ଦୁଇ ଦିବଙ୍ଗତ ଶିକ୍ଷାବିତ ଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ !

ଢେଙ୍କାନାଳ : ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ଦୁଇ ଦିବଙ୍ଗତ ଶିକ୍ଷାବିତ୍‌ ପ୍ରମୋଦ ମହାପାତ୍ର ଏବଂ ଶତ୍ରୁଘ୍ନ ଭୁତିଆଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଶିକ୍ଷକ, ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ, କର୍ମଚାରୀମାନେ ଉପସ୍ଥିତରହି ଉଭୟଙ୍କ ଅମରାତ୍ମାର ସଦଗତି କାମନା କରିଥିଲେ। ସମ୍ପୃକ୍ତ ଦୁଇ ଶିକ୍ଷାବିତ୍‌ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ
ବୋଲି ମତପ୍ରକାଶ ପାଇଥଲା। ପ୍ରାରମ୍ଭରେ ଉଭୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ
ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଜୟରଶ୍ମି ମିଶ୍ର, ଶ୍ଵେତପଦ୍ମା ମିଶ୍ର, ଡ. ଦେବୀ ପ୍ରସାଦ ମିଶ୍ର, ଡ. ଅନୁପମା ମିଶ୍ର, ଦେବରାଜ ରାଉତ, ଇତିଶ୍ବରୀ ବରାଳ, ଧାନଚାନ୍ଦ ମିଶ୍ର, ସ୍ୱର୍ଣ୍ଣମୟୀ ଶତପଥୀ, ସୁନୀତାବାଳା ଷଡଙ୍ଗୀ, କିଶୋର ସାମଲ, ସୁଜାତା ପଣ୍ଡା, ସୁଚିତ୍ର ସାହୁ,
ଦୀପ୍ତିଶ କୁମାର ଶତପଥୀ, କିରଣମୟୀ ମହାଳିକ, କଲ୍ୟାଣୀ ବଡଜେନା, ଅନୁପମା ପଣ୍ଡା, କ୍ଷୀରାବ୍ଧିତନୟା ମହାପାତ୍ର, କଳ୍ପନା
ବାରିକ, ପ୍ରଫୁଲ୍ଲବିଶ୍ୱାଳ, ଶୁଭଶ୍ରୀଦେବସ୍ମିତା ରାଉତ, ସୁଜିତ ବାରା, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନେ୍ତାଷ ଜେନା, ନରହରି ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen − ten =