ଭୁବନ ; ପରିମଳ ବ୍ୟବସ୍ଥାରେ ସୁଧାର ଲାଗି ନଗରପାଳଙ୍କ ତୋଫାନୀ ଗସ୍ତ !

ଢ଼େଙ୍କାନାଳ :ବିିଭିନ୍ନ ସମସ୍ୟାମାନ ସହ ଭୁବନ ପୌରାଞ୍ଚଳ ସଂଘର୍ଷ କରିଆସିଛି । ସେଥିମଧ୍ୟରୁ ମୁଖ୍ଯ ସମସ୍ୟା କହିଲେ ପରିମଳ ବ୍ୟବସ୍ଥାକୁ ବୁଝାଏ । ଯାହାକି ସମ୍ପୁର୍ଣ୍ଣ ରୁପେ ବିଫଳ । ତେବେ ବିଗତ ଦୁଇ ବର୍ଷ ହେବ ପରିଷଦ ନଥିବା କାରଣରୁ ପ୍ରଶାସନିକ ସ୍ଥାଣୁତା ଦେଖାଯାଇଥିଲା । ଯାହା ଫଳରେ ଦଶ
Read More...

ଭୁବନ;ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷାବିଭାଗ କାର୍ଯ୍ଯାଳୟର ସହକାରୀ କିରାଣି ବିଭୁ ପ୍ରସାଦ !

ଢ଼େଙ୍କାନାଳ: ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଭୁବନ ବ୍ଲକ ଶିକ୍ଷା ବିଭାଗ ସହକାରୀ କିରାଣୀ । ସୂଚନା ମୁତାବକ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭୁବନ ବ୍ଲକ ଶିକ୍ଷାବିଭାଗ ସହକାରୀ କିରାଣି ବିଭୁ ପ୍ରସାଦ ବେହେରା । କଟକ ଓ
Read More...

ନଗରପାଳିକାଙ୍କୁ ଗୁଳିମାଡ ଘଟଣା : ପରାଜୟ ଗ୍ଲାନିରେ ବିଧାୟକଙ୍କ ମସ୍ତିଷ୍କ ଭ୍ରମ-କୃଷ୍ଣ ପାତ୍ର !

ଢେଙ୍କାନାଳ: ଶାନ୍ତ ଢେଙ୍କାନାଳ ସହରରେ ଏବେ ଅଶାନ୍ତର ବାତାବରଣ ଖେଳାଇ ଦେଇଛନ୍ତି ବିଧାୟକ ସୁଧୀର ସାମଲ ବୋଲି ଭାଜପା ପକ୍ଷରୁ ଆୟୋଜିତ ଏକ ପ୍ରେସମିଟରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରାଜୟ ଗ୍ଲାନିରେ ବିଧାୟକଙ୍କ ମସ୍ତିଷ୍କ ବିକୁୃତ
Read More...

ନବ ନିର୍ବାଚିତ ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଦାୟିତ୍ୱ ଗ୍ରହଣ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳରେ ପ୍ରତ୍ୟକ୍ଷ ଅନୁଷ୍ଠିତ ପୌରଅଧ୍ୟକ୍ଷ ନିର୍ବାଚନରେ ଭାଜପା ବାଜିମାତ କରିଥିବା ବେଳେ ନବ ନିର୍ବାଚିତ ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ନବ ନିର୍ବାଚିତ ୯ ଜଣ କାଉନସିଲର ଓ ଦଳୀୟ କର୍ମୀମାନେ ନଗରପାଳ ଶ୍ରୀମତୀ ପାତ୍ରଙ୍କୁ
Read More...

ବଜରଙ୍ଗ କ୍ଲବ ଆନୁକୂଲ୍ୟରେ ଏକ ସେଲଫି ପଏଣ୍ଟ ଉଦ୍ଘାଟିତ !

ଢ଼େଙ୍କାନାଳ : ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ସ୍ବେଚ୍ଛାସେବୀ ସଙ୍ଗଠନ ବଜରଙ୍ଗ କ୍ଲବ ଆନୁକୂଲ୍ୟରେ ଏକ ସେଲଫି ପଏଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଢ଼େଙ୍କାନାଳର ଜିଲ୍ଲାପାଳ ସରୋଜ
Read More...

ଭୁବନ; ଆର. ଏସ୍. ଏସ. ର କାର୍ଯ୍ୟ କର୍ତ୍ତା ଙ୍କ ଦ୍ଵାରା ହିନ୍ଦୁ ନବ ବର୍ଷ ପାଳିତ !

ଢ଼େଙ୍କାନାଳ : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସ୍ୱାମୀ ବିବେକାନନ୍ଦ ସାୟଂ ଶାଖା ମାର୍ଥାପୁର ଆନୁକୁଳ୍ଯରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି I ପ୍ରାତଃ ୭ ଘଟିକା ସମୟରେ ମା ମାନଙ୍କ ଦ୍ଵାର ଶଙ୍ଖ ଘଣ୍ଟ ଓ ହୁଳହୁଳି ନାଦ ଶହ ନବ ବର୍ଷ କୁ ସ୍ୱାଗତ କରାଯାଈଥିଲା I ଏହି ଅବସରରେ
Read More...