ବି.ବି. ହାଇସ୍କୁଲରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ…

ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ଦିବା ୧୦ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ କୋଭିଡ଼ -୧୯ ନିୟମ ସବୁକୁ
Read More...

ରାସାୟନିକ ଗ୍ୟାସ ଦୁର୍ଘଟଣାର ମୁକାବିଲା ନିମନ୍ତେ ମକ୍ ଡ୍ରିଲ ଏକ ପ୍ରସ୍ତୁତି ବୈଠକ !

ଢେଙ୍କାନାଳ : ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହେଉଥିବା ରାସାୟନିକ ଗ୍ୟାସ ପରିବହନ ସମୟରେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଧନଜୀବନର କ୍ଷୟ କ୍ଷତି ଘଟାଇଥାଏ । ଦୁର୍ଘଟଣା ଗ୍ରସ୍ତ ଗାଡିରୁ ରାସାୟନିକ ଗ୍ୟାସ ନିର୍ମନକୁ ରୋକିବା ସହିତ ଏହାର କୁପ୍ରଭାବକୁ ପ୍ରଶମନ କରିବା ନିମନ୍ତେ
Read More...

ସଦର ବ୍ଲକ ଉପାଧ୍ୟକ୍ଷ ଭାବେ କାଳନ୍ଦୀ ବାରିକ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେଲେ !

ଢ଼େଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରକ୍ରିୟାରେ ଆଜି ରାଜ୍ୟର ର ବିଭିନ୍ନ ବ୍ଲକ ଉପାଦକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରେ ସଦର ବ୍ଲକ ଠାରେ ଅନୁଷ୍ଠିତ ନିର୍ବାଚନରେ ରେ ଚାଉଳିଆ ଗ୍ରାମପଞ୍ଚାୟତ ର ସମିତିସଭ୍ଯ କାଳିନ୍ଦୀ ବାରିକ ଉପାଦକ୍ଷ ଭାବେ ନିର୍ଦ୍ବନ୍ଦ ଭାବେ
Read More...

ଭୁବନ; ଏକତାଳୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ସରୋଜିନୀ ଦ୍ୱିବେଦୀ ଅପ୍ରତିଦ୍ବନ୍ଦୀ ଉପାଧ୍ୟକ୍ଷ ଭାବେ ନିର୍ବାଚିତ !

ଢ଼େଙ୍କାନାଳ: ଭୁବନ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିଲା ଉପାଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ । ଏହି ନିର୍ବାଚନ ରେ ଭୁବନ ବ୍ଲକ ଏକତାଳୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ସରୋଜିନୀ ଦ୍ୱିବେଦୀ ଏକମାତ୍ର ପାର୍ଥିନୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ତାଙ୍କର ପାର୍ଥିପତ୍ର ସଠିକ ଥିବାରୁ
Read More...

ଭୁବନ ଏନ.ଏ.ସି.ରେ ଚଳିତ ପୌରନିର୍ବାଚନ ରେ ପ୍ରଥମ ଥର ଲାଗି ଆମ ଆଦମି ପାର୍ଟି ର ନିଆରା ପ୍ରଚାର !

ଢ଼େଙ୍କାନାଳ : ଭୁବନ ଏନ.ଏ.ସି.ରେ ଚଳିତ ପୌରନିର୍ବାଚନ ରେ ପ୍ରଥମ ଥର ଲାଗି ଆମ ଆଦମି ପାର୍ଟି ଅଂଶ ଗ୍ରହଣ କରିଛି । ଆପ୍ ପକ୍ଷରୁ ଅଧ୍ୟକ୍ଷ ପାର୍ଥି ଭାବେ ମହେଶ୍ବର ସାହୁ ନିର୍ବାଚନ ଲଢୁଥିବା ବେଳେ ଦୁଇ ନମ୍ବର କାଉନସିଲର ପାର୍ଥି ଅଶୋକ ସାହୁ କେଜରିୱାଲ ଙ୍କ ଦଳ ଆପ ପକ୍ଷରୁ ଝାଡୁ ଚିହ୍ନ
Read More...

ଭୁବନ ଏନଏସି ରେ ପ୍ରଚାର ରେ ଶେଷ ଦିନରେ ଦମ ଦେଖାଇଲେ ଉଭୟ ବିଜେପି ଓ ବିଜେଡି !

ଢ଼େଙ୍କାନାଳ: ଭୁବନ ଏନଏସି ରେ ପ୍ରଚାର ରେ ଶେଷ ଦିନରେଦମ ଦେଖାଇଲେ ଉଭୟ ବିଜେପି ଓ ବିଜେଡି।ପୌର ନିର୍ବାଚନ ପାଇଁ ଆଉ କିଛି ଘଣ୍ଟା ପରେ ହେବ ଭୋଟ ଗ୍ରହଣ। ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ଦଳର ହେବିଓ୍ବେଟ୍ ଙ୍କୁ ନେଇ ପ୍ରଚାର କରିଥିଲେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନରହରି ସାହୁ।
Read More...

ବଳଦିଆବନ୍ଧ ;ପଞ୍ଚାୟତର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ନବ ନିର୍ବାଚିତ ସରପଞ୍ଚ !

ଢ଼େଙ୍କାନାଳ : ନିର୍ବାଚନ ସରିବାର ଦିନ କେଇଟା ହୋଇଛି କିନ୍ତୁ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ସରପଞ୍ଚ । ଆଖିରେ ନିଦ ନାହିଁ ମନରେ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାର ସ୍ୱପ୍ନ । କେବେ ଘର ଘର ବୁଲି ଲୋକଙ୍କ ସମସ୍ୟ ବୁଝୁଛନ୍ତି ତ କେତେବେଳେ ଶିକ୍ଷାକୁ ଗୁରୁତ୍ୱ
Read More...

ଗଁଦିଆ; ବହୁ ଉତ୍ସାହ ର ସହ ପାଳିତ ହେଲା ମହୁଲଖୋଳି ଦୋଳ ମେଲଣ !

ଢ଼େଙ୍କାନାଳ : ଗଁଦିଆ ବ୍ଲକ ମହୁଲଖୋଳି ଗ୍ରାମର ରାଧାକୃଷ୍ଣ ଠାକୁର ଙ୍କ ର ଦୋଳ ଯାତ୍ରା ଓ ମେଲଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଧାକୃଷ୍ଣ ଠାକୁର ଗାଁ କୁ ଗାଁ ବୁଲି ଭୋଗ ଖାଇଥାନ୍ତି, ମହୁଲଖୋଳି ଗ୍ରାମର ଐତିହାସିକ ଦୋଳ ମେଳା ପବିତ୍ର ଫଗୁ ଦଶମୀ ଦିନ ଠାରୁ
Read More...

ଭୁବନ;ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ

ଢେଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ଜାତୀୟ ୫୩ ନମ୍ବର ଜାତୀୟ ରାଜପଥ ଗଡନୃସିହପ୍ରସାଦ ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ସାଇକେଲ ଆରୋହୀ ମୃତ୍ୟୁ ହୋଇଛି I ସୂଚନା ଅନୁଯାୟୀ ବାସୁଦେଇପୁର ଗ୍ରାମର ରମେଶ ଭୂୟାଁ (୬୨) ସେ ସକାଳୁ ତାଙ୍କ ଘରୁ ସାଇକେଲରେ ଦୋକାନକୁ ଆସୁଥିବା ସମୟରେ
Read More...