ଗୁଲୁ ସଲ୍ୟୁସନ୍‌ର ପଞ୍ଚମ କାଉଁଟର ଖୋଲିଲା !


ଢେଙ୍କାନାଳ :ଢେଙ୍କାନାଳ ବସ୍‌ଷ୍ଟାଣ୍ଡସ୍ଥିତ ଗୁଲୁ ସଲ୍ୟୁସନ୍ ତା’ର ୫ମ କାଉଁଟର ଖୋଲିଅଛି ।୧୦ବର୍ଷ ତଳେ ପ୍ରଥମେ ଢେଙ୍କାନାଳରେ ବି.ବି. ହାଇସ୍କୁଲ୍ ସମ୍ମୁଖରେ ଖୋଲାଯାଇଥିଲା ପରେ ଏହାଓଡିଶାର ବିଭିନ୍ନ ଯାଗା ଯଥା-ଭୁବନେଶ୍ୱର, ଅନୁଗୁଳ, ଯାଜପୁରରେ ରହିଥିବା ବେଳେ ଏହା ଢେଙ୍କାନାଳରଦ୍ୱିତୀୟ କାଉଁଟର ଖୋଲାଯାଇଅଛି । ଆଜି ଏହାର ୫ମ କାଉଁଟରକୁ ଅବସରପ୍ରାପ୍ତ ଉପଖଣ୍ଡ ପୋଲିସ୍‌
ଅଧିକାରୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ନିତ୍ୟାନନ୍ଦ ପତି ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲୋ ଦୋକାନର ମାଲିକ ରାକେଶ ପତି ଓ ରାଜେଶ ପତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଠାରେ ସମସ୍ତ ପ୍ରକାର କଂପ୍ୟୁଟର ଉପକରଣ, ପ୍ରିଂଟର, ପ୍ରିଂଟର କାଳି, ସିସି ଟିଭି କ୍ୟାମେରା ଏବଂ
ସମସ୍ତ ପ୍ରକାର ଆଇଟି ପ୍ରଡକ୍ଟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଅଛି । ଏଠାରେ ଲେଜର ପ୍ରିଂଟର ୯୯ ଟଙ୍କାରେ ରିଫିଲିଂ କରାଯାଉଅଛି ।

Leave A Reply

Your email address will not be published.

three × 3 =