ପରଜଙ୍ଗରେ ୧୦୭ ୟୁନିଟ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ ପାଣି ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଛି ।

ଅତିଥି ଭାବରେ ସାଂସଦ ମହେଶ ସାହୁ, ବିଧାୟକ ନୃସିଂହ ଚରଣ ସାହୁ ଜିଲ୍ଲା ପରିଷଦ ଉପାଧକ୍ଷା ବିଳାସିନୀ ସେଠୀ ଯୋଗଦେଇ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ । ପରେ ପରଜଙ୍ଗ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ପରିଚାଳନା କରିଥିଲେ । ଏଥିରେ ୧୦୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା

Leave A Reply

Your email address will not be published.

3 + 4 =