ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ କୁମ୍ଭାରସାହି ରାଇଜିଙ୍ଗ୍ ଷ୍ଟାର୍ କ୍ଲବ କ୍ଷରୁ ପବିତ୍ର ୭୭ ତମ ସ୍ୱାଧିନତା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । କ୍ଲବ୍ର ତତ୍ୱାଧିକାରୀ ଗୋବିନ୍ଦ ଚନ୍ଦ୍ର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାକା ଉତୋଳନ କରିବା ସହିତ ସ୍ୱାଧୀନତା ଦିବସ ଉରେ ବକ୍ତବ୍ୟ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ଅଧ୍ୟକ୍ଷ
ଶରତ ଚନ୍ଦ୍ର ପାଢୀ ଉପସ୍ଥିତ ରହି ସଦସ୍ୟମାନଙ୍କୁ ସ୍ୱାଧିନତାର ମହତ୍ୱ ଉରେ ଆଲୋକପାତ କରିଥିଲେ । ସାହିର କୁନି କୁନି ପିଲାମାନଙ୍କ ସହିତ କ୍ଲବ୍ର ସଦସ୍ୟମାନେ ଜାତୀୟ ସଙ୍ଗୀତ ଗାନ କରିବା ସହିତ ମହାୁରୁଷମାନଙ୍କୁ ମନେ କାଇ ଜୟ ଧ୍ୱନୀ ଦେଇଥିଲେ । ବନ୍ଦେ ମାତରଂ ଓ ଭାରତ ମାତା କୀ ଜୟ ଧ୍ୱନି ରେ ଅଂଚଳ ପ୍ରକମ୍ପିତ ହୋଇଥିଲା । କ୍ଲବ୍ର ଅଧ୍ୟକ୍ଷ ରଶ୍ମିରଞ୍ଜନ ।ଢୀ, ସଭାପତି ସନାତନ ରାଉଳ, ସାଂଦକ ଗୁରୁଦ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ସୁରଜିତ୍ ବାି, ଉପସଭାତି ବେଣୁଧର ରାଉତ, ଶେଷଦେବ ଖଟୁଆ ଓ ବିଶ୍ୱଜିତ୍ ମହାରଣାଙ୍କ ସହିତ ସଦସ୍ୟ ସୁବାଶିଷ ସେଠୀ, ସନ୍ତୋଷ କୁମାର ସେନାପତି, ପ୍ରତାପ କୁମାର ସେନାତି, ଶ୍ରବଣ କୁମାର ରାଉତ, ବାବୁ ସେନାପତି, ଗୋଲଖନାଥ ବିଶ୍ୱାଳ, ରଞ୍ଜିତ୍ ରାଉତ ଓ କ୍ଲବ୍ର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂେ ରିଚାଳନା କରିଥିଲେ । ଶେଷରେ କୁନି କୁନି ପିଲା ତଥା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ମିଷ୍ଟାନ ବଂଟନ କରାଯାଇଥିଲା । ଏହି
ଅବସରରେ ସରଖିଆଠାରେ ବନବିଭାଗ ଜମିରେ ଔଷଧୀୟ ଚାରା ରୋପଣ କରାଯାଇଥିଲା ।