ଢେଙ୍କାନାଳ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାଙ୍କ ଶପଥ ପାଠ !

ଢେଙ୍କାନାଳ : ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଓକିଲ ସଂଘର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।

ସଭାପତି ସଞ୍ଜୟ କୁମାର ମିଶ୍ର,ଉପସଭାପତି ପୁଷ୍ପକ ତ୍ରିପାଠୀ, ସମ୍ପାଦକ ଟଙ୍କଧର ବେହେରା, ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମିଶ୍ର ,କୋଷାଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ରାଉତ, କାର୍ଯ୍ୟକାରୀ କମିଟିର ସଦସ୍ୟ ବ୍ରହ୍ମାନନ୍ଦ ରାଉତ,ଶକ୍ତିବ୍ରତ କେ.ଦେବ,ମଳୟ କୁମାର ପାଣିଗ୍ରାହୀ ପ୍ରମୁଖ ଶପଥ ଗ୍ରହଣ କରିଥିଲେ ।

ସେମାନଙ୍କୁ ନିର୍ବାଚନ ଅଧିକାରୀ ଶ୍ରୀଧର ମିଶ୍ର ନବନିର୍ବାଚିତ କର୍ମକର୍ତାଙ୍କୁ ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.

9 + three =