୩ୟ ରାଜ୍ୟସ୍ତରୀୟ ଫ୍ଲଡ୍‌ ଲାଇଟ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦଘାଟିତ!

ଢ଼େଙ୍କାନାଳ: ଢ଼େଙ୍କାନାଳ ଷ୍ଟାଡିୟମ ଠାରେ ୩ୟ ରାଜ୍ୟସ୍ତରୀୟ ଫ୍ଲଡ୍‌ ଲାଇଟ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି । ଏହି
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଖବର କାଗଜ ବିତରଣ ସଂସ୍ଥାରେ କାର୍ଯ୍ୟରତ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ !

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟରେ ବିଭିନ୍ନ ଖବରକାଗଜ ବିତରଣ ସଂସ୍ଥାରେ କାର୍ଯ୍ୟରତ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ସରୋଜ କୁମାର ସେଠୀ ଉକ୍ତ ପରିଚୟପତ୍ର ବଣ୍ଟନ କରିଥିଲେ।ଖବରକାଗଜ ବିତରକଙ୍କୁ ରାଜ୍ୟ ସରକାରସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବାରୁ
Read More...

ପ୍ରୋବେସନର ଆଇଏଏସ ଅଧିକାରୀଙ୍କୁ ପଥର ମାଫିଆ କଲେ ମରଣାନ୍ତକ ଆକ୍ରମଣ : ଗିରଫ ହେଲେ ୮ ଅଭିଯୁକ୍ତ !

ଢେଙ୍କାନାଳ:ଢେଙ୍କାନାଳ ସହରରେ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ନେଇ ବିଭିନ୍ନ ସମୟରେ ଖବର ପ୍ରସାରଣ ଓ ପ୍ରଶାସନ ପକ୍ଷରୁ ଚଢାଉ ପରେ ମଧ୍ୟ ଏହି ଚୋରା କାରବାର କମିବାର ନାଁ ଗନ୍ଧ ଧରୁନାହିଁ । ଅତୀତରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବେଆଇନ ଭାବେ ଚାଲୁଥିବା
Read More...

ଉଫୁନା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ସାରସ୍ୱତ ଉତ୍ସବ ପାଳିତ !

ଢେଙ୍କାନାଳ : ଉତ୍କଳ ଫେଡ଼େରେସନ ଅଫ୍ ୟୁନାଇଟେଡ଼ ନେସନସ୍ ଆସୋସିଏସନ (ଉଫୁୁନା) ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଉଫୁୁନାର ରାଜ୍ୟ ଅଧ୍ୟକ୍ଷ ଆଡ଼ଭୋକେଟ ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା
Read More...

ପବିତ୍ର ଅକ୍ଷୟ ତୃତୀୟାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କମଗରାପାଟଣା ଠାରେ ଅକ୍ଷିମୁଠି ଅନୁକୂଳ କରିଥିଲେ !

ଢେଙ୍କାନାଳ: ଜିଲ୍ଲା କୃଷି ବିଭାଗ ପକ୍ଷରୁ ଅକ୍ଷୟ ତୃତୀୟା କୃଷକ ଦିବସ କାମାକ୍ଷାନଗର ବ୍ଳକ ଅନ୍ତର୍ଗତ କମଗରାପାଟଣା ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଖଣି,ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ଷିମୁଠି ଅନୁକୁଳ କରିବା ସହିତ
Read More...

ମଦନମୋହନଙ୍କର ଚନ୍ଦନଯାତ୍ରା ଆରମ୍ଭ !

ଢେଙ୍କାନାଳ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ୨୧ ଦିନ ଧରି ହେବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଛି । ଚାପନୀତି ସମ୍ପାଦନ ପାଇଁ ଉଦ୍ଦିଷ୍ଟ ପୋଖରୀର ଚର୍ତୁଃପାର୍ଶରେ ଥିବା ଶ୍ରଦ୍ଧାଳୁମାନେ ଠାକୁରଙ୍କ ଚାପନୀତି ଦେଖି ବିଭୋର ହୋଇପଡିଥିଲେ । ସ୍ଥାନୀୟ ଶ୍ରୀ ଶ୍ରୀ ବଳରାମଜୀଉଙ୍କ
Read More...

ଘୋଷଯାତ୍ରା ପାଇଁ ବିଳମ୍ବ ଘଟିଲା ରଥ ନିର୍ମାଣ ଅନୁକୂଳ : ସହଯୋଗ କଲାନି ବନବିଭାଗ !

ଢେଙ୍କାନାଳ : ଅକ୍ଷୟ ତୃତୀୟା ଅବସରରେ ପବିତ୍ର ରଥ ଯାତ୍ରାପାଇଁ ଆଜି ସହରର ରଥଗଡା ସ୍ଥିତ ରଥଖଳା ଠାରେ ନିର୍ମାଣ ହେବାକୁ ଥିବା ସ୍ଥିରିକୃତ ରହିଥିବା ବେଳେ ବନବିଭାଗର ଅସହଯୋଗ ଯୋଗୁ ରଥଖଳାରେ ରଥକାଠ ବିଳମ୍ବରେ ପହଞ୍ଚିଥିଲା । ମଧ୍ୟାହ୍ନ ୧୨ ଘଟିକା ପରେ ପୂଜକଙ୍କ ଦ୍ୱାରା ଆଜ୍ଞାମାଳ
Read More...

ବିଦେଶରେ ପ୍ରତିଧ୍ୱନୀତ ହେବ ବାଜି ରାଉତ ଓ ଚକରା ବିଶୋଇଙ୍କ ବିରତ୍ୱର ଗାଥା !

ଢେଙ୍କାନାଳ : ରାଜ୍ୟ ତଥା ଦେଶର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅଲ୍‌ଟର୍‌ନେଟିଭ୍ ରିଦମ୍ ଥିଏଟର୍ ଦ୍ୱାରା ପ୍ରସ୍ତୁତ ବହୁ ଚର୍ଚ୍ଚିତ ଚରିତ ନାଟକ “ମୁଁ ଚକରା କହୁଛି” ଏବଂ “ମୁକ୍ତି ସଳିତା” କାତାର ଦେଶର ରାଜଧାନୀ ଦୋହାରେ ପ୍ରଦର୍ଶିତ ହେବ । ଉଭୟ ନାଟକ ଓଡିଆ ଭାଷାରେ ହୋଇଥିବା ବେଳେ ସେଥିରେ
Read More...

ଭୁବନ ନଗରପାଳ ସାଜିଲେ ଚାଷୀ : ଅକ୍ଷୟ ତୃତୀୟା ଅବସରରେ କଲେ ଅଖିମୁଠି ଅନୁକୂଳ !

ଢ଼େଙ୍କାନାଳ: ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଭୁବନ ନଗରରେ କୃଷକ ସମାଜ ତରଫରୁ ଆୟୋଜନ କରାଯାଇଥିଲା ଅକ୍ଷୟ ତୃତୀୟା ଉତ୍ସବ । ଭୁବନ ର କୃଷକମାନେ ନିଜର ପାରମ୍ପରିକ ବଳଦ ହଳଲଙ୍ଗଳ ଯୋଚୀ , ଟ୍ରାକ୍ଟର ନେଇ ଅଭିନବ ଢଙ୍ଗରେ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ ଭୁବନ ପାଲାମଣ୍ଡପ ଠାରୁ ।
Read More...

ସ୍କୁଲ୍ ସ୍ତରୀୟ ଚତୁର୍ଥ ମାଷ୍ଟର୍ କପ୍ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ !

ଢେଙ୍କାନାଳ: ସହର ସ୍ଥିତ ବ୍ରିଟିସ୍ ପବ୍ଲିକ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଥିବା ୪ର୍ଥ ଢେଙ୍କାନାଳ ସ୍କୁଲ୍ ସ୍ତରୀୟ ଚତୁର୍ଥ ମାଷ୍ଟର କପ୍ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଅଛି । ଏହି ଉଦ୍‌ଯାପିତ ଉତ୍ସବରେ ରାଜ୍ୟ ଚେସ୍ ସଂଘର ସମ୍ପାଦକ ଦେବବ୍ରତ ଭଟ୍ଟ ମୁଖ୍ୟ ଅତିଥି ଭାବେ,
Read More...