ଭୁବନ;ମାର୍ଥାପୁର ସେବା ସମବାୟ ନିର୍ବାଚନ : ପାର୍ଥି ପତ୍ର ଦାଖଲ କଲେ ଶେଷ !

ଢେଢ଼େଙ୍କାନା : ସମବାୟ ସମିତି ପକ୍ଷରୁ ପ୍ରଥମ ପକ୍ରିୟା ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ଜୁନ୍ ୫ ତାରିଖରେ ହେବାକୁ ଥିବାବେଳେ ଭୁବନ ବ୍ଲକ ମାର୍ଥାପୁର ସେବା ସମବାୟ ସମିତି ଲି. ରେ ପଞ୍ଚାୟତ (ପି ଇ ଓ) ରଞ୍ଜନ କୁମାର ଦେହୁରୀ ଉପସ୍ଥିତ ରେ ପାର୍ଥି ପତ୍ର ଦାଖଲ ଶେଷ ହୋଇଛି I

ସମବାୟ ର ୧୫ଟି ୱାର୍ଡ ରୁ ୧୪ଜଣ ନାମାଙ୍କନ ଭରିଥିବା ବେଳେ ଆଉ ଗୋଟିଏ ୱାର୍ଡ ରୁ କେହି ସଦସ୍ୟ ନଥିବା ଜଣାପଡ଼ିଛି I ଆଗାମୀ ଦିନରେ ଦୁଇ ଦୁଇ ଥର ସଭାପତି ହୋଇଥିବା ଅଭିମନ୍ୟୁ ମିଶ୍ର ପୁନର୍ବାର ପଦ ହାତେଇବା ପାଇଁ ଆଶା ରଖିଛନ୍ତି I

Leave A Reply

Your email address will not be published.

three + nine =