ନବୀନଙ୍କ ସମ୍ଭାବ୍ଯ ମନ୍ତ୍ରୀମଣ୍ଡଳ ନୂତନ ଦଳ : ଜାଣନ୍ତୁ କିଏ କିଏ ସାମିଲ ହେଲେ !

ଢ଼େଙ୍କାନାଳ : ତୃତୀୟ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସମ୍ଭାବ୍ଯ ମନ୍ତ୍ରୀଙ୍କ ନାଁ ଗୁଡ଼ିକ ହେଉଛି-

୧- ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

୨- ଆଳି ବିଧାୟକ ପ୍ରତାପ ଦେବ

୩- ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ

୪- ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ

୫- ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି

୬- କାମାକ୍ଷାନଗର ବିଧାୟକ ପ୍ରଫୁଲ କୁମାର ମଲ୍ଲୀକ

୭- ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର

୮- ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ

୯-ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ

୧୦- ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡ଼ାଇ

୧୧- ଝାରସୁଗୁଡା ବିଧାୟକ ନବକିଶୋର ଦାଶ

୧୨- ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୧୩- ଏକାମ୍ର ବିଧାୟକ ଅଶୋକ ପଣ୍ଡା

୧୪- ବୌଦ୍ଧ ବିଧାୟକ ପ୍ରଦୀପ ଅମାତ

୧୫- ବିଜେପୁର ବିଧାୟିକା ରୀତା ସାହୁ

୧୬- ଚିକିଟି ବିଧାୟିକା ଉଷା ଦେବୀ

୧୭- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ

୧୮- ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ

୧୯- ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

Leave A Reply

Your email address will not be published.

13 − six =