ଓଡାପଡା: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ, “ଯୁବଶକ୍ତି” ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ସମ୍ମାନୀତ !

ଢ଼େଙ୍କାନାଳ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ, "ଯୁବଶକ୍ତି" ସମର୍ପିତ ଓଡିଶା ପକ୍ଷରୁ ମେରାମଣ୍ଡଳୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଫୁଲ ପୁଷ୍ପ ହୁଳହୁଳି ଦେଇ ସମ୍ମାନୀତ କରାଯାଇଥିଲା
Read More...

ବରିଷ୍ଠ ନାଗରିକ ସଂଘ ସହଯୋଗ ରେ ବାପାଙ୍କ ସ୍ମୃତିରେ ମାଗଣା ରକ୍ତ ପରିକ୍ଷା ଶିବିର !

ଢ଼େଙ୍କାନାଳ : ବାପା ପିଲାମାନଙ୍କୁ ପାଠ ପଢାଇ ଭଲ ମଣିଷ ହେବାକୁ ଶିକ୍ଷା ଦିଅନ୍ତି, ଯେପରି ପୁଅ ବଡହୋଇ ସମାଜ ର ସେବା କରିପାରିବ । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଯେଉଁଠି ପୁତ୍ର ସ୍ୱର୍ଗତ ବାପାଙ୍କ ଇଛ୍ଛାକୁ ପରିପୁରଣ କରିପାରିଛି । ଭୁବନ ବରିଷ୍ଠ ନାଗରିକ ସଂଘ ର ସଦସ୍ଯ
Read More...

ପୁରୀ  ଦର୍ଶନ ଅନୁଷ୍ଠାନ ପକ୍ଷରୁ ୧୦୦ ବୃଦ୍ଧ ବୃଦ୍ଧାଙ୍କ ପୁରୀ ଗସ୍ତ !

ଢେଙ୍କାନାଳ:   ଜିଲ୍ଲାର ଅଗ୍ରଣି ଅନୁଷ୍ଠାନ ଭାଗ୍ଯ ଥିଲେ ପୁରୀ ଦର୍ଶନ  ଅନୁଷ୍ଠାନ ପକ୍ଷରୁ ୨୯ଟି ପଞ୍ଚାୟତର ୧୦୦ଜଣ ବୃଦ୍ଧା ବୃଦ୍ଧଙ୍କୁ ଜଗନ୍ନାଥ ଦର୍ଶନ ପାଇଁ  ପୁରୀ ଅଭିମୁଖେ ନିଆଯିବ । ସେଥି ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଦ୍ୟାଧର ସାହୁଙ୍କ ଅଧକ୍ଷତାରେ
Read More...

ଓଡାପଡା ; ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ !

ଢେଙ୍କାନାଳ : ଓଡାପଡା ବ୍ଳକ ଇନ୍ଦିପୁର ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୮ ଦିନ ବ୍ୟାପୀ ଅନୁଷ୍ଠିତ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଯୋଗଦେଇ ବର୍ତମାନର ସାମାଜିକ
Read More...

ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଓ କୋଭିଡ ସମୀକ୍ଷା !

ଢେଙ୍କାନାଳ  :  ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲାର ଉନ୍ନୟନ ମୁଳକ କାର୍ଯ୍ୟ ଓ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ବିଦ୍ୟାଳୟକୁ ଆପ୍ରୋଚ ରୋଡ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ପାନୀୟ ଜଳ, ପାଇଖାନା,
Read More...

ଅଭିପ୍ସା ସମ୍ମାନରେ ସମ୍ମାନିତ ହେଲେ ରଶ୍ମିତା !

ଢ଼େଙ୍କାନାଳ :   ଯୁବ ସାମ୍ବାଦିକାଙ୍କୁ ମିଳିଛି ଅଭିପ୍ସା ସାହିତ୍ୟ ଅନୁଷ୍ଠାନର ସମ୍ମାନ । କଟକରେ ଆୟୋଜିତ ସମ୍ବର୍ଦ୍ଦନା ସଭାରେ ସଂଗ୍ରାମ କେଶରୀ ନାୟକ ସଭାପତିତ୍ୱ କରିଥିଲେ । ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମର ରଶ୍ମିତା ବେହେରାଙ୍କୁ ଏହି ସମ୍ମାନଜନକ ସମ୍ବର୍ଦ୍ଦନା ମିଳିଛି ।
Read More...

ଭୁବନ;ଓକିଲ ସଂଘର ଶପଥ ପାଠ ଉତ୍ସବ !

ଢେଙ୍କାନାଳ  :  ଭୁବନ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାଙ୍କୁ  ଶପଥ ପାଠ କରାଇଥିଲେ ନିର୍ବାଚନ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ  । ସିଭିଲ କୋର୍ଟ ପରିସରରେ ଥିବା ସଭାଘର ମଧ୍ୟରେ ଆୟୋଜିତ ଶପଥ ପାଠ ଉତ୍ସବରେ ଜେ ଏମ. ଏଫ.ସି ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ । ସଭାପତି ଅଜୟ କୁମାର
Read More...

ନଗରପାଳ ୱାର୍ଡ ପରିଦର୍ଶନ କରି ସମସ୍ୟା ବୁଝିଲେ !

ଢେଙ୍କାନାଳ : ନଗରପାଳ ଭାବେ ଜୟନ୍ତୀ ପାତ୍ର ସହରବାସୀଙ୍କୁ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି । ଏହି କ୍ରମରେ ଗତକାଲି ଶ୍ରୀମତୀ ପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ୭ନଂ.ୱାର୍ଡ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ୭ ନଂ.ୱାର୍ଡର ଦଣ୍ଡାସାହି ଓ
Read More...

ସଦର ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ !

ଢେଙ୍କାନାଳ : ସହର ଅନ୍ତର୍ଗତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ସ୍ୱର୍ଗତ
Read More...