ଗଁଦିଆ ; ମହାପଦା ଗ୍ରାମରେ ନୂତନ ମହାବୀର ମନ୍ଦିର ପ୍ରତିଷ୍ଠା !

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ କାଲୁରିଆ ପଞ୍ଚାୟତର ମହାପଦା ଗ୍ରାମରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି ।

ବୈଦିକ ନୀତିକାନ୍ତି ସହ ବ୍ରlହ୍ମଣ ମାନଙ୍କ ଦ୍ୱାରା ପୂଜା, ହୋମ ଯଜ୍ଞ ସହ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଏହି ପ୍ରତିଷ୍ଠା ଦିବସ ରେ ଗ୍ରାମବାସୀଙ୍କ ସମେତ ଆଖ ପାଖ ଅଞ୍ଚଳ ରୁ ବହୁ ଶ୍ରଦ୍ଧାଳୁ ଆସିଥିଲେ । ସର୍ବଶେଷ ରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା ହୋଇଥିଲା ।

Leave A Reply

Your email address will not be published.

3 × 5 =