ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ !

ଢ଼େଙ୍କାନାଳ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।

ଅଧ୍ୟକ୍ଷ ଅଜିତ କୁମାର ବେହେରା ପତାକା ଉତୋଳନ କରି ଏହି କ୍ରୀଡାକୁ ଉଦଘାଟନ କରିଥିଲେ । ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର ଙ୍କ ସମେତ କ୍ରୀଡା ଉପସଭାପତି ଅଧ୍ୟାପକ ପ୍ରଭାତ କୁମାର ଜେନା , ଅଲେଖ ପାତ୍ର , ଦୁର୍ଯ୍ୟୋଧନ ଜେନା , ସଂଜୟ କୁମାର ସାହୁ , କଳ୍ପତରୁ ସାହୁ , ଧନି ମୁର୍ମୁୁ , ହେମନ୍ତ କୁମାର ରାଉତ , ଅଧ୍ୟାପିକା ସଂଘମିତ୍ରା ମିଶ୍ର , ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଙ୍କ ତତ୍ୱାବଧାନ ଓ ପରିଚାଳନାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

sixteen − seven =