ଭୁବନ;ଓକିଲ ସଂଘର ଶପଥ ପାଠ ଉତ୍ସବ !

ଢେଙ୍କାନାଳ  :  ଭୁବନ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାଙ୍କୁ  ଶପଥ ପାଠ କରାଇଥିଲେ ନିର୍ବାଚନ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ  ।

ସିଭିଲ କୋର୍ଟ ପରିସରରେ ଥିବା ସଭାଘର ମଧ୍ୟରେ ଆୟୋଜିତ ଶପଥ ପାଠ ଉତ୍ସବରେ ଜେ ଏମ. ଏଫ.ସି ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ । ସଭାପତି ଅଜୟ କୁମାର ଥାଟୋଇ , ସଂପାଦକ ଜୋଦଣ୍ଡଧର ନାୟକ , ଉପସଭାପତି ଶ୍ରୀକାନ୍ତ ସାହୁ , ସହ ସଂପାଦକ ନିତ୍ୟାନନ୍ଦ ବେହେରା, କୋଷାଧକ୍ଷ ସଜ୍ଞୁଲତା ସାହୁ ଙ୍କ ସମେତ ବରିଷ୍ଠ ଓକିଲ ସାରଙ୍ଗଧର ସାହୁ , ଦିପ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।  

Leave A Reply

Your email address will not be published.

seventeen + 13 =