ଜିଲ୍ଲାରେ ଚଳିତ ଖରିଫ ଫସଲ ନିମନ୍ତେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ: ଜିଲ୍ଲାରେ ଚଳିତ ଖରିଫ ଫସଲ ନିମନ୍ତେ ସଦର ବ୍ଲକ ସଦେଇବେରେଣୀ ସ୍ଥିତ କଳାକୃତି ଗ୍ରାମ ଠାରେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ ଏଥରେ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ମୋଟ ଜିଲ୍ଲାରେ ୧ଲକ୍ଷ ୮୩ହଜାର ୮୪୧ ହେକ୍ଟର ରେ
Read More...

ହିନ୍ଦୋଳ ବିଧାୟିକା ଲୋକ ମାନଙ୍କ ସହିତ ଆଲୋଚନା ସହ ମୌଳିକ ତଥା ସାମୂହିକ ସମସ୍ୟାକୁ ବୁଝିଲେ !

ଢ଼େଙ୍କାନାଳ : ନିଜିଗଡ ଏବଂ ପାରିକୂଳ ଜିଲ୍ଲାପରିଷଦ ଜୋନର,ବାଉଁଶ ପୋଖରୀ,କନ୍ତାମିଲା,ହାତୁରା,କଂସରା ଏବଂ ଗୁଲେହି ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଲୋକ ମାନଙ୍କ ସହିତ ଆଲୋଚନା କରି ତାଙ୍କର ମୌଳିକ ତଥା ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟାକୁ ବୁଝିଥିଲେ ।
Read More...

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆଇନ୍ ଅମାନ୍ୟ ଆନ୍ଦୋଳନ

ଢେଙ୍କାନାଳ : ଅଦ୍ୟ ଦିବା ୧୧ଘଟିକା ସମୟରେ ଜିଲ୍ଲା ସଭାପତି  ସରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାଯ୍ୟଳୟ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ନେତୃତ୍ୱ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇ ଯେଇଥିଲେ । ଉକ୍ତ
Read More...

“ଆମ ପ୍ରତିଭା ଆମ ସମ୍ମାନ ” ପକ୍ଷରୁ ବହ୍ନୀକନ୍ୟା ନନ୍ଦିନୀଙ୍କ ଶ୍ରାଦ୍ଧ ଦିବସ ପାଳିତ !

ଢେଙ୍କାନାଳ : ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, କବୟତ୍ରୀ, ସୁସାହିତ୍ୟିକା, ଲେଖିକା ଏବଂ ଓଡିଶାର ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତଥା ଅପରାଜିତା ନାୟିକା ବହ୍ନି କନ୍ୟା ନନ୍ଦିନୀ ଶତପଥୀଙ୍କର ୧୬ତମ ଶ୍ରାଦ୍ଧବାର୍ଷିକୀ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ
Read More...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ନୂତନ ରେଳ ଚଳାଚଳ ସହ ସଂପ୍ରସାରଣ ଦାବୀ !

ଢେଙ୍କାନାଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଅନ୍ତର୍ଭୁକ୍ତ ତାଳଚେର-ଅନୁଗୁଳ ଶିଳ୍ପାଞ୍ଚଳ ବହୁ କେନ୍ଦ୍ରୀୟ ଓ ଘରୋଇ ବୃହତ ଶିଳ୍ପକୁ ନେଇ ସମୃଦ୍ଧ । କିନ୍ତୁ ଏହି ଅଞ୍ଚଳ ଆଧୁନିକ ରେଳ ସେବାରୁ ବଞ୍ଚିତ ହେଉଥିବାରୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଏହାର ପ୍ରତିକାର ଲୋଡି କେନ୍ଦ୍ର
Read More...

ସହରରେ ନିଶା ଦିଆ ଲୁଟେରା ଙ୍କ ଦୌରାତ୍ମ୍ୟ :ପୋଲିସ ର ମୁଣ୍ଡବ୍ୟଥା ବଢ଼ିଛି !

ଢେଙ୍କାନାଳ : ସହରରେ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍‌ମାମଲା ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏଭଳି ୪ଟିଘଟଣା ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ଟାଗେର୍ଟ୍‌ କହୁଛନ୍ତି। ମଧ୍ୟାହ୍ନସମୟରେ ଦୋକାନୀ ଏକୁଟିଆ ଥିବା ଦେଖିଲେ ତାଙ୍କ ପାଖକୁ
Read More...

ବାଘ ଙ୍କ ଗତିବିଧି ଉପରେ ନଜର ରଖିବାକୁ କପିଳାସ ଅଭୟାରଣ୍ୟ ରେ ଲାଗିବ ଟ୍ରାପ୍‌ କ୍ୟାମେରା !

ଢ଼େଙ୍କାନାଳ : ବାଘ ଙ୍କ ଗତିବିଧି ଉପରେ ନଜର ରଖିବାକୁ କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍‌ କ୍ୟାମେରା। ପ୍ରତି ଦୁଇ ବର୍ଗ କିଲୋମିଟର ପରିଧିରେ ଗୋଟିଏ ଲେଖାଏ କ୍ୟାମେରା ଖଞ୍ଜାଯିବ। ପୂର୍ବରୁ ଲାଗିଥିବା କ୍ୟାମେରାର ବିପରୀତ ପାର୍ଶ୍ୱରେ ନୂତନ କ୍ୟାମେରା ଲଗାଯିବ।ଫଳରେ ଉଭୟ
Read More...

ଯୁବ ଗଣମାଧ୍ୟମ ପ୍ରତିନିଧି ଦୁଷ୍ମନ୍ତ ମହାନ୍ତିଙ୍କ ଏକାଦଶାହ ଅବସର ରେ ସ୍ମୃତି ସଭା ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ରେନନ୍ଦାପାଟଣା ଗ୍ରାମର ଯୁବଗଣମାଧ୍ୟମ ପ୍ରତିନିଧି ଦୁଷ୍ମନ୍ତ ମହାନ୍ତିଙ୍କ ଏକାଦଶାହ ଅବସରରେ ସନ୍ଧ୍ୟାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଦୁଷ୍ମନ୍ତଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ଜନ୍ମ ପର୍ବ ପାଳନ ନିମନ୍ତେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ଜନ୍ମ ପର୍ବ ଆସନ୍ତା ୧୧ ତାରିଖରେ ପାଳିତ ହେବ। ରକ୍ଷାବନ୍ଧନ ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ଠାକରଙ୍କୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ କରିବା ଲାଗି ଜିଲ୍ଲା କାର୍ଯ୍ୟାଳୟ
Read More...

କାଦୁଅ ଭରା ରାସ୍ତା : ପ୍ରଶାସନ ର ପଡୁନି ନଜର !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ଖ) ଗ୍ରାମ ପଞ୍ଚୟତର ମଠ ଖୋକଶା ଗ୍ରାମକୁ ଡମଶାଳ କେନାଲ ଠାରୁ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ଏବେ ଶୋଚନୀୟ ହୋଇପଡ଼ିଛି I ଖୋକଶା ଗ୍ରାମରେ ପାଖା ପାଖି ସହେରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ମେଡିକାଲ୍, କଲେଜ, ସ୍କୁଲ ଓ ପଞ୍ଚାୟତ
Read More...