“ଆମ ପ୍ରତିଭା ଆମ ସମ୍ମାନ ” ପକ୍ଷରୁ ଚଳିତ ମାଟ୍ରିକ୍ ପରୀକ୍ଷାରେ ଓଡାପଡା ବ୍ଳକର  ଏ-୧ ଗ୍ରେଡ୍ ପାଇଥିବା…

ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ "ଆମ ପ୍ରତିଭା ଆମ ସମ୍ମାନ '' ଅନୁଷ୍ଠାନ ପକ୍ଷରୁ ଓଡାପଡା ବ୍ଲକ୍ ପରିସରରେ ୧୪ଜଣ ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ
Read More...

ଆମ ଗାଁ ଆମ ସାହିତ୍ୟ, ବହ୍ନି କନ୍ୟା ନନ୍ଦିନୀ !

ଢେଙ୍କାନାଳ : ଅଦ୍ୟ ପର୍ଜଙ୍ଗ ମହାବିଦ୍ୟାଳୟ ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ "ଆମ ଗାଁ ଆମ ସାହିତ୍ୟ '' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅଗ୍ନୀ କନ୍ୟା ନନ୍ଦିନୀ ଶୀର୍ଷକ ଆଲୋଚନା ଚକ୍ର ହୋଇଯାଇଅଛି । କାର୍ଯ୍ୟକ୍ରମକୁ
Read More...

ମଦର ନାଚୁରୋପାଥି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ !

ଢେଙ୍କାନାଳ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସୁନ୍ଦରୀଖାଲ ପରିସରରେ ମଦର ନାଚୁରୋପାଥି ଫାଉଣ୍ଡେସନ୍ ଟ୍ରଷ୍ଟ ତରଫରୁ କିଭଳି କୋଭିଡ୍‌-୧୯ ସହ ଅନ୍ୟାନ୍ୟ ରୋଗର ଉପଚାର ଯୋଗ, ନାଚୁରୋପାଥି ଆହାର ଏବଂ ଜୀବନଶୈଳୀ ଦ୍ୱାରା ହୋଇପାରିବ ଉଦାହରଣ ଦେଇ ବୁଝାଇଥିଲେ । ଏଥିରେ ଭାରତ ସରକାରଙ୍କ ଆୟୁଷ
Read More...

ଆମ ପ୍ରତିଭା ଆମ ସମ୍ମାନ ଢେଙ୍କାନାଳ ତରଫରୁ ଜିଲ୍ଲା ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଢେଙ୍କାନାଳ : ସାଂସଦ ମହେଶ ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ' ଆମ ପ୍ରତିଭା ଆମ ସମ୍ମାନ ' ଅନୁଷ୍ଠାନ ତରଫରୁ ଜିଲ୍ଲାର ଅନନ୍ୟ ପ୍ରତିଭା କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସମ୍ମାନ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିଆସୁଛି । ଚଳିତ ବର୍ଷ ଦଶମ ବୋର୍ଡ ପରିକ୍ଷାରେ ଏ1 ଗ୍ରେଡ ରଖି
Read More...

ଜାତୀୟ ସ୍ତରରେ ବ୍ରୋଞ୍ଜ ବିଜେତା ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ କ୍ରୀଡାବିତ୍‌ଙ୍କୁ ସମ୍ବର୍ଦ୍ଧନା !

ଢେଙ୍କାନାଳ : ୱାକୋଇଣ୍ଡିଆ ତରଫରୁ ସତ୍ୟବ୍ରତ ରାଏ ଷ୍ଟାଡିୟମ୍ ବେହାଲା କଲିକତା ଠାରେ ଚାଲିଥିବା ଜାତୀୟ ସ୍ତରୀୟ ଚିଲ୍‌ଡ୍ରେନ୍ କ୍ୟାପ୍‌ଟେନ୍ ଓ ଜୁନିୟର କିକ୍ ବକ୍ସିଙ୍ଗ୍ ଚମ୍ପିଅନ୍‌ସିପ୍ ପ୍ରତିଯୋଗୀତାର ଆର୍ମଚେର କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ ଓଡିଶା ସହାୟତାରେ ମିହିର କୁମାର ସାନୁ ଓ ବାବି
Read More...

ଉଫୁନା ପକ୍ଷରୁ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ !

ଢେଙ୍କାନାଳ : ଉଫୁନା ପକ୍ଷରୁ ବିଶ୍ୱ ବନ୍ଧୁତ୍ୱ ଦିବସ ରଥଗଡାସ୍ଥିତ ଉଫୁନା କାର୍ଯ୍ୟାଳୟରେ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ପାତ୍ର ଆଭାସୀ ଯୋଗେ ଉଦ୍‌ଘାଟନ କରି କହିଥିଲେ ଯେ, ବନ୍ଧୁ ଓ ବନ୍ଧୁତ୍ୱ ଦେଶ ଠାରୁ ମହାନ୍ । ଏଥିରେ ମୁଖ୍ୟ ଅତିଥି
Read More...

ବିକଳାଙ୍ଗଙ୍କୁ ସାହାଯ୍ୟ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ !

ଢେଙ୍କାନାଳ : ଗଁନ୍ଦିଆ ଥାନା ଅନ୍ତର୍ଗତ ଶୋଲଗାଡ଼ିଆ ଗ୍ରାମର ଟିକିଲି ପ୍ରଧାନଙ୍କ ସ୍ୱାମୀ ଚକ୍ରଧର ପ୍ରଧାନ ଆଜିକୁ ଦୁଇବର୍ଷ ହେଲା କୁଷ୍ଠ ରୋଗରେ ପୀଡିତ ଅଛନ୍ତି l ସେ ଜଣେ ଭାଗଚାଷୀ ହୋଇଥିବା କାରଣରୁ ଆଗରୁ ଚାଷ କରି ନିଜର ପରିବାରର ଭରଣ ପୋଷଣ କରୁଥିଲେ l ଟିକିଲି ପ୍ରଧାନ ଜଣେ ଗୃହିଣୀ l
Read More...

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ବିଧବା ମହିଳା ପୁଣି ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ !

ଢେଙ୍କାନାଳ : ସଦର ଥାନା ଅନ୍ତର୍ଗତ ଲୁଣି ଗ୍ରାମର ବିଧବା ମହିଳା ଶ୍ରୀମତୀ କାମିନୀ ଦାସ ( ୪୨ )ସ୍ୱାମୀ- ସ୍ବର୍ଗତ ଇଶ୍ୱରଚନ୍ଦ୍ର ଦାସ l ଇଶ୍ୱରଚନ୍ଦ୍ର ଦାସ ଆରପାରିକୁ ଚାଲିଯିବା ପରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କ ଘରେ ରହୁଛନ୍ତି l ଏହାର ଫାଇଦା ନେଇ ତାଙ୍କ ଦେଢଶୁର ଓ ଶଶୁର ତାଙ୍କୁ
Read More...

ଗଁଦିଆ ; ସ୍ବରସ୍ବତୀ ଶିଶୁମନ୍ଦିର ର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଗଁଦିଆ ବ୍ଲକ ମନ୍ଦାରରେ ଥିବା ସ୍ବରସ୍ବତୀ ଶିକ୍ଷା ମନ୍ଦିର ର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାରତ ମାତାଙ୍କ ଫୋଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ, ଲଷ୍ମୀଧର ରାଉତ ସଭାପତିତ୍ୱ କରୁଥିବା ବେଳେ
Read More...

ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଜଟିଳ ହୃଦ ରୋଗର ସଫଳ ଅସ୍ତ୍ରୋପଚାର !

ଢେଙ୍କାନାଳ : ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିବିନ୍ନ ବ୍ଳକରୁ ୨୧ ଜଣ ଜଟିଳ ହୃଦରୋଗ ପିଡିତ ଶିଶୁ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଜଟିଳ ହୃଦ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ଏମାନଙ୍କ ମଧ୍ୟରୁ ୬ ଜଣ ଶିଶୁଙ୍କୁ ସତ୍ୟସାଇ ହୃଦୟ ଚିକିତ୍ସାଳୟ,
Read More...