ବାଲିଯୋରନ୍ଦା ଗ୍ରାମରେ ୧୨ତମ ବାର୍ଷିକ ଓଁ ନମଃ ଶିବାୟ ନାମଯଜ୍ଞ ଅନୁଷ୍ଠିତ !

ଢ଼େଙ୍କାନାଳ : ଶ୍ରାବଣ ମାସ ଶୁକ୍ଲପକ୍ଷ ଶେଷ ସୋମବାର ଦିନ ଗଁଦିଆ ବ୍ଲକ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବ ମନ୍ଦିର ଠାରେ ପ୍ରଭୁ ଭୋଳାନାଥଙ୍କର ୧୨ତମ ବାର୍ଷିକ ଓଁ ନମଃ ଶିବାୟ ନାମଯଜ୍ଞ ମହାସମାରୋହରେ ଆରମ୍ଭ ହୋଇଯାଇଛି l ଏହି ମହାସମାରୋହ ଆସନ୍ତା କାଲି ଅଗଷ୍ଟ
Read More...

ବଳରାମ ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ବଜରଙ୍ଗ କ୍ଲବ୍ ତରଫରୁ ଗୋ-ପୂଜନ ଉତ୍ସବ ପାଳନ !

ଢେଙ୍କାନାଳ : ବଳରାମ ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ଗୋ'ମାତାଙ୍କୁ ପୂଜନ କରିବା ପରମ୍ପରାବୈଦିକ ଯୁଗରୁ ଚାଲିଆସିଛି । ଗାଈକୁ ମାଆ ସହ ତୁଳନା କରାଯାଇଛି । ମାଆ ଯେପରି ପିଲାମାନଙ୍କୁ ଅମୃତ ପ୍ରଦାନ କରିସନ୍ତାନମାନଙ୍କୁ ପାଳନ କରିଥାଏ, ସେହିପରି ଗୋ-ମାତା ମଧ୍ୟ ମାନବ ସମାଜକୁ ଅମୃତ
Read More...

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ହିନ୍ଦୋଳ ରେ ମହମ ଶୋଭାଯାତ୍ରା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାର ଡାକ୍ତର, ନର୍ସ ଓ କର୍ମଚାରୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ। କୋଲକାତାର ସରକାରୀ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ସାରା ରାଜ୍ୟରେ ଡାକ୍ତରମାନେ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି।
Read More...

ଭୁବନ “କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜିୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ !

ଢ଼େଙ୍କାନାଳ : ଭୁବନ ରେ ସର୍ବାଧିକ ତଥା ଜନ ବହୁଳ ଜାତି / ସମ୍ପ୍ରଦାୟ " କାପୁଡ଼ିଆ ସମାଜ" ତରଫରୁ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ବେହେରା ସାହି ସ୍ଥିତ ମନ୍ଦିରରେ ପ୍ରଭୁ
Read More...

ଜରୁରୀକାଳୀନ ସେବା ପ୍ରଦାନ କାରୀ କର୍ମଚାରୀ ମାନଙ୍କୁ ଜନ ମଙ୍ଗଳ (ରାସୋଳ) ସଂଗଠନ ତରଫରୁ ରାକ୍ଷୀ ବନ୍ଧନ !

ଢ଼େଙ୍କାନାଳ: ଯେତେବେଳେ ସବୁ ଭାଇ ଭଉଣୀ ମାନେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ର ପର୍ବକୁ ଖୁସି ର ସହ ପାଳନ କରନ୍ତି ଠିକ୍ ସେହି ସମୟରେ ପୋଲିସ ଭାଇ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଗଣ ନିଜର ଦାୟିତ୍ଵ କୁ ଭୁଲି ନଯାଇ ନିଜର ଖୁସି କୁ ପଛରେ ପକାଇ ଦେଇଥାନ୍ତି।ସେମାନଙ୍କ ଓଠ ରେ ହସ ଟିକେ ଭରି
Read More...

ଢେଙ୍କାନାଳ ଜିଲ୍ଲାର ୮ ଜଣ ବିଜ୍ଞାନ ଓ ଗଣିତ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ବେଙ୍ଗାଲୁରୁ ଗସ୍ତ !

ଢେଙ୍କାନାଳ: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଆଦେଶକ୍ରମେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୮ଜଣ ବିଜ୍ଞାନ ଓ ଗଣିତ ଶିକ୍ଷକ ଓ ଶିକ୍ଷୟତ୍ରୀ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଠାରେ ତା ୧୮/୦୮/୨୪
Read More...

ଢେଙ୍କାନାଳ ଜିଲ୍ଲା ସଂସ୍କୃତି ବିଭାଗ ଅଡିଟୋରିୟମ୍ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲାଯିବ-ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ଢେଙ୍କାନାଳ : ଓଡିଶା ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହନୁମାନ ବାଟିକା ଠାରେ ଜନସାଧାରଣଙ୍କ ସହିତ ସହରରେ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହ ଢେଙ୍କାନାଳ ସଂସ୍କୃତ କାର୍ଯ୍ୟାଳୟ ଠାରେ ନବ
Read More...

ହିନ୍ଦୋଳ ବିଜୁ ଜନତା ଦଳ ର ଜନଜାଗରଣ ସଭା : ଗପୁଲି ସରକାରଙ୍କ ପ୍ରତାରଣାକୁ ପ୍ରତିବାଦ- ପୂର୍ବତନ ସାଂସଦ ମହେଶ ସାହୁ

ଢ଼େଙ୍କାନାଳ -ଓଡିଶାର ବିରୋଧୀଦଳର ନେତା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟସରକାରଙ୍କ ପ୍ରତିଶୃତି ପାଳନ ନକରିବାପାଇଁ ରାଜ୍ୟ ସାରା ଜନଜାଗରଣ ସଭା ଅନୁଷ୍ଠିତ ହେଉଅଛି!ଏହି ପରିପେକ୍ଷୀରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଜୁଜନତାଦଳ ପକ୍ଷରୁ ପୂର୍ବତନ
Read More...

ଭୁବନ ବଜ୍ରଘାତରେ ଚାଷି ମୃତ : ସାଂସଦ ରୁଦ୍ର ନାରାୟଣ ପାଣି ପହଁଞ୍ଚି ମୃତ ପରିବାରକୁ ସମବେଦନା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମର ଚାଷି ହରି ବେହେରା (୬୫) ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ମୃତ ହରି ରେଙ୍ଗାଲି କେନାଲ ନିକଟରେ ଥିବା ବଢ଼େଇବେଣି ମୌଜାକୁ ନିଜ ବିଲ କାମ କରିବାକୁ ଯାଇଥିଲେ l ଅପରାହ୍ନ ୩ଟାରେ ହଠାତ
Read More...

୧୯ ବର୍ଷରୁ କମ୍ ରାଜ୍ୟ ମହିଳା କ୍ରିକେଟ୍ ଦଳ ପାଇଁ ଭୁବନ ଖୁସି ମୁଖୀ ଚୟନ !

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ର ଖୁସି ମୁଖୀ ୧୯ ବର୍ଷ ରୁ କମ ମହିଳା କ୍ରିକେଟ ଦଳରେ ସାମିଲ ହୋଇଥିବା ଜଣାପଡିଛି। ଖୁସି ପାଇଁ ସାରା ଭୁବନର ଆନନ୍ଦର ଲହରୀ ପ୍ରକାଶ ପାଇଛି। ପ୍ରଥମ ଥର ପ୍ରଚେଷ୍ଟାରେ ନିଜ ସାଧନା ଓ କୋଚ ଙ୍କ ସହଯୋଗ ରେ ୧୯ ବର୍ଷରୁ କମ ରାଜ୍ୟ ମହିଳା କ୍ରିକେଟ ଦଳ ପାଇଁ
Read More...