ଢେଙ୍କାନାଳ ଇସ୍କନ ପକ୍ଷରୁ ଫୁଡ ଫର ଲାଇଫ   କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ସହର ସ୍ଥିତ ଇସ୍କନ ଢେଙ୍କାନାଳ (ଅନ୍ତରାଷ୍ଟ୍ରୀୟ ରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ) ତରଫରୁ ଢେଙ୍କାନାଳ ର ଗୋବିନ୍ଦପୁର ଠାରେ ଫୁଡ ଫର ଲାଇଫ   କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଛି ।

ଗ୍ରାମର ସମସ୍ତ ଲୋକ ଙ୍କ ସମାବେଶ ରେ ହରି କଥା , ନୃତ୍ୟ କୀର୍ତ୍ତନ ଏବଂ ପରିଶେଷରେ ମହାପ୍ରସାଦ ବିତରଣ କରାଯାଇ ଥିଲା । ମହାପ୍ରସାଦ କୁ ସଂପୂର୍ଣ୍ଣ ଶୁଦ୍ଧତା ର ସହ ମନ୍ଦିର ରେ ପ୍ରସ୍ତୁତ କରାଯାଇ ଭୋଗ ଅର୍ପଣ ପରେ କାର୍ଯ୍ୟକ୍ରମ ସ୍ଥଳ ରେ ବିତରଣ କରାଯାଇଥିଲା ।କେନ୍ଦ୍ରର ପରିଚାଳକ ଶ୍ରୀ ପ୍ରେମ କିଶୋର ଦାସ ଙ୍କ କହିବା ଅନୁସାରେ ଲୋକ ଙ୍କ ଉତ୍ସାହ ଦ୍ବାରା ପ୍ରତି ଅଞ୍ଚଳ ରେ ଏପରି ପ୍ରସାଦ ବିତରଣ କାର୍ଯ୍ୟକ୍ରମ କରାଯାଇପାରିବ |

Leave A Reply

Your email address will not be published.

8 − five =