ଓଡିଶା ଆମେଚର କିକ୍ ବକ୍ସିଂ ଆସୋସିଏସନ୍ ଏବଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ମିଳିତ କିକ୍‌ବକ୍ସିଂ…

ଢେଙ୍କାନାଳ : ଓଡିଶା ଆମେଚର କିକ୍ ବକ୍ସିଂ ଆସୋସିଏସନ୍ ଏବଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ମିଳିତ ସହଯୋଗରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ୍ ଠାରେ ଗତକାଲି ଠାରୁ ଆୟୋଜିତ ୱାକୋ ଓଡିଶା ହାଇପରଫର୍‌ମାନ୍ସ କିକ୍ ବକ୍ସିଂ ତାଲିମ୍ ଶିବିର ଉଦ୍‌ଯାପିତ ହୋଇଯାଇଛି । ନଗରପାଳ
Read More...

ଭୁବନ;ଭୟା ଭୟ ଅଗ୍ନିକାଣ୍ଡ, ଚାଳିଶି  ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ପାଉଁଶ  ! 

ଢେଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ବଡ ବଜାର ରେ ଆଜି    ଏକ ବଡ ଧରଣର ଅଗ୍ନି କାଣ୍ଡ  ଘଟିଯାଇଛି l ଏକ ରାଶନ ଦୋକାନ ରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାଳିଶ ଲକ୍ଷରୁ ଉର୍ଦ୍ଧ  ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି  । ସୂଚନା ଅନୁଯାୟୀ ଆଜି ଭୋର୍ ସମୟରେ ଜିରାଳ ଗ୍ରାମର ମାୟାଧର
Read More...

ଢେଙ୍କାନାଳ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ( ଆଇ.ଆଇ.ଏମ.ସି.)ରେ ରାଜା ରାମ ମୋହନ ରାୟଙ୍କ ୨୫୦ତମ ଜୟନ୍ତୀ ପାଳିତ ମାନବବାଦ…

ଢେଙ୍କାନାଳ  :ଢେଙ୍କାନାଳ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳ ଓ କମ୍ୟୁନିକେଶନ ଟୁଡେ’ ପତ୍ରିକାର ମିଳିତ ଆନୁକୂଲ୍ୟରେ ରାଜା ରାମ ମୋହନ ରାୟଙ୍କ ୨୫୦ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ‘ରାଜା ରାମ ମୋହନ ରାୟ: ଭାରତରେ ନବଜାଗରଣର ଅଗ୍ରସୂରୀ’ ଶୀର୍ଷକ ଏକ
Read More...

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆତ୍ମନିର୍ଭର କୃଷକ ଅଭିଯାନ-୨୦୨୨ ଉଦଘାଟିତ !

ଢେଙ୍କାନାଳ : ସ୍ୱାଧୀନତାର ୭୫ ତମ ବର୍ଷ ଅମୃତ ମହୋତ୍ସବ ପାଳନ ଅବସରରେ ରାଜଯୋଗ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଅନ୍ତର୍ଗତ କୃଷି ଓ ଗ୍ରାମ ବିକାଶ ପ୍ରଭାଗ, ମାଉଣ୍ଟ ଆବୁ ଏବଂ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଢେଙ୍କାନାଳ ଶାଖାର ମିଳିତ ସହଯୋଗରେ ‘ଆତ୍ମନିର୍ଭର କୃଷକ
Read More...

ଭୁବନ ବ୍ଳକରେ ଆମ୍ ଆଦମୀ ପାର୍ଟିର ମିଶ୍ରଣ ପର୍ବ ଏବଂ ସାଙ୍ଗଠନିକ ବୈଠକ !

ଢେଙ୍କାନାଳ : ନୂଆ ଭୁବନ ଶିବ ମନ୍ଦିର ଠାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ବରିଷ୍ଠ ସଦସ୍ୟ ଅଶୋକ ଜେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭୁବନ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଅନେକ ଯୁବକ ଆପ୍‌ର କାର୍ଯ୍ୟ ଶୈଳୀ ଓ ଦିଲ୍ଲୀ ମୋଡେଲ ଉପରେ ବିଶ୍ୱାସ କରି ଦଳରେ ଯୋଗ ଦେଇଥିଲେ ।
Read More...

ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇ.ଆଇ.ଏମ.ସି.)ରେ କାର୍ଟୁନ କର୍ମଶାଳା ଉଦଯାପିତ : ଶିଖିଲେ, ଆଙ୍କିଲେ, ପ୍ରଶଂସିତ ହେଲେ !

ଢେଙ୍କାନାଳ : ଭାରତୀୟ ଜନ ସଞ୍ଚାର ସଂସ୍ଥାନ ( ଆଇ.ଆଇ.ଏମ.ସି.) ରେ ଅନୁଷ୍ଠିତ ୨ ଦିନିଆ କାର୍ଟୁନ କର୍ମଶାଳା ଉଦଯାପିତ ହୋଇଯାଇଛି । “ଏହି କର୍ମଶାଳାରୁ ବେଶ କିଛି କଥା ଶିଖିବାକୁ ମିଳିଲା । କାର୍ଟୁନ କରିବା ପୂର୍ବରୁ ବିଷୟ କେମିତି ବାଛିବା, ତାକୁ କିପରି କାର୍ଟୁନର ରୂପ ଦେବା ଆଉ ଲୋକେ
Read More...

ଗୋବିନ୍ଦପୁର ଠାରେ ଚତ୍ରୁର୍ଦ୍ଦଶତମ ଜିଲ୍ଲା ସ୍ତରୀୟ ବାଦଦଣ୍ଡ ସମିଳନୀ ଅନୁଷ୍ଠିତ !

ଢ଼େଙ୍କାନାଳ: ସଦର ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଚତ୍ରୁର୍ଦ୍ଦଶତମ ଜିଲ୍ଲା ସ୍ତରୀୟ ବାଦଦଣ୍ଡ ସମିଳନୀ ଅନୁଷ୍ଠିତ ହୋଇଯାାଇଅଛି । ଉକ୍ତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସାଧୁ ଶ୍ରୀ ସଦାନନ୍ଦ ଦାସ ମହାରାଜ ଯୋଗଦେଇଥିବା ବେଳେସମ୍ମାନିତ ଅତିଥି ଭାବେ ଗୋବିନ୍ଦପୁର ଗ୍ରାମ
Read More...

ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲ୍ଲାର ସମସ୍ତ ପ୍ରଗତିଶୀଳ ଅନୁଷ୍ଠାନ ମାନଙ୍କ ମହାମଞ୍ଚ “ଢେଙ୍କାନାଳର…

ଢ଼େଙ୍କାନାଳ : ଭୌଗଳିକ ଦୃଷ୍ଟି କୋଣରୁ ଢେଙ୍କାନାଳ ରାଜ୍ୟ ରାଜଧାନୀ ନିକଟରେ ଅବସ୍ଥିତ । ସ୍ୱାଧୀନତା ଆନ୍ଦୋଳନରୁ ଏଯାବତ୍ ସ୍ୱାଧିନୋତର ବାରତ ବର୍ଷକୁ ଢେଙ୍କାନାଳର ଅବଦାନ ଅତୁଳନୀୟ । ଏଇଠି ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜିରାଉତ ଠାରୁ ଆରମ୍ଭ କରି ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
Read More...

ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଜିଲ୍ଲା ଶାଖା ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ : ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମଣ୍ଡଳର ଜିଲ୍ଲା ସମ୍ପାଦିକା ବନିତା ସାମଲ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଓ ଆଗାମୀ
Read More...