ଭୁବନ ଅବସର  ପ୍ରାପ୍ତ କିରାଣୀଙ୍କ ପରଲୋକ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳl  ଗ୍ରାମରେ  ଅବସର  ପ୍ରାପ୍ତ କିରାଣୀ ଙ୍କ ପରଲୋକ    ହୋଇଛି  I

ଏହି ଗ୍ରାମର  ନୃସିଂହ  ନାୟକ(୭୭)  ମଠକରଗୋଳl ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ କିରାଣୀ  ଭାବେ  କାର୍ଯ୍ୟ କରୁଥିଲେ l ଚାକିରୀ ରୁ ଅବସର ପରେ  ସେ ଘରେ  ରହି  ବିଭିନ୍ନ ପ୍ରକାର  ସମାଜ  ସେବା  କମରର  ନିଜକୁ  ନିୟୋଜିତ କରିଥିଲେ l ବୟସ  କାରଣ  ହେତୁ ସେ ବାର୍ଦ୍ଧକ୍ୟ ଜନିତ  ରୋଗରେ ପୀଡିତ ଥିଲେ l ଏହି କାରଣ  ହେତୁ ପରିବାର  ଲୋକ ତାଙ୍କୁ ବିଭିନ୍ନ ସରକାରୀ  ହସ୍ପିଟାଲ ରେ ମଧ୍ୟ ତାଙ୍କୁ ଚିକିତ୍ସିତ କରାଇଥିଲେ l

କିନ୍ତୁ ଶୁକ୍ର ବାର  ରାତି  ରେ ତାଙ୍କର  ମୃତ୍ୟୁ ଘଟିଥିଲା l ତାଙ୍କ ମୃତ୍ୟୁ ଖବର  ପାଇ  ତାଙ୍କର ଆତ୍ମୀୟ ସ୍ୱଜନ  ଏବଂ ବହୁ  ମାନ୍ୟଗଣ୍ୟ ବ୍ୟକ୍ତି ଯାଇ  ଶେଷ  ଦର୍ଶନ  କରିଥିଲେ l ତାଙ୍କର ଏକ ମାତ୍ର ପୁଅ ତାପସ  ମୁଖାଗ୍ନି  ଦେଇଥିଲେ l ସେ ଜଣେ ସରଳ, ନିଷ୍କଟ, ପରୋପକାରୀ ସ୍ୱାଭାବର  ବ୍ୟକ୍ତି ଥିଲେ l ତାଙ୍କ ବିୟୋଗରେ  ସାରା  ସାରା  ଅଂଚଳରେ  ଶୋକର  ଛlୟା  ଖେଳିଯାଇଛି l

Leave A Reply

Your email address will not be published.

one × 5 =