ଭୁବନରେ ବନ ମହୋତ୍ସବ ପାଳନ : ବୃକ୍ଷ ରୋପଣ ଦ୍ବାରା ଜଳବାୟୁ ପରିବର୍ତ୍ତନ ରୁ ରକ୍ଷା ମିଳିବ-କାମାକ୍ଷାନଗର ବିଧାୟକ…

ଢ଼େଙ୍କାନାଳ - ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଓ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ତତ୍ତ୍ଵାବଧାନରେ ସମର ଶିକ୍ଷାର୍ଥୀ ବାହିନୀ,ଜାତୀୟ ସେବା ଯୋଜନା,ୟୁଥ୍ ରେଡକ୍ରସ,ସ୍କାଉଟ ଗାଇଡ ଛାତ୍ରୀଙ୍କ ଦ୍ଵାରା ଚାରା ରୋପଣ
Read More...

ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ମିଶ୍ର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I
Read More...

ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ଠାରେ ଧର୍ମସଭା ଅନୁଷ୍ଠିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ଅହମଦିୟା ମୁସଲିମ ଜାମେ ମସଜିଦଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି। ଅହମଦିୟା ମୁସଲିମ ଜମାଅତ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ଏହି ସମ୍ମିଳନୀରେ ପୌ‌ରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଅହମଦିୟା ମୁସଲିମ କେନ୍ଦ୍ରୀୟ
Read More...

ଢେଙ୍କାନାଳ ରୋଟାରୀ କ୍ଲବ୍‌ର ନୂତନ ବର୍ଷର କର୍ମକର୍ତାଙ୍କର ଦାୟିତ୍ୱ ଗ୍ରହଣ ଓ ଡାକ୍ତର ଦିବସ ପାଳନ !

ଢେଙ୍କାନାଳ: ଢେଙ୍କାନାଳ ରୋଟାରୀ ଭବନ ପରିସରରେ ଏକ ମନୋଜ୍ଞ ପରିବେଶରେ ନୂତନ ସଭାପତି ଭାବରେ ଦାୟିତ୍ୱଗ୍ରହଣ କରିଥିବା ପ୍ରଫେସର ହରେକୃଷ୍ଣ କରଙ୍କର ଅଧ୍ୟକ୍ଷତାରେ ଗତ ୧ ତାରିଖରେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ପି.ପି.ରୋଟାରୀଆନ୍ ରାଜ କିଶୋର ବେହେରାଙ୍କର ସ୍ୱାଗତ ଭାଷଣ ପରେ ସଭାକାର୍ଯ୍ୟ
Read More...

ଖୁଲମଖୁଲା ହିନ୍ଦୋଳରେ ଚାଲିଛି ବେଆଇନ୍ ଇଟା ଭାଟି, ଜାଣି ଅଜଣା ରାଜସ୍ୱ ବିଭାଗ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅନ୍ତର୍ଗତ ବାଉଁଶପୋଖରୀ ରାଜସ୍ବ ବିଭାଗ ଅଧିନରେ ଥିବା କଂସରା ଠାରେ ଦିନଦିପ୍ରହରେ ମାଟି ଇଟା ଭାଟି ପୋଡ଼ା ଚାଲିଛି। ରାସ୍ତା ଉପରେ ଛିଡା ହେଲେ ମଧ୍ୟ ଦୃଶ୍ୟମାନ ହେଉଛି। କିନ୍ତୁ ହିନ୍ଦୋଳ ତହସିଲଦାର ଓ ରାଜସ୍ୱ ବିଭାଗ ଅଧିକାରୀମାନେ କିପରି ଦେଖି
Read More...

ଢେଙ୍କାନାଳ ସହରର ମୁଖ୍ୟ ରାସ୍ତା ଉପରେ ବର୍ଷା ଓ ଡ୍ରେନେଜ ପାଣି ରେ ଉବୁଟୁବୁ !

ଢେଙ୍କାନାଳ ସହରର ପଶ୍ଚିମାଞ୍ଚଳ ଶାସନ ଛକ ଠାରୁ କୋରିଆଁ ପର୍ଯ୍ୟନ୍ତ କହିଲେ ଭୁଲ ହେବ ନାହିଁ । ଅନେକ ସମସ୍ୟା ମଧ୍ଯ ରେ ଉବୁଟୁବୁ ହେଉଥିବା ବେଳେ ବର୍ଷାର ଆଗମନରେ ଜନତାଙ୍କ ଅବସ୍ଥା ବେହାଲ । ଏହି ଅଞ୍ଚଳ ରେ ବର୍ଷା ଜଳ ନିଷ୍କାସନ ଏକ ମୂଖ୍ଯ ସମସ୍ୟା ର ସମାଧାନ ନହୋଇ ପଡି ରହିଛି । ସହର ମଧ୍ଯ
Read More...

ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍‌ ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ !

ଢେଙ୍କାନାଳ : ଚଳିତ ବର୍ଷର ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍‌ମିଂଟନ ପ୍ରତିଯୋଗିତା ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍ ଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କୋଣଅନୁକୋଳରୁ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଭା, ଖେଳାଳୀମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ
Read More...

ଭୁବନ ତିନି ବନ୍ଧୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ - ପିଲା ଦିନର ତିନି ସାଙ୍ଗ ସୁରେନ୍ଦ୍ର କୁମାର ପୋଥାଳ, ରାମ ଚନ୍ଦ୍ର ରାଉତ ଓ ପ୍ରଭାତ କୁମାର ପଟ୍ଟନାୟକ ଶିକ୍ଷା ବିଭାଗରେ ନିଷ୍ଠାପର ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଭୁବନ ଡାକ ବଙ୍ଗଳା ପରିସରରେ ଏହି ତିନି ସାଙ୍ଗ ଙ୍କୁ ଭୁବନ ର ଅଗ୍ରଣୀ ସେବା
Read More...

ଢେଙ୍କାନାଳରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟ ଉଦ୍‌ଘାଟନ !

ଢେଙ୍କାନାଳ: ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀକୃଷ୍ଣଚନ୍ଦ୍ର ପାତ୍ର ସ୍ଥାନୀୟ ଦକ୍ଷିଣକାଳୀ ଗୋପିନାଥ ଗାର୍ଡେନ୍ ନିକଟରେ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ପ୍ରତ୍ୟୁଷରେ କାର୍ଯ୍ୟାଳୟର ପୂଜାର୍ଚ୍ଚନା ପରେ
Read More...

ଭୁବନ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ !

ଢ଼େଙ୍କାନାଳ : ଏକକ ବାର ଏକକ ଭୋଟ ନୀତି ଅନୁଯାୟୀ ମାର୍ଚ୍ଚ ୩୦ ତାରିଖରେ ରାଜ୍ୟର ସମସ୍ତ ଓକିଲ ସଂଘ ର ଭୋଟ ହେବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେବଳ ଭୁବନ ନିର୍ବାଚନରେ ଅନିୟମିତତା ଅଭିଯୋଗରେ ତଦନ୍ତ ପରେ ରାଜ୍ୟ ଆଇନଜୀବୀ ପରିଷଦ ଭୁବନ ବାର ନିର୍ବାଚନକୁ ସ୍ଥଗିତ କରିଥିଲେ ।
Read More...