ସ୍ୱଚ୍ଛତା ହିଁ ସେବା -୨୦୨୪ ନିମନ୍ତେ ଜିଲ୍ଲା ସ୍ତରୀୟ ମାର୍ଗଦର୍ଶିକା ସଭା ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା - ୨୦୨୪ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ ମାର୍ଗଦର୍ଶିକା ସଭା ଅନୁଷ୍ଠିତ ହେଇଯାଇଛି l ଏହି ସଭାରେ ଯୋଗଦେଇ ଜିଲ୍ଲାପାଳ
Read More...

ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଢେଙ୍କାନାଳ ଗସ୍ତ !

ଢେଙ୍କାନାଳ : ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଏକ ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସୋମେଶ
Read More...

ଢେଙ୍କାନାଳ ଜିଲ୍ଲାରେ କେହିବି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ !

ଢେଙ୍କାନାଳ : ୧୦.୯.୨୦୨୪ ଓ ୧୨.୦୯.୨୦୨୪ ଦୁଇଦିନ ଧରି ଡାଇଏଟ୍ ସମ୍ମେଳନୀ କକ୍ଷରେ ସିଆରସିସି ମାନଙ୍କର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ଦୀର୍ଘ ଦିନଧରି ଅନୁପସ୍ଥିତ ଥିବା ଛାତ୍ର ଛାତ୍ରୀ, ବିଦ୍ୟାଳୟରେ ନାମ
Read More...

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ !

ଢେଙ୍କାନାଳ: ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟସାକ୍ଷରତା ଦିବସ ରବିବାର ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରାସହର ପରିକ୍ରମା କରିଥିଲା । ସିଆର୍‌ସିସି ଦିଲ୍ଲୀପ ନାୟକ, ଝସକେତନ
Read More...

ଅମଲାପଡ଼ା ଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଅମଲାପଡ଼ା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବସଷ୍ଟାଣ୍ଡ ନିକଟସ୍ଥ ମହାଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଆଗାମୀ ଲକ୍ଷ୍ମୀ ପୂଜା ଓ ସୁନିଆ ରେ ମାଟି ପାଇଁ ସାହିର ମୂରବୀ ଓ ବ୍ୟବସାୟୀ ଏବଂ କମିଟି ର କର୍ମକର୍ତା ଙ୍କ ଉପସ୍ଥିତରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆଗାମୀ ପୂଜା
Read More...

ନୀତା ନୃତ୍ୟାଙ୍ଗନା ପକ୍ଷରୁ ନୂଆଖାଇ-୨୦୨୪ ତଥା ରାଜ୍ୟସ୍ତରୀୟ ଲୋକନୃତ୍ୟ ମହୋତ୍ସବ ପାଳିତ !

ଢେଙ୍କାନାଳ : ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ଗୃହଠାରେ ଏ ମାଟିର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନା ସହରରେ ପ୍ରଥମ କରି ନୂଆଖାଇ -୨୦୨୪ ତଥା ରାଜ୍ୟସ୍ତରୀୟ ଲୋକନୃତ୍ୟ ମହୋତ୍ସବକୁ ମହାସମାରୋହରେ ପାଳନ କରିଛି ।ମହୋତ୍ସବ ଅବସରରେ ସୁଦୂର ସମ୍ବଲପୁର, ଅନୁଗୁଳ, କଟକ,
Read More...

ଭୁବନ ଡାଜଲିଙ୍ଗ କ୍ଲବ୍ ର ୧୨ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ର ପ୍ରସିଦ୍ଧ ଗଣେଶ ପୂଜା ରେ ଡାଜଲିଙ୍ଗ କ୍ଲବ୍ ର ୧୨ ବର୍ଷ ପୂର୍ତ୍ତି ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ରାକେଶ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ
Read More...

ପୌରସଂସ୍ଥା ପକ୍ଷରୁ ସ୍ୱଚ୍ଛତା ହିଁଁ ସେବା ଅଭିଯାନ ୧୭ରୁ ଆରମ୍ଭ !

ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ ଆସନ୍ତା ୧୭ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨ ତାରିଖରେ ସ୍ୱଚ୍ଛତା ଦିବସ ପାଳିତ ହେବ । ଏହି ଉପଲକ୍ଷେ ମଙ୍ଗଳବାର ଅପରାହ୍ନ ୪ଟାରେ ପୌରସଂସ୍ଥା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଆଭାସୀ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ !

ଢେଙ୍କାନାଳ:ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଆନୁକୁଲ୍ୟରେ ଆଭାସୀ ଗୁଗଲ୍ ମିଟ୍ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ
Read More...

ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଭୁବନ ଉତ୍ସବ ମୁଖର !

ଶ୍ରୀ ମନ୍ଦିର,ଗଜାନନ ବେଶ ମୁଖ୍ୟ ଆକର୍ଷଣ , ୨୦ ମଣ୍ଡପ ରେ ଗଜାନନ ଙ୍କ ଆବିର୍ଭାବ୧୨ ବର୍ଷ ପୂର୍ତ୍ତି ପାଳନ କରୁଛି ଡାଜଲିଙ୍ଗ କ୍ଲବ୧୮ ରେ ମିଳିତ ଭସାଣି ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଦ୍ଵିତୀୟ ଦଶହରା ର ସ୍ଥାନ ନେଇଛି ପ୍ରସିଦ୍ଧ ଗଣେଶ ପୂଜା। ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ
Read More...