମୟ ପରିବେଶରେ ସଫଳତାର ସହିତ ଅନୁଷ୍ଠିତ ହୋଇଗଲା। ଏହି ଅବସରରେ ଯୁବକ ଓ ବାଳକ
Read More...

ଢେଙ୍କାନାଳ ରୋଟାରୀ କ୍ଲବ ର ୫୦ତ୍ତମ ଅଧିଷ୍ଠାନ ଦିବସ ପାଳନ !

ଢେଙ୍କାନାଳ ରୋଟାରୀ କ୍ଲବ ର ୫୦ତ୍ତମ ଅଧିଷ୍ଠାନ ଦିବସ ପାଳନ !ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ନିରୁପମା ହୋଟେଲ ଠାରେ ରୋଟାରି କ୍ଲବ ତରଫରୁ ରୁ ୫୦ତମ ଅଧିଷ୍ଠାନ ଖୁବ ଉତ୍ସାହ ର ସହ ପାଳନ କରାଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ପିଡିଜି ପୂର୍ବତନ ପ୍ରାନ୍ତପ।ଳ ସୌମ୍ୟ ରଞ୍ଜନ ମିଶ୍ର,
Read More...

ଦୁଦୁରକୋଟ ଜନତାରାଜ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା !

ଢେଙ୍କାନାଳ : ଗୁରୁ ଶିଷ୍ୟ ସମ୍ପର୍କ ଯୁଗଯୁଗରୁ ଏକ ଡୋରିରେ ବନ୍ଧା ହୋଇ ଆସିଛି ଗୁରୁ ବିନା କିଏ ଆଗକୁ ଯାଇ ପାରେନାହିଁ lସେହି ଗୁରୁଙ୍କୁ ବିଦାୟ ଦେଇ ଭାବବିହ୍ଵଳ ହୋଇ କାନ୍ଦିଲେ ଜଣେ ଶିକ୍ଷୟତ୍ରୀ, ଏବଂ ଛାତ୍ରଛାତ୍ରୀ ଏମିତି ଏକ ଗୁରୁ ଶିଷ୍ୟ ସମ୍ପର୍କର ଚିତ୍ର ଦେଖିବାକୁ ମିଳିଛି‌
Read More...

ବାଘଧରିଆ ଗ୍ରାମରେ ଅଘଟଣ,ହାତୀ ଆକ୍ରମଣରେ ଗୋଟିଏ ଦିନରେ ଗ୍ରାମରୁ ୩ ଜଣଙ୍କର ମୃତ : ଉତ୍ୟକ୍ତ ଗ୍ରାମବାସୀଙ୍କ ସାତମାଇଲ…

ଢେ଼ଙ୍କାନାଳ ହିନ୍ଦୋଳ ବନାଞ୍ଚଳର ବାଘଦରିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ଆଜି ସକାଳୁ ହାତୀ ଆକ୍ରମଣରେ ବାଘଧରିଆ ଗ୍ରାମର ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି, ଘଟଣାରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ରାସୋଳ ବନାଞ୍ଚଳ ବାଘଧରିଆ ଅଞ୍ଚଳରେ କୋଡିଏ ଟିକିଆ ହାତୀପଲ ଆସି ତାଣ୍ଡବ ରଚୁଥିବା
Read More...

ଢେଙ୍କାନାଳରେ ଅମୃତ କାଳ ସାଂସ୍କୃତିକ ଉତ୍ସବ ଉଦଘାଟିତ !

ଢେଙ୍କାନାଳ : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅନୁକୂଳ୍ୟରେ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର, କଲକାତା ପକ୍ଷରୁ ଆୟୋଜିତ ଅମୃତ କାଳ ସାଂସ୍କୃତିକ ଉତ୍ସବ ଅବସରରେ ଢେଙ୍କାନାଳରେ ଦୁଇଦିନିଆ ସାଂସ୍କୃତିକ ଉତ୍ସବ ଉଦଘାଟିତ ହୋଇଛି। ଉତ୍ସବର ପ୍ରଥମ ଦିନ ଅର୍ଥାତ୍ ଜୁଲାଇ ୨୯ ରାତିରେ
Read More...

ଢେଙ୍କାନାଳରେ ଅମୃତ କାଳ ସାଂସ୍କୃତିକ ଉତ୍ସବ ଉଦ୍ଯାପିତ : ସ୍ଥାନୀୟ କଳାକାରଙ୍କୁ ମିଳିଲା ମଞ୍ଚ ଓ ସମ୍ମାନ !

ଢେଙ୍କାନାଳ, ଜୁଲାଇ ୩୦: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର, କଲକାତା ଙ୍କ ଅନୁକୂଲ୍ୟରେ ଢେଙ୍କାନାଳରେ ଦୁଇ ଦିନ ବ୍ୟାପୀ "ଅମୃତ କାଳ ସାଂସ୍କୃତିକ ଉତ୍ସବ" ଉଦ୍ଯାପିତ ହୋଇଛି। ଏହି ଉତ୍ସବ ମାଧ୍ୟମରେ ସ୍ଥାନୀୟ ଓ ରାଜ୍ୟସ୍ତରୀୟ କଳାକାରମାନେ ନିଜ
Read More...

ଚିତ୍ତଲପୁରରେ ଅଷ୍ଟମ ଶତାବ୍ଦୀର ପ୍ରାଚୀନ ଉଗ୍ରେଶ୍ୱର ଶିବମନ୍ଦିର !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ତେଲିଭୂଇଁ ଛକରୁ ପଶ୍ଚିମକୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଚିତ୍ତଲପୁର ଗ୍ରାମ ପୁରାତନତା ଓ ଧାର୍ମିକତାର ଏକ ଅଲୌକିକ ନିମିତ୍ତ। ଏଠାରେ ଅବସ୍ଥିତ "ଶ୍ରୀ ଶ୍ରୀ ଉଗ୍ରେଶ୍ୱର ମହାଦେବ ମନ୍ଦିର" କେବଳ ଏକ ଶିବମନ୍ଦିର ନୁହେଁ, ବରଂ ଏହା
Read More...

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ !

ଢେଙ୍କାନାଳ: ଭୁବନ ଉପ ଡାକଘରେ ଦୀର୍ଘ ମାସାଧିକ କାଳ ହେଲା କମ୍ପ୍ୟୁଟର ଅଚଳ ହୋଇଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଜନ ସାଧାରଣ ଚିଠି, ପାର୍ଷଲ ଇତ୍ୟାଦି ପଠାଇ ପାରୁ ନାହାନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ଚିଠି ମଧ୍ୟ ପଠାଇ ହେଉନି । ଅତି
Read More...

ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ୯୭୨ଙ୍କୁ ଆବାସ କାର୍ଯ୍ଯାଦେଶ ବାଣ୍ଟିଲେ ବିଧାୟକ !

●ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ ନାହିଁ : ଶତ୍ରୁଘ୍ନ ଜେନା●୧୧ ତମ ପରିଷଦ ସାଧାରଣ ବୈଠକ ଢେଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ୧୧ ତମ ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ଯକ୍ଷତା କରିଥିଲେ। ବୈଠକରେ
Read More...