ଭାରସ୍ୟାମ ହରାଇ ଓଲଟିଲା ଟ୍ରକ : ଅଳ୍ପକେ ବର୍ତ୍ତି ଗଲେ ଚାଳକ ! ଢେଙ୍କାନାଳ By Tehelka Dhenkanal Last updated Mar 19, 2022 232 0 ଢେଙ୍କାନାଳ : ମୋଟଗାଁ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ହଳଦିଆବାହାଳ ମଠସାହି ନିକଟରେ ଏକ ମାଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ଓଲଟି ପଡିଥିବାର ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣାରେ ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ।ଟ୍ରକ ଟି ଅନୁଗୋଳ ରୁ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । 0 232 Share