ଭୁବନ ୭୫ ତମ ବନ ମହୋତ୍ସବ ପାଳନ !

ଢ଼େଙ୍କାନାଳ- ଭୁବନ ବନ ବିଭାଗ ତରଫରୁ ନୁଆ କୁମର୍ଦା ଠାରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ସିରୀୟଲ ଶୁଭ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରି କାର୍ଯ୍ୟକ୍ରମ କୁ
Read More...

ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ ଙ୍କ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ପାଇଁ ଦାବି ରଖିଲେ ପୂର୍ବତନ ବିଧାୟକ ନବିନ ନନ୍ଦ…

ପ୍ରଜା ମଣ୍ଡଳ ଆନ୍ଦୋଳନ ର ମୁଖ୍ୟ ପୁରୋଧା ଢେଙ୍କାନାଳ ର ପ୍ରଥମ ସାଂସଦ ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସ ଙ୍କ ର ଜନ୍ମ ମାଟି ହରେକୃଷ୍ଣ ପୁର ଠାରେ ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ସହ ସଂଗ୍ରାମୀ ଙ୍କ ବାସ ସ୍ଥାନ କୁ ଏକ ମ୍ୟୁଜୀୟମ ରେ ରୂପାନ୍ତର କରିବା ପାଇଁ ଢେଙ୍କାନାଳ ର ପୂର୍ବତନ
Read More...

ଲୋକଙ୍କ ସମାସ୍ୟାକୁ ପ୍ରାଥମିକତା ଦିଆଯିବ- ସାଂସଦ ରୁଦ୍ର ପାଣି

ଢ଼େଙ୍କାନାଳ : ସଂସଦରେ ଶପଥ ଗ୍ରହଣ କରିବା ପରେ ଢେଙ୍କାନାଳର ନୂତନ ସାଂସଦ ରୁଦ୍ରନାରାୟଣ ପାଣିଦୁଇଦିନିଆ ଗସ୍ତରେ ଆସିଛନ୍ତି । ଶ୍ରୀ ପାଣି ତାଙ୍କ ଆବାସିକ ବାସଭବନ ଠାରେ ଉପସ୍ଥିତ ରହି ନିର୍ବାଚନ ମଣ୍ଡଳୀର ବିଭିନ୍ନଜନସାଧାରଣଙ୍କ ସମାସ୍ୟା ବୁଝିଥିଲେ । ଗଣମାଧ୍ୟମର ଏକ ପ୍ରଶ୍ନର ଉତରରେ ସେ
Read More...

ଆମ ପୋଖରୀ ଦୁର୍ନୀତି, ଖାଇଗଲେ କୋଟି କୋଟି ଟଙ୍କା, ତଦନ୍ତ ଦାବି ନଚେତ ଢେଙ୍କାନାଳ ବନ୍ଦ ଡାକରା !

ଢେଙ୍କାନାଳ : ବିଗତ ସରକାରଙ୍କର ଆମ ପୋଖରୀ ଯୋଜନାରେ ହୋଇଥିବା ପଙ୍କୋଦ୍ଧାର କାର୍ଯ୍ୟର ଏକ ସମୀକ୍ଷା ବୈଠକ ପୂର୍ବତନ ପୌରାଧ୍ୟକ୍ଷ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭାଗିରଥି ସାଗର ପାଖ ବାସେଳୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ମୁନିସିପାଲିଟି ଅଞ୍ଚଳର
Read More...

ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ଉଦ୍‌ଘାଟନ !

ଢେଙ୍କାନାଳ : ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ହଲ୍ ଠାରେ ୮ମ ଜିଲ୍ଲାସ୍ତରୀୟ ବ୍ୟାଡ୍‌ମିଂଟନ ପ୍ରତିଯୋଗିତା ଉଦ୍‌ଘାଟନ ହୋଇଯାଇଅଛି । ଏହି ଉଦ୍‌ଘାଟନୀ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ପୌରପରିଷଦର ପୌରାଧ୍ୟକ୍ଷା ଜୟନ୍ତୀ
Read More...

ଢେଙ୍କାନାଳ ଜିଲ୍ଲା ମୁକ ବଧିର ସଂଘର ନୂତନ କର୍ମକର୍ତା ନିର୍ବାଚିତ !

ଢେଙ୍କାନାଳ : ଜିଲ୍ଲା ମୁକ ବଧିର ସଂଘର ନୂତନ କର୍ମକର୍ତା ନିର୍ବାଚନ ସ୍ଥାନୀୟ ସୂଚନା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଆସନ୍ତା ଚାରିବର୍ଷ ପାଇଁ ନୂତନ କାର୍ମକର୍ତାମାନେ ନିର୍ବାଚିତ ହୋଇଛନ୍ତି । ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ସଂଘର ମୁଖ୍ୟ ପୃଷ୍ଠପୋଷକ ଭାବରେ ଢେଙ୍କାନାଳ ସାଂସଦ
Read More...

ରୁଙ୍ଗଟା ଷ୍ଟିଲ ପ୍ଲାଂଟ ଦୁର୍ଘଟଣା ଆହତଙ୍କୁ ଅଶ୍ୱନୀ ହସ୍ପିଟାଲରେ ଭେଟିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର !

ଢେଙ୍କାନାଳ : ରୁଙ୍ଗଟା ଷ୍ଟିଲପ୍ଲାଂଟ୍ ଦୁର୍ଘଟଣାରେ ଆହତ ହୋଇ କଟକ ଅଶ୍ୱନୀ ହସ୍ପିଟାଲରେ ଗତ ମଙ୍ଗଳବାର ଠାରୁ ଚିକିତ୍ସାଧୀନ ଥିବା ଶ୍ରମିକ ଦ୍ୱୟଙ୍କୁ ହସ୍ପିଟାଲରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପହଂଚି ସାକ୍ଷାତ କରିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା
Read More...

ସ୍ୱରସପ୍ତା ମହୋତ୍ସବ ପ୍ରଥମ ବାର୍ଷିକ ମହୋତ୍ସବ ପାଳନ !

ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ନୂତନ କରି ପାଦ ଥାପିଥିବା ସ୍ୱରସପ୍ତା ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନତା ର ପ୍ରଥମ ବାର୍ଷିକ ମହୋତ୍ସବ ପାଳନ କରିଅଛି । ଏ ଅବସରରେ ପ୍ରାତଃ ୯ଟା ୩୦ମିନିଟ୍ ସମୟରେ ଉଦ୍‌ଘାଟନ କରାଯିବାପରେ ତବଲା, କଣ୍ଠ ସଙ୍ଗୀତ ପ୍ରତିଯୋଗିତା କରାଯାଇଥିଲା ।
Read More...

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ୍ ପରୀକ୍ଷାରେ ଏ-୧ ଓ +୨ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ \"ଆମ ପ୍ରତିଭା ଆମ ସମ୍ମାନ\' ବିଗତ ୫ବର୍ଷ ଧରି ଜିଲ୍ଲାରବିଭିନ୍ନ ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ଗୁଡିକରେ କୃତୀତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କରାଯାଇଥାଏ । ଚଳିତ
Read More...

ରୁଙ୍ଗଟା ମାଇନ୍ସ୍ କାରଖାନା ରେ ମେକାନିକାଲ ଷ୍ଟକଚର ଭୁଶୁଡ଼ି ୨ ମୃତ ୫ ଗୁରୁତର !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ଝାଡବନ୍ଧ ଠାରେ ଥିବା ରୁଙ୍ଗଟା ମାଇନ୍ସ୍ ରେ ଏକ ବଡ଼ ଧରଣର ଅଘଟଣ ସୋମବାର ଦିନ ଘଟିଯାଇଛି। ଏଥିରେ ୨ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଝାଡବନ୍ଧ ଠାରେ ଥିବା ରୁଙ୍ଗଟା ମାଇନ୍ସ୍ ରେ ଷ୍ଟକଚର
Read More...