ମଧ୍ୟାହ୍ନଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାର ନେଇ ଭାଜପା ର ଏକ ପ୍ରତିନିଧି ମଣ୍ଡଳୀ ଗ୍ରାମରେ !

ଢେଙ୍କାନାଳ : କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋକରା ସୋୟାବଡ଼ି ମିଶା ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ଏ ନେଇ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ଗ୍ରାମରେ ପହଞ୍ଚି ସତ୍ୟାସତ୍ୟ ଅନୁସନ୍ଧାନ କରିଛନ୍ତି ।
Read More...

ଶିଳ୍ପାନୁଷ୍ଠାନର ସାମାଜିକ ଦାୟିତ୍ଵ ବୋଧତାର ସମୀକ୍ଷା ବୈଠକ !

ଢ଼େଙ୍କାନାଳ : କାର୍ଯ୍ୟାଳୟ ସଦଭାବନା ଗୃହରେ ଅପରାହ୍ନରେ ଜିଲ୍ଲାର ଶିଳ୍ପାନୁଷ୍ଠାନ ସମୁହିକ ନେଇ ପ୍ରଶାସନ ପକ୍ଷରୁ ସାମାଜିକ ଦାୟିତ୍ୱ ବୋଧ ଓ ସହରାଞ୍ଚଳ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥଲା। ଜିଲ୍ଲାପଳ ରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର
Read More...

ଢେଙ୍କାନାଳ ଥିଙ୍କର୍ସ ଫୋରମର ସାହିତ୍ୟ ବିଭାଗ ଚରୈବେତି ତରଫରୁ ସାହିତ୍ୟ ଆସର !

ଢ଼େଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ଚଳିତ ମାସର ମାସିକ ସାହିତ୍ୟ ଆସର ସ୍ଥାନୀୟ ଦଧିବାମନ ମଠ ପରିସରରେ ର ପ୍ରମୁଖ ସୁଶିଲ କୁମାର ନନ୍ଦଙ୍କ ପୌରୋହିତ୍ୟ ଏବଂ ସହ ପ୍ରମୁଖ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ସହିତ କବୟିତ୍ରୀ କାଦମ୍ବରୀ ମହାକୁଡ଼ ଙ୍କ
Read More...

ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ !

ଢେଙ୍କାନାଳ : କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୭୫ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ନିମ୍ନମାନ ର ସୋୟା ବଡି ପାଇଁ ଏଭଳି ସ୍ଥିତି ଉପୁଜିଥିବା ପ୍ରଧାନ ଶିକ୍ଷୟିତ୍ରୀ , ଅବିଭାବକ ଏବଂ ପିଲାମାନେ ଅଭିଯୋଗ
Read More...

ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ଯାଣ ସମିତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ହିନ୍ଦୋଳ ବ୍ଲକ୍ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ଯାଣ ସମିତି ବୈଠକ ଅନୁଷ୍ଟିତ ହୋଇଯାଇଛି। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ୍ ଉପାଧ୍ୟକ୍ଷ ବରୂଣ କୁମାର ସର,ବିଡିଓ
Read More...

ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛିl ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ପ୍ରେରଣା ଓ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ
Read More...

ଜିଲ୍ଲାର ଏକ ମାତ୍ର ବୈଷୟିକ ଶିକ୍ଷା କେନ୍ଦ୍ରକୁ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ କୁ ଏନ.ବି.ଏ. ମାନ୍ୟତା ମିଳିଲା…

ଢ଼େଙ୍କାନାଳ : ଜିଲ୍ଲାର ଏକମାତ୍ର ବୈଷୟିକ ଶିକ୍ଷାକେନ୍ଦ୍ରକୁ ମିଳିଲା (ଏନ.ବି.ଏ.) ମାନ୍ୟତା। ଛାତ୍ର ଛ୍ରାତ୍ରୀ ଓ ଅଧ୍ୟାପକଙ୍କ ମହଲରେ ଖୁସିର ଲହରି। ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ୧୭୬ପରିମିତ ଜମି ରେ ଅବସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (ଆଇ.ଜି.ଆଇ.ଟି )କୁ ମିଳିଲା
Read More...

ମା’ କୁ ଦେଖିବାକୁ ଯିବାବେଳେ ଅଘଟଣ : ଭାରସମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁଇ ଗୁରୁତର !

ଢ଼େଙ୍କାନାଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ମାଆକୁ ଦେଖିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ମୁତାବକ ଚିକିତ୍ସିତ ହେଉଥିବା ମାଆକୁ ଦେଖିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ସଳା ଭିଣେଇ
Read More...

ରାସୋଳ କୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଆନ୍ଦୋଳନ !

ଢେଙ୍କାନାଳ : ରାସୋଳକୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଲୋକପ୍ରିୟ ନେତା ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଅଞ୍ଚଳବାସୀ ଆରଆଇ ଅଫିସ୍ ସାମ୍ନାରେ ଆନ୍ଦୋଳନ କରିଛନ୍ତି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ
Read More...

“ଯୁବଶକ୍ତି” ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର :୫୪ ୟୁନିଟ ରକ୍ତ ସଂଗୃହୀତ !

ଢ଼େଙ୍କାନାଳ : ସ୍ଵେଚ୍ଛାସେବୀ ସଂଗଠନ "ଯୁବଶକ୍ତି" ସମର୍ପିତ ଓଡିଶା ପକ୍ଷରୁ ବାରିହାପୁର ଉପ୍ରା ବିଦ୍ୟାଳୟ ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୫୪ ୟୁନିଟ ରକ୍ତ ସଂଗୃହୀତ
Read More...