ଶରଣ ଶ୍ରୀକ୍ଷେତ୍ର ପାଇଁ ଦାରୁ ସଂଗ୍ରହ : ଛେଦନ ପରେ ଶଗଡରେ କ୍ଷେତ୍ର ଅଭିମୂଖେ ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ…

ଢେଙ୍କାନାଳ : ଓଡାପଡା ବ୍ଲକ ଏକଘରିଆ ଗ୍ରାମ ଶରଣ ଶ୍ରୀକ୍ଷେତର ଶ୍ରୀବିଗ୍ରହ ନିର୍ମାଣ ନିମିତ୍ତ ପବିତ୍ର ଦାରୁ ସଂଗ୍ରହ ପାଇଁ ବନଯାଗ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଦାରୁ ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି । କପିଳାସ ନିକଟସ୍ଥ ବଣିଆରୁ ମହାପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପବିତ୍ର ଦାରୁ
Read More...

ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ : ଦୁଇ ଅଭିଯୁକ୍ତ ଗିରଫ !

ଢେଙ୍କାନାଳ : ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜ୍‌ ଅନ୍ତର୍ଗତ ଷଡ଼ଙ୍ଗୀ-ଏ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଲାଗି ଉଦ୍ୟମ କରୁଥିବା ଅଭିଯୋଗରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜକିଶୋରପୁରରୁ ନୀଳମଣି ନାଥ (୨୬) ଏବଂ ଅନନ୍ତ ନାଥ (୫୫) । ସେମାନଙ୍କ
Read More...

୫୫ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ପକ୍ରିୟାରେ ସିଥିଳତା ହେବାରୁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ !

ଢେଙ୍କାନାଳ : ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ପକ୍ରିୟା ଦୀର୍ଘ ଦିନ ହେବ ଶିଥିଳ ଅବସ୍ଥାରେ ପଡିରହିଛି। ଏଠିପ୍ରତି କାହାର ନିଘା ନଥିବା ଜଣା ପଡୁଛି। ରାସ୍ତାରେ ଯାତାୟାତ କରୁଥିବା ବ୍ୟକ୍ତି ରାସ୍ତାରେ ଯିବା ପାଇଁ ଅସୁରକ୍ଷିତ ମନେ କରୁଛନ୍ତି । ଧୂଳିର ମାତ୍ରା ଏତେ ଅଧିକ
Read More...

ବି.ବି. ହାଇସ୍କୁଲରେ ସଦରବ୍ଲକସ୍ତରୀୟ ଏକଦିବସୀୟ ମୋ ସ୍କୁଲ ଅଭିଯାନର ମତବିନିମୟ କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସଭାଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ମାର୍ଗଦର୍ଶନ ରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ଢେଙ୍କାନାଳ ସଦରବ୍ଲକସ୍ତରୀୟ ଏକଦିବସୀୟ
Read More...

ଢ଼େଙ୍କାନାଳ ପୌର ନିର୍ବାଚନ ଶେଷ :ପ୍ରାର୍ଥୀଙ୍କ ଭାଗ୍ୟ ଇଭଏମି ରେ ବନ୍ଦ !

ଢେଙ୍କାନାଳ : ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛିପୌର ନିର୍ବାଚନ। ଢେଙ୍କାନାଳ ପୌରାଞ୍ଚଳ ସହ ମାକ୍ଷାନଗର ଓ ଭୁବନ ଏନଏସିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୮ ନଗରପାଳ ପ୍ରାର୍ଥୀଙ୍କ ସମେତ ମୋଟ ୧୫୯ ଜଣଙ୍କ ଭାଗ୍ୟ ଇଭଏମି ରେ୍‌ ବନ୍ଦ ହୋଇଛି। ଢେଙ୍କାନାଳରେ ୬୧.୮୭%,
Read More...

ମହାତ୍ମାଗାନ୍ଧୀଙ୍କର ପ୍ରଥମ ଓଡିଶା ଆଗମନର ୧୦୦ ବର୍ଷର ପୂର୍ତ୍ତି ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ !

ଢେଙ୍କାନାଳ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଓଡିଶା ଆଗମନର ୧୦୦ ବର୍ଷର ପୂର୍ତି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନ ସଭାଗୃହ ଠାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତି । ସ୍ୱାଧୀନ ଭାରତ
Read More...

ରାସାୟନିକ ଗ୍ୟାସ ଦୁର୍ଘଟଣାର ମୁକାବିଲା ନିମନ୍ତେ ମକ୍ ଡ୍ରିଲ ଏକ ପ୍ରସ୍ତୁତି ବୈଠକ !

ଢେଙ୍କାନାଳ : ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହେଉଥିବା ରାସାୟନିକ ଗ୍ୟାସ ପରିବହନ ସମୟରେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଧନଜୀବନର କ୍ଷୟ କ୍ଷତି ଘଟାଇଥାଏ । ଦୁର୍ଘଟଣା ଗ୍ରସ୍ତ ଗାଡିରୁ ରାସାୟନିକ ଗ୍ୟାସ ନିର୍ମନକୁ ରୋକିବା ସହିତ ଏହାର କୁପ୍ରଭାବକୁ ପ୍ରଶମନ କରିବା ନିମନ୍ତେ
Read More...