ଏକ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ଦୁଇଟି କଲରାପତରିଆ ବାଘ ଠାବ !

ଢେଙ୍କାନାଳ ଜିଲାର ଜଙ୍ଗଲରେ ବାଘ ସଂଖ୍ୟା ବୃଦ୍ଧି ପାଉଥିବାଅନୁମାନ କରୁଛି ବନ ବିଭାଗ। ଆସନ୍ତା ଅଗଷ୍ଟରେ ବାଘ ଗଣନାରିପୋର୍ଟ ଆସିବାର ଥିବାରୁ ଏହା ସମସ୍ତଙ୍କ ପାଇଁ ଖୁସିରଖବର ଆଣପାରେ ବୋଲି କୁହାଯାଉଛି। ଏ ସଂକ୍ରାନ୍ତରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି
Read More...

ଗୁଡ଼ିଆନାଳୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଡମ୍ବରଧରୁ ମହାନ୍ତିଙ୍କ ସ୍ମୃତିରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟଜଳ…

ଢେଙ୍କାନାଳ : ସହରସ୍ଥିତ ଗୁଡ଼ିଆନାଳୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଡମ୍ବରଧରୁ ମହାନ୍ତିଙ୍କ ସ୍ମୃତିରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟଜଳ କଳ ଉଦଘାଟିତ ହୋଇଯାଇଛି। ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କଳକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ
Read More...

ଭୁବନ ; ବ୍ରାହ୍ମଣୀ ସାହିତ୍ୟ ସଂସଦ ଶୁଭାରମ୍ଭ !

ଢ଼େଙ୍କାନାଳ : ଭୁବନ ବ୍ଲକ ଏକତାଳୀ ପଞ୍ଚାୟତର ବ୍ରାହ୍ମଣ ଶାସନ ପୁରୁଷୋତମପୁର ମନ୍ଦିର ପରିସରରେ ବ୍ରାହ୍ମଣି ସାହିତ୍ୟ ସଂସଦ ର ଶୁଭରାମ୍ଭ ହୋଇଯାଇଛି । ସଭାପତି ଶାନ୍ତୁନ ଦାସ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଲୋକକଳା ସଂସ୍କୃତିର ରାଜ୍ୟ ଉପସଭାପତି ଅବନି ମିଶ୍ର,
Read More...

ପରଜଙ୍ଗରେ ୧୦୭ ୟୁନିଟ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ ପାଣି ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଛି । ଅତିଥି ଭାବରେ ସାଂସଦ ମହେଶ ସାହୁ, ବିଧାୟକ ନୃସିଂହ ଚରଣ ସାହୁ ଜିଲ୍ଲା ପରିଷଦ ଉପାଧକ୍ଷା ବିଳାସିନୀ ସେଠୀ ଯୋଗଦେଇ ନବନିର୍ବାଚିତ ପଞ୍ଚାୟତ
Read More...

ଭୁବନ ; ସୁରପ୍ରତାପପୁର ସମବାୟ ସମିତିରେ ନୋଟିସ ଲଗାଇବାକୁ ଯାଇ ଅଧିକାରୀ ହଟହଟା !

ଢ଼େଙ୍କାନାଳ : ଧାନ କିଣା ଦୃନିତୀରେ ଲିପ୍ତ ଜଣେ ସମବାୟ କର୍ମଚାରୀଙ୍କ ନିଲମ୍ବନର ଏକ ବର୍ଷ ପରେ ପୁନଃ ନିଯୁକ୍ତିକୁ ନେଇ ତାତି ଉଠିଛନ୍ତି ସୁରପ୍ରତାପପୁର ସମବାୟ ସମିତି ଅର୍ନ୍ତଗତ ଚାଷି । ସମବାୟ ସମିତି ନିର୍ବାଚନ ସଂର୍ପକୀୟ ବିଜ୍ଞପ୍ତି ନୋଟିସ ନେଇ ଯାଇଥିବା ନିର୍ବାଚନ ଅଧିକାରୀଙ୍କୁ
Read More...

କୈବର୍ତ୍ତ ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ପାଳିତ !

ଢେଙ୍କାନାଳ : ଢେଙ୍କାନାଳ କୈବର୍ତ୍ତ ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ଅବସରରେ ନୂଆପୋଖରୀ ହୁଡା ପାଶ୍ୱର୍ରେ ଥିବା ମନ୍ଦିରରେ ବାସେଳୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଚଇତି ଘୋଡା ନାଚ ସହ ଏକ ଶୋଭାଯାତ୍ରା କୈବର୍ତ୍ତ ସମାଜର ସଦସ୍ୟମାନଙ୍କ ଘରକୁ ଯାଇଥିଲେ । ଅପରାହ୍ନରେ ଏହି
Read More...

ଭାରତୀୟ ଯୋଗ ସଂସ୍ଥାନର ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଟିତ !

ଢେଙ୍କାନାଳ : ଭାରତୀୟ ଯୋଗ ସଂସ୍ଥାନର ୬ଷ୍ଠ ବାର୍ଷିକ ଉତ୍ସବ ଓ ୫୬ତମ ସ୍ଥାପନ ଦିବସ ଢେଙ୍କାନାଳ ଲେଖକ ସଂସଦ ଠାରେ ପାଳିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁରେଶ ମହାପାତ୍ର ଯୋଗଦେଇ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅକ୍ଷୟ ଜୀ ସଭାପତି ବସନ୍ତ କୁମାର ପଟ୍ଟନାୟକ,
Read More...

ଭୁବନ; ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ:୧୦୫ ୟୁନିଟ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ : ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିର "ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ ସଫଳତାର ସହ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଯାହାକି ରେକର୍ଡ ସଂଖ୍ଯକ ହୋଇପାରିଛି । ଭୁବନ ବ୍ଲକ ଓ ଏନଏସିର ଅନେକ ଉସ୍ଛାହି ଯୁବକ, ବ୍ୟକ୍ତି,
Read More...

ଛାତ୍ର/ ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ସଚେତନତା ରଥ ଗଡିଲା !

ଢ଼େଙ୍କାନାଳ: କୋମଳମତି ଛାତ୍ର/ ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ତଥା ଉତ୍ତମ ଗୁଣବତ୍ତା ଶିକ୍ଷା, ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରତି ସଚେତନତା ବଢ଼ାଇବା ପାଇଁ ଆଜି ଶିକ୍ଷା ସଚେତନତା ରଥ ଓ ଏଫଏଲଏନ ରଥ ଜିଲ୍ଲାର ସମସ୍ତ ବ୍ଲକରେ ଉଦଘାଟିତ
Read More...

ଢ଼େଙ୍କାନାଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ : ଜିଲ୍ଲା ବିଜେଡି ପକ୍ଷରୁ ବିଜୁବାବୁଙ୍କ ୨୫ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବିଜୁବାବୁଙ୍କ ପୁଣ୍ୟତିଥି ଉପଲକ୍ଷେ ସକାଳେ ତିଳତର୍ପଣ, ପ୍ରଭାତଫେରି ସହ ରଥଗଡ଼ାସ୍ଥିତ ତାଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥଲା। ଅପରାହ୍ନ ରେ ବାଜିଚୌକ ଠାରୁ ଦଳୀୟ
Read More...