ସଚିଦାନନ୍ଦଙ୍କୁ ପୋଲିସ ସମ୍ମାନ !

ଢେଙ୍କାନାଳ : ଭୁବନ ବାସିନ୍ଦା ସଚିଦାନନ୍ଦ ସାହୁଙ୍କୁ ପୋଲିସ ମୁଖ୍ୟାଳୟରେ ଡିଜିପି ଡିସ୍କି ସମ୍ମାନରେ ସମ୍ମାନିତ କରାଯାଇଛି । ସଚିଦାନନ୍ଦ ସିବିଆଇର ଭୈରବଙ୍କେଶ୍ୱର ଶାଖାରେ ୨୦୦୭ ମସିହାରେ ଚାକିରୀ ଆରମ୍ଭ କରି ଥିଲେ । ବର୍ତମାନ ଡିଏସପି ର‌୍ୟାଙ୍କରେ କାର୍ଯ୍ୟକରୁଛନ୍ତି । ତାଙ୍କ
Read More...

ଗୁରୁଦେବଜୀ ଫାଉଣ୍ଡେସନ ତରଫରୁ ଓଡିଶା ଦିବସ ପାଳିତ !

ଢେଙ୍କାନାଳ : ସହରର ସ୍ଥିତ ମମତା ମଣ୍ଡପ ଠାରେ ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ଓଡିଶା ଦିବସ ଉପଲକ୍ଷେ "ମୁଁ ଓଡିଆ, ମୋ ଭାଷା ବଢିଆ'' କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି । ଏହି ଅବସରରେ ଗୁରୁଦେବଜୀ ଏକାଡେମୀର ଛାତ୍ରଛାତ୍ରୀ, ଫାଉଣ୍ଡେସନ୍‌ର ଯୁବ, ମହିଳା ଓ ଢେଙ୍କାନାଳବାସୀ ଯୋଗଦେଇଥିଲେ ।
Read More...

ଜିଲ୍ଲାସ୍ତରୀୟ ଜଳ ଓ ପରିମଳ କମିଟି ବୈଠକ : ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ !

ଢେଙ୍କାନାଳା :ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ହଲ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜଳ ଓ ପରିମଳ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପାନୀୟ ଜଳ ଅଭାବ ଯୋଗୁ ଯେପରି କୌଣସି ଠାରେ ଆଇନ ଶୃଙ୍ଖଳା ସମସ୍ୟା ନ ଉପୁଜିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ,
Read More...

ପ୍ରଶାସନ ଦ୍ୱାରା ଅନୁଷ୍ଠିତ ହୋଇଥିବା ଓଡିଶା ଦିବସ କାର୍ଯ୍ୟକ୍ରମ କୁ ନେଇ ଅସନ୍ତୋଷ !

ଢେଙ୍କାନାଳ:କରୋନା ମହାମାରୀ କଟକଣା ହେତୁ ବିଗତ ଦୁଇ ବର୍ଷ ହେଲା ରାଜ୍ୟ ତଥା ଜିଲ୍ଲାରେ କୌଣସି ଉତ୍ସବ,ସାଂସ୍କୃତିକ କାର୍ଯ୍ୟକ୍ରମ ଏପରିକି ଉତ୍କଳ ଦିବସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା ସମ୍ଭବ ହୋଇପାରୁନଥିଲା । ମାତ୍ର ଚଳିତ ବର୍ଷ କରୋନା ସଙ୍କଟ ଟଳିଥିବାରୁ ଏହି ଉତ୍କଳ ଦିବସ
Read More...

ବିଧାୟକ ସୁଧୀର କୁମାର ସାମଲଙ୍କ ସାମ୍ବାଦିକ ସମ୍ମିଳନୀ : ନଗରପାଳିକାଙ୍କୁ ଗୁଳିମାଡ ଘଟଣା ରାଜନୈତିକ ନୁହେଁ, ବ୍ୟବସାୟୀକ…

ଢେଙ୍କାନାଳ : ଶାନ୍ତ ଢେଙ୍କାନାଳ ସହରରେ ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଆଗରେ ହୋଇଥିବା ଫାଙ୍କା ଗୁଳିଚାଳନା ଘଟଣା ସହରବାସୀଙ୍କ ମନରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ତୁରନ୍ତ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବୀ
Read More...

ସୁଦୂର ଅହମଦାବାଦ୍‌ରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ତରଫରୁ ଉତ୍କଳ ଦିବସ ପାଳିତ !

ପୁନେସ୍ଥିତ ଅଗ୍ରଣୀ ପ୍ରବାସୀ ଓଡିଆ ସ୍ୱେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସମାଜ ସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିଛି । ସଂଗଠନ ତରଫରୁ ଗୁଜୁରାଟର ଅହମଦାବାଦ୍‌ସ୍ଥିତ ଭୀଷ୍ମ କିଡସ୍ ନାମକ ସ୍ଥାନରେ ଅନାଥ ଶିଶୁମାନଙ୍କ ସହିତ ଉତ୍କଳ ଦିବସ ପାଳନ କରାଯିବା ସହିତ
Read More...

ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳିତ !

ଢେଙ୍କାନାଳ :ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ
Read More...

୮୭ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସମାରୋହ :ଜନସାଧାରଣଙ୍କ ଆସ୍ଥାଭାଜନ ଜାରି ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…

ଢେଙ୍କାନାଳ :ଢେଙ୍କାନାଳରେ ଓଡିଶା ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ ଅବସରରେ ଜନସାଧାରଣଙ୍କ ଆସ୍ଥାଭାଜନ ଜାରି ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆହ୍ୱାନା । ୮୭ତମ ଓଡିଶା ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ପୋଲିସ୍ ପକ୍ଷରୁ ବେଶ ଧୁମଧାମରେ ପାଳିତ ହୋଇଯାଇଚି । ଏହି
Read More...

ଉଫୁନା ପକ୍ଷରୁ ଉତ୍କଳ ଦିବସ ପାଳିତ !

ଢେଙ୍କାନାଳ :ସ୍ଥାନୀୟ ରଥଗଡା ସ୍ଥିତ ଉଫୁନା କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ନ୍ୟାୟମୁର୍ତି ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟ
Read More...