ମୟୁର ସଙ୍ଗୀତ ବିଦ୍ୟାଳୟର ୭ମ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ମୟୁର ସଙ୍ଗୀତ ବିଦ୍ୟାଳୟର ୭ମ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ମୁଖ୍ୟବକ୍ତା ଭାବେ ସରୋଜ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ
Read More...

ଢେଙ୍କାନାଳରୁ ଦୁଇଜଣ ରାଜ୍ୟ ସମାଜସେବୀ ମହାସଂଘକୁ ମନୋନୀତ !

ଢେଙ୍କାନାଳ : ଜିଲ୍ଲାରେ ଥିବା ସାମାଜିକ ସଂଗଠନ ମାନଙ୍କ ମଧ୍ୟରୁ ବଜରଙ୍ଗ କ୍ଲବ୍ ଓ ପିପୁଲ୍ସ ଫର୍ ସ୍ମାଇଲ୍ ସଙ୍ଗଠନ ପକ୍ଷରୁ ସାମାଜସେବୀ ରାଜ୍ୟ ମହାସଂଘକୁ ଦୁଇଜଣ ମନୋନୀତ ହୋଇଛନ୍ତି । ସୂଚନା ଅନୁସାରେ, ରାଜ୍ୟ ସମାଜସେବୀ ମହାସଂଘର ମହାସଚିବ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ସଭାପତି
Read More...

ପ୍ରସିଦ୍ଧ ଶୈବପୀଠ କପିଳାସ ବାରବାଙ୍କ ରାସ୍ତାର ପ୍ରଥମ ପର୍ଯ୍ୟାୟ ସ୍ଥାୟୀ ଆଲୋକୀକରଣ ବ୍ୟବସ୍ଥା ଲୋକାର୍ପିତ !

ଢ଼େଙ୍କାନାଳ : ପ୍ରସିଦ୍ଧ ଶୈବପୀଠ କପଳାସି ବାରବାଙ୍କ ରାସ୍ତାର ପ୍ରଥମ ପଯ୍ୟାର୍ୟ ସ୍ଥାୟୀ ଆଲୋକୀକରଣ ବ୍ୟବସ୍ଥା ଲୋକାର୍ପିତ ହୋଇଛି। ମନ୍ଦିର ପାର୍ଶ୍ୱ ରୁ କପିଳାସ ପାଦଦେଶ ପର୍ଯ୍ୟନ୍ତ ପାଞ୍ଚ କି.ମି. ଘାଟି ରାସ୍ତା ମଧ୍ୟରୁ ପ୍ରାରମ୍ଭିକ ଭାବେ ଦୁଇ କିଲୋମିଟର ରାସ୍ତାରେ ଉଜ୍ୱଳ ଆଲୋକ
Read More...

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ,ଓଡ଼ିଶା, ଢେ଼ଙ୍କାନାଳ ଶାଖା ପକ୍ଷରୁ ଏକ…

ଢେଙ୍କାନାଳ : ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଅନୁବନ୍ଧିତ ସଙ୍ଗଠନ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା, ଢେ଼ଙ୍କାନାଳ ଶାଖା ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଏକ ଶୈକ୍ଷିକ ଆଲୋଚନା ଚକ୍ର -୨୦୨୨ର ପ୍ରଥମ ଅଧିବେଶନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର
Read More...

ଭୁବନ ; କେନାଲରେ ବୁଡି ଚାଷୀ ମୃତ !

ଢ଼େଙ୍କାନାଳ : ଭୁବନ ଥାନା ଅନଳ ଗ୍ରାମର ଶ୍ରୀଧର ସେଠୀ ଙ୍କ ପୁତ୍ର ଅନ୍ତର୍ଯ୍ୟାମୀ ସେଠୀ (୩୬) ଙ୍କ ମୃତ୍ୟୁ ହୋଇଛି I ସୂଚନା ଅନୁଯାୟୀ ଅପରାହ୍ନ ସମୟରେ ବାପା ପୁଅ ଦୁଇ ଜଣ ବିଲରେ ଚାଷ କାମ ସାରି ଗାଧୋଇବାକୁ ରେଙ୍ଗାଳି ମୁଖ୍ୟ କେନାଲ ଯାଇଥିଲେ I ଗାଧୋଇବା ପରେ ବାପା ଶ୍ରୀଧର ସେଠୀ ଉପରକୁ
Read More...

ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ଜନ୍ମ ଦିନ !

ଢ଼େଙ୍କାନାଳ : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡାମାଳି ସାବିତ୍ରୀ ଦେବୀ ବରିଷ୍ଠ ନାଗରିକ ଗୃହ ଠାରେ ସମାଜସେବୀ ସୁଶ୍ରୀ ସୀମାରାଣୀ ବାରିକ ଙ୍କର ଶୁଭ ଜନ୍ମଦିନ ଅବସରରେ "ଯୁବଶକ୍ତି" ସମର୍ପିତ ଓଡିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ବୃଦ୍ଧ ବୃଦ୍ଧା ଗହଣ ରେ
Read More...

୫୫ନଂ . ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା ବୈଠକ !

ଢେଙ୍କାନାଳ : ୫୫ନଂ. ଜାତୀୟ ରାଜପଥ ମରଣ ଯନ୍ତା ପଲାଟି ଥିବା ବେଳେ କାର୍ଯ୍ୟା ଯାଥା ଶୀଘ୍ର ଶେଷ କରିବା ପାଇଁ ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ପରେ ଘନ ଘନ ବୈଠକ କରି ସମସ୍ୟାର ସମାଧାନ ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ
Read More...

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଶିବିର ଆନୁକୂଲ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ !

ଢେଙ୍କାନାଳ : କାମାକ୍ଷାନଗର କଲ୍ୟାଣ ମଣ୍ଡପରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଶିବିର ଆନୁକୂଲ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଗତି ସହାୟକ ଶତ୍ରୁଘ୍ନ ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଧମାନନ୍ଦ ର୍ ପରିଡା , ଅନ୍ୟତମ
Read More...

ହିନ୍ଦୋଳ ବିଧାୟିକା ହିନ୍ଦୋଳର ବିଭିନ୍ନ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା !

ଢ଼େଙ୍କାନାଳ : ହିନ୍ଦୋଳ ବିଧାୟିକା ସୀମା ରାଣୀ ନାଏକହିନ୍ଦୋଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସହ ସାକ୍ଷାତ କରିଥିଲେ । ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବନ୍ଦ ହୋଇଯାଇଥିବା ସ୍କୁଲ ଖୋଲିବା ପାଇଁ ଏବଂ ଆବଶ୍ୟକ ଶିକ୍ଷକ ପଦବୀ ପୁରଣ ପାଇଁ
Read More...

ସଖୀ ଓ ଚାଇଲ୍ଡ ଲାଇନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ସଭାଗୃହରେ ସଖୀ ଓ ଚାଇଲ୍ଡ ଲାଇନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଡିଓ ଦାଶରଥି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରଶାନ୍ତ କୁମାରଦାସ ସଖୀ ଓ ଚାଇଲ୍ଡ ଲାଇନ୍‌ର କାର୍ଯ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ।
Read More...