ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର !

ଢ଼େଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ଭାଷା ସାହିତ୍ୟ ସଂସ୍କୃତି ବିଭାଗ "ଚରୈବେତି "ଆନୁକୂଲ୍ୟରେ ସ୍ଥାନୀୟ ଦଧିବାମନ ମଠ ପରିସର ରେ ଏକ କବିତା ଆସର ପାଳିତ ହୋଇଯାଇଛି । ଚରୈ ବେତି ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ ଙ୍କ ସଭାପତିତ୍ୱ,ସହ ପ୍ରମୁଖ ଶ୍ରୀଯୁକ୍ତ ବିବେକାନନ୍ଦ
Read More...

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ବିଜେପିର ପୂଜାର୍ଚ୍ଚନା !

ଢେଙ୍କାନାଳ  : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିପୁଳ ସଂଖ୍ୟାରେ ବିଜୟ ପାଇଁ କାମନା କରି ଆଜି ଢେଙ୍କାନାଳ ଜିଲ୍ଲା ବିଜେପି ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ସ୍ଥାନୀୟ ବଳରାମଜୀଉ ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ପୂଜାର୍ଚ୍ଚନା
Read More...

ଶ୍ୱଶୁର-ବୋହୁ କଳି: ବୋହୁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ବୋହୁ ଗୁରୁତର !

ଢେଙ୍କାନାଳ : ପରଜଙ୍ଗ ଥାନା କୁଟୁରିଆ ଗାଁରେ ଦେଖିବାକୁ ମିଳିଛି ବିଭତ୍ସ ହତ୍ୟାକାଣ୍ଡ । ବୋହୁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତ ଶ୍ୱଶୁର ଜଣଙ୍କ ହେଲେ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୁ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି । ଯଶୋଦାଙ୍କୁ ଗୁରୁତର ଅବସ୍ଥାରେପ୍ରଥମେ
Read More...

ବିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୨ !

ଢେଙ୍କାନାଳ : ଢେଙ୍କାନାଳ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କେନ୍ଦ୍ର ଶ୍ୟାମାଚରଣପୁର ଢେଙ୍କାନାଳ ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ସଫଳତାର ସହ ପାଳନ କରାଯାଇଛି । ଜିଲ୍ଲା ପ୍ରକଳ୍ପ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦକ୍ଷତାର ମହତ୍ୱ ଏବଂ
Read More...

ଜିଲ୍ଲାସ୍ତରୀୟ ବିଭିନ୍ନ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା !

ଢେଙ୍କାନାଳ :  ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସିଟିଏମଏସ)ରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅନୁମତି କ୍ରମେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ
Read More...

ଦାଣ୍ଡିମାଳ ସରକାରୀ ଉଚ୍ଚବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ !

ଢେଙ୍କାନାଳ :ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ପ୍ରଧାନଶିକ୍ଷକ ଅମର କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲା କ୍ରୀଡା ପରିଦର୍ଶକ ଜ୍ୟୋତିପ୍ରସାଦ ପରିଡା ଯୋଗଦେଇଥିବାବେଳେ ଗଦାଶିଳା ସରପଞ୍ଚ
Read More...

ନେତୃତ୍ୱ ବିକାଶ ଓ ଶିକ୍ଷା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଉଚ୍ଚ ବିଦ୍ୟାଳୟରେ ଡିଜିଟାଲ କୌଶଳର ବ୍ୟବହାର ସମ୍ପର୍କିତ ଅଷ୍ଟମ…

ଢେଙ୍କାନାଳ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ତରଫରୁ ନେତୃତ୍ୱ ବିକାଶ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସମ୍ପର୍କିତ ଏକ ପଞ୍ଚଦିବସୀୟ କର୍ମଶାଳା ସ୍ଥାନୀୟ ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ
Read More...

ଡିସେମ୍ବର ମାସ ୯ ତାରିଖରୁ ତିନିଦିନ ବ୍ୟାପୀ ଢେଙ୍କାନାଳରେ ଚତୁର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ…

ଢେଙ୍କାନାଳ : ଅପରାହ୍ନ ୫ ଘଟିକା ସମୟରେ ସ୍ଥାନୀୟ ହୋଟେଲ୍ ଆର୍‌.କେ.ରେଜେନ୍ସି ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଜିଲ୍ଲା ତୀରନ୍ଦାଜ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଢେଙ୍କାନାଳ ତୀରନ୍ଦାଜ
Read More...

ଅଁଳାବେରେଣୀ ; କୁକୁର ଆକ୍ରମଣରେ ହରିଣର ମୃତ୍ୟୁ !

ଢ଼େଙ୍କାନାଳ : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ କୁସୁମଯୋଡ଼ି ପଞ୍ଚାୟତ ଅଧୀନ ନୂଆ ମହୁଲିଗ୍ରାମ ନିକଟରେ କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ଘଟିଛି। ଖାଦ୍ୟ ଅନ୍ବେଷଣରେ ଉକ୍ତ ହରିଣ ଜନବସତି ଅଞ୍ଚଳକୁ ଚାଲିଆସିଥବା ବେଳେ କୁକୁର ପଲ ହାବୁଡ଼ରେ ପଡିଯାଇଥିଲା।
Read More...

ଭୁବନ ; ବଜ୍ରପାତରେ ମହିଳା ଗୁରୁତର ଡାକ୍ତରଖାନା ରେ ଭର୍ତ୍ତୀ !

ଢେଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେବଜ୍ରପାତରେ ଜଣେ ମହିଳା ଗୁରୁତର ହୋଇ ଡାକ୍ତରଖାନା ରେ ଭର୍ତ୍ତୀ ହୋଇଛନ୍ତି । ସୂଚନା ମୁତାବକ ସଂଧ୍ୟା ୫ ଘଟିକା ସମୟରେ ଭୁବନ ଅଞ୍ଚଳରେ ଘଡଘଡି ସହିତ ବର୍ଷା ହୋଇଥିଲା । ତେବେ ସୁରପ୍ରତାପପୁର ଗ୍ରାମର ଦେବରାଜ ମହାନ୍ତିଙ୍କ
Read More...