ବିଧାୟକ ଡାକ୍ତର ନୃସିଂହଙ୍କ ଦ୍ବାରା ଅକ୍ଷିମୁଠି ଅନୁକୁଳ !

ଢ଼େଙ୍କାନାଳ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପଳାସ ଗ୍ରାମ ପଞ୍ଚାୟତ ଠାରେ ଅକ୍ଷିମୁଠି ଅନୁକୁଳ କଲେ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ।

ଉକ୍ତ କାର୍ଯ୍ୟକ୍ରମରେ ତାଙ୍କ ସହିତ ଉପସ୍ଥିତ ଥିଲେ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପରିଷଦ ଉପାଅଧକ୍ଷା ବିଳାସିନୀ ସେଠୀ, ଆମ୍ବପଳାସ ସରପଞ୍ଚ କୁନାଲ ମହାପାତ୍ର, ସମିତିସଭ୍ୟା ସୋଭାଗିନି ଭୋଇ,୧ଜୋନ ଜିଲ୍ଲାପରିଷଦ ରୁନୁ ବର୍ମା,୨ ଯୋନ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ନିରାକାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ବେହେରା,ବିଜେଡି ନେତା ଭୂପେଶ ପ୍ରଧାନ,ପରଜଙ୍ଗ ବିଡ଼ିଓ ଶ୍ରୀଯୁକ୍ତ ବିନୋଦ ବିହାରୀ ବେହେରା ଓ ଆମ୍ବପଳାସ ତଥା ଆଖପାଖ ଅଞ୍ଚଳର ବହୁ କୃଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 + 13 =