ଭୁବନ କାପୁଡିଆ ସମାଜ ର ତୃତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ : ଜାତିର ଉନ୍ନତି ଓ ନ୍ୟାଯ୍ୟ ଦାବି ହାସଲ ପାଇଁ ସଂଗଠନ କୁ…

ଢ଼େଙ୍କାନାଳ :କାପୁଡିଆ ସମାଜ ଢେଙ୍କାନାଳ ଜିଲ୍ଲାର ୩ୟ ବାର୍ଷିକ ସମ୍ମିଳନୀ ଷଡଙ୍ଗୀ ପଞ୍ଚାୟତ ର ଝାରଦା ସ୍ଥିତ ଗିରିଧାରୀ ମଠରେ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଖଗେଶ୍ବର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ନବ କିଶୋର ଗୁରୁ
Read More...

ଭୁବନ ମହିଳା ମହାବିଦ୍ୟାଳୟରେ ଜାତୀୟ ଭୋଟର ଦିବସ ପାଳିତ !

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ୧୪ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ଓ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଡକ୍ଟର ମମତା ପାତ୍ର ୧୪ତମ ଜାତୀୟ ଭୋଟର ଦିବସ
Read More...

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ନିମନ୍ତେ ଢେଙ୍କାନାଳ ଜିଲ୍ଲାରୁ ୧୪ ପ୍ରତିଯୋଗୀ ମନୋନୀତ !

ଢ଼େଙ୍କାନାଳ: ମହାରାଷ୍ଟ୍ରର ପୁନେ ସହର ସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଚଳିତ ମାସ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟକୁ
Read More...

ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଦିବସ ପାଳନ !

ଢ଼େଙ୍କାନାଳ: ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ପ୍ରାୟ ୮୨ ଜଣ ଛାତ୍ରୀ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମର ଉଦଘାଟନ
Read More...

ଢେଙ୍କାନାଳ ପୌରପାଳିକା ଏବଂ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳିତ !

ଢେଙ୍କାନାଳ : ସହର ଭାଗିରଥି ସାଗର ସ୍ଥିତ ନେତାଜୀ ଚିଲଡ୍ରେନ ପାର୍କ ପରିସରରେ ଗୁରୁଦେବଜୀ ଗୁରୁକୁଳ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ ଅଫ ଢେଙ୍କାନାଳର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳନ କରାଯାଇଛି । ପ୍ରଥମେ
Read More...

ଢ଼େଙ୍କାନାଳ ବିଜେପିର ବୁଥ୍ ଚଲୋ ଅଭିଯାନ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳସ୍ତରୀୟ ବିଜେପିର ବୁଥ୍ ଚଲୋ ଅଭିଯାନ କର୍ମଶାଳା ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଉପ-ସଭାପତି ଗୋଲେକ ମହାପାତ୍ର ମୁଖ୍ୟ ଅତିଥି ଭାବେ
Read More...

ସେବିକା ମହାବିଦ୍ୟାଳୟ ଠାରେ ନୂଆ-ଓ ଓଡିଶା ଭାଷା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ: ୧୮ ଓ ୧୯ ଦୁଇଦିନ ଧରି ସ୍ଥାନୀୟ ସେବିକା ମହାବିଦ୍ୟାଳୟ, ଢେଙ୍କାନାଳ କକ୍ଷରେ ରାଜ୍ୟ ସରକାରଙ୍କର ନୂଆ-ଓ କାର୍ଯ୍ୟକ୍ରମ ଯାହା ଯୁବ ଓଡିଶା ଓ ନବୀନ ଓଡିଶା ତରଫରୁ ମହାସମାରୋହରେପାଳନ କରାଯାଇଛି । ଉକ୍ତ ଦିବସରେ ବକ୍ତୃତା, ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା, ପ୍ରବନ୍ଧ
Read More...

ଢେଙ୍କାନାଳରେ “ଋଣ ମେଳା ”ରେ ହିତାଧିକାରୀଙ୍କୁ ଋଣ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ !

ଢେଙ୍କାନାଳ ଓ ଅନୁଗୁଳର ୧ଲକ୍ଷ ୯୫ ହଜାର ୪୯୭ ଜଣ ଲାଭାର୍ଥୀଙ୍କୁ ୨୫୩୭ କୋଟିଟଙ୍କାର ଋଣ ଦିଆଗଲା - ଧର୍ମେନ୍ଦ୍ର ପ୍ରଧାନ - ମହିଳା, ଯୁବ, ଚାଷୀ, ବଂଚିତ ଓ ପଛୁଆ ବର୍ଗମାନେ ମୋଦି ସରକାରରେ ହୋଇଛନ୍ତି ସଶକ୍ତ ଓ ଆତ୍ମନିର୍ଭର । - ପୂର୍ବରୁ ଗରିବ ଲୋକମାନେ ବ୍ୟାଙ୍କକୁ ଯାଇପାରୁନଥିଲେ,
Read More...

ଭୁବନ ବାଲୁକା ଶିଳ୍ପୀ ଜ୍ୟୋତିଷ ସାହୁଙ୍କ ଦ୍ଵାରା ରାମ ଲାଲାଙ୍କ ନିଆରା କୃତୀ !

ଢ଼େଙ୍କାନାଳ :ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ବିଗ୍ରହ ପ୍ରତିଷ୍ଠା ଓ ରାମ ମନ୍ଦିର ଲୋକାର୍ପଣ ପାଇଁ ସାରା ଭାରତ ବର୍ଷ ଏବେ ଉତ୍ସବ ମୁଖର ହୋଇଉଠିଛି। ସବୁ ଆଡ଼େ ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଭୁବନ ର ପ୍ରସିଦ୍ଧ ବାଲୁକା ଶିଳ୍ପୀ ଜ୍ୟୋତିଷ କୁମାର ସାହୁ
Read More...

ଜିରାଳ ମହାବିଦ୍ୟଳୟରେ ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟଳୟ ରେ ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ଖାଦ୍ୟ ନିଗମ ର ଚେୟାରମ୍ଯାନ ଓ ସମାଜସେବୀ ଶ୍ରୀଯୁକ୍ତ ଅବନୀ କାନ୍ତ ସାହୁ ଓ ମୁଖ୍ୟ ବକ୍ତାଭାବେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର
Read More...