ଭୁବନ;ମାର୍ଥାପୁର ସେବା ସମବାୟ ନିର୍ବାଚନ : ପାର୍ଥି ପତ୍ର ଦାଖଲ କଲେ ଶେଷ !

ଢେଢ଼େଙ୍କାନା : ସମବାୟ ସମିତି ପକ୍ଷରୁ ପ୍ରଥମ ପକ୍ରିୟା ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ଜୁନ୍ ୫ ତାରିଖରେ ହେବାକୁ ଥିବାବେଳେ ଭୁବନ ବ୍ଲକ ମାର୍ଥାପୁର ସେବା ସମବାୟ ସମିତି ଲି. ରେ ପଞ୍ଚାୟତ (ପି ଇ ଓ) ରଞ୍ଜନ କୁମାର ଦେହୁରୀ ଉପସ୍ଥିତ ରେ ପାର୍ଥି ପତ୍ର
Read More...

ଭୁବନ ; ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର !

ଢ଼େଙ୍କାନାଳ: ଭୁବନ ଥାନା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୫୩ କଡ ଆମ୍ବଗଛରେ ଜଣେ ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ସକାଳୁ ସକାଳୁ ଆମ୍ବ ଗଛରେ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଲୋକେ ଦେଖିଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲିସ
Read More...

ଦିଗମ୍ବରପୁର ଗ୍ରାମପଞ୍ଚାୟତ କଣ୍ଟାବଣିରେ ଶ୍ରମିକ ବଦଳରେ ମେସିନରେ ଖନନ ହେଉଥିବାର ଅଭିଯୋଗ !

ଢେଙ୍କାନାଳ : ଗଁଦିଆ ବ୍ଳକରେ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା ଗୁଡିକ ଦୁର୍ନୀତିର ବୁଢିଆଣୀ ଜାଲରେ ଛନ୍ଦି ହେଉଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଅଛି । ଏହି ବ୍ଳକରେ ଜଣେ ସ୍ଥାୟୀ ବିଡିଓ ନଥିବାରୁ ତହସିଲଦାର ବିଡିଓ ଦାୟିତ୍ୱ ତୁଲାଉଥିବାରୁ ଠିକାଦାର ମାନେ ଏହାର
Read More...

ଦିଲ୍ଲୀ ପବ୍ଲିକ ସ୍କୁଲରେ ଗ୍ରୀଷ୍ମପର୍ବ-୨୦୨୨ ଉଦଯାପିତ

ଢ଼େଙ୍କାନାଳ : ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳ ପରିସରରେ ଗତ ୮ ଦିନ ଧରି ଚାଲିଆସିଥିବା “ଗ୍ରୀଷ୍ମ ପର୍ବ-୨୦୨୨” ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରୋ.ଭାଇସ ଚେୟାରମ୍ୟାନ ବିନୋଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି
Read More...

ଢେଙ୍କାନାଳ ସାଇକେଲ ଆଣ୍ଡ ଆଡଭେଞ୍ଚର କ୍ଲବ ପକ୍ଷରୁ ବିଶ୍ୱ ସାଇକେଲ ଦିବସ ପାଳିତ !

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଆମେଚର ତାଇକୋଣ୍ଡୋ ଏବଂ ସାଇକେଲ୍ ଏଣ୍ଡ ଆଡଭେଞ୍ଚର ଅନୁଷ୍ଠାନ ପକ୍ଷରୁ “ବିଶ୍ୱ ସାଇକେଲ ଦିବସ'' ପାଳନ କରାଯାଇଛି । ସ୍ଥାନୀୟ ବାଜିଚୌକ ଠାରୁ ପ୍ରାୟ ୫୦ଜଣ ସାଇକେଲ୍‌ଧାରୀ ଯୁବକମାନେ ମିନିଷ୍ଟାଡିୟମ ଦେଇ ସ୍ପୋର୍ଟସ୍ କଂପ୍ଲେକ୍ସ ପର୍ଯ୍ୟନ୍ତ
Read More...

ନବୀନଙ୍କ ସମ୍ଭାବ୍ଯ ମନ୍ତ୍ରୀମଣ୍ଡଳ ନୂତନ ଦଳ : ଜାଣନ୍ତୁ କିଏ କିଏ ସାମିଲ ହେଲେ !

ଢ଼େଙ୍କାନାଳ : ତୃତୀୟ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସମ୍ଭାବ୍ଯ ମନ୍ତ୍ରୀଙ୍କ ନାଁ
Read More...

ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ : ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଉକ୍ତ ଶିବିରକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ । ଜିଲ୍ଲା ରେ ଦେଖାଦେଇଥିବା ରକ୍ତ ସଙ୍କଟ କୁ ଏହି ଶିବିର ଦ୍ୱାରା କିଛି ମାତ୍ରା ରେ ପୂରଣ କରାଯାଇପାରିବ । ଜିଲ୍ଲା ମୁଖ୍ୟ
Read More...