ଭୁବନ; ଝରଣେଶ୍ୱର ମନ୍ଦିରରୁ ଚନ୍ଦନ ଗଛ ଚୋରୀ!

ଢେଙ୍କାନାଳ:ଭୁବନ ଥାନା ଭୁଷଳ ପଞ୍ଚାୟତ ଭୁଷଳ ତଳସାହିର ଜରଣେଶ୍ୱର ମନ୍ଦିରଟି ବ୍ରାହ୍ମଣି ନଦୀ କୁଳରେ ମନୋରମ ପରିବେଶ ମଧୟରେ ଅବସ୍ଥିତ । ମନ୍ଦିର ନିର୍ମାଣ ହେବା ଦିନରୁ ଏହି ଠାରେ ଚନ୍ଦନ ଗଛ ଲଗାଯାଇଥିଲା । ଯାହାକୁ କେହି ଦୃବୃତ କଟରରେ କାଟି ନେଇ ଥିବାର ଜଣାଯାଇଛି । ଏନେଇ  ପରିଚାଳନା କମିଟି ପକ୍ଷରୁ ଥାନାରେ ଜଣାଇଦିଆଯାଇଛି । ଚନ୍ଦନ ଗଛର ଆନୁମାନିକ ମୁଲ୍ୟ ତିରିଶ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

three × 5 =