Browsing Category

ଓଡିଶା

କପିଳାସ ସୁରକ୍ଷା ପରିଷଦ ଗଠିତ : କପିଳାସ ର ସୁରକ୍ଷା ପାଇଁ ଲଢେଇ କରିବ ପୂର୍ବତନ ବିଧାୟକ ନବୀନ ନନ୍ଦ

ଢ଼େଙ୍କାନାଳ ଜିଲ୍ଲାର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ପବିତ୍ର ପୀଠ ଓ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କପିଳାସ ର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳ ର ଆଗ୍ରହୀ ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ନୂତନ ସ୍ବେଚ୍ଛାସେବୀ ସଂଗଠନ " କପିଳାସ ସୁରକ୍ଷା ପରିଷଦ " ର ନୂତନ ଭାବେ ଜନ୍ମ ନେଇଛି। କପିଳାସ
Read More...

ସପ୍ତଶଯ୍ୟା ସମ୍ମାନରେ ସମ୍ମାନିତ ହେବେପଦ୍ମଶ୍ରୀ ରାମଲି ଇବ୍ରାହିମ୍‌ !

ଢେଙ୍କାନାଳ : ଚଳିତ ବର୍ଷ ଦେବଂଶୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ପରିଚାଳିତ ସପ୍ତଶଯ୍ୟା ମହୋତ୍ସବ ଡିସେମ୍ବର ୨୮ ଓ୨୯ ତାରିଖରେ ଢେଙ୍କାନାଳ ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ସମାରୋହରେ ମାଲେସିଆସ୍ଥିତ ପଦ୍ମଶ୍ରୀରାମ୍‌ଲି ଇବ୍ରାହିମ୍‌ଙ୍କୁ ଓଡିଶୀ ନୃତ୍ୟ ପାଇଁ ସପ୍ତଶଯ୍ୟା
Read More...

ଭୁବନ ସହିଦ୍ ବାଜି ରାଉତ ଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ “ସଂଗ୍ରାମୀ ବନ୍ଦନା ଯାତ୍ରା” !

ଢେଙ୍କାନାଳ ଜିଲ୍ଲାର ଗର୍ବ ଗୌରବ ତଥା ବିଶ୍ବର ସର୍ବ କନିଷ୍ଠ ସହିଦ୍ ବାଜି ରାଉତ ଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ଏବିଭିପି ଓଡ଼ିଶା ପ୍ରଦେଶ ଆନୁକୂଲ୍ୟରେ "ସଂଗ୍ରାମୀ ବନ୍ଦନା ଯାତ୍ରା" ଅନୁଷ୍ଠିତ ହୋଇଯାଇଛି  । ଯାତ୍ରା ସଂଯୋଜକ ଅରୂପ ପଟ୍ଟନାୟକ ଙ୍କ ନେତୃତ୍ୱ ଓ ଏବିଭିପି ପୂର୍ବତନ ରାଜ୍ୟ
Read More...

୬ଷ୍ଠ ସର୍ବଭାରତୀୟ ଆମନ୍ତ୍ରଣ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ : ଆସାମ ପୋଲିସ୍ ଫୁଟ୍‌ବଲ୍ ଟିମ୍ ବିଜୟୀ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂଘ ଆନୂକୂଲ୍ୟରେ ଏବଂ ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାରଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଷଷ୍ଠ ସର୍ବଭାରତୀୟ ଆମନ୍ତ୍ରଣ ଫୁଟ୍‌ବଲ୍ ଟୁର୍ଣ୍ଣାମେଂଟ୍‌ରେ ରାଜ୍ୟରୁ୪ଟି ଦଳ ଯୋଗଦେଇଥିବାବେଳେ ବିଭିନ୍ନ ରାଜ୍ୟରୁ ୮ଗୋଟି ଦଳ
Read More...

ଐତିହ୍ୟ ପଦଯାତ୍ରୀ ଦେଖିଲେ ହିନ୍ଦୋଳ ରାଜବାଟି !

ଢେଙ୍କାନାଳ: ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର କୋଡିଏ ତମ ସଂସ୍କରଣ ଅନୁଷ୍ଠିତ ହୋଇ ଯାଇଛି ।ଏହି ପଦଯାତ୍ରା ହିନ୍ଦୋଳ ରାଜବାଟି ଠାରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ପଦଯାତ୍ରୀଗଣ ହିନ୍ଦୋଳ ରାଜନଅରରେ ପହଁଚିବା ପରେ ସେଠାରେ ରାଜାଙ୍କ ପ୍ରତିନିଧି
Read More...

୪୦ ତମ ଯୋଗମାୟା ଚ୍ୟାଲେଞ୍ଜରର୍ସ ଟ୍ରଫି କୁମାର ବସ୍ତା ଖୋର୍ଦ୍ଧା ଚାମ୍ପିଆନ୍ !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଖେଳ ପଡିଆରେ ଚାଲିଥିବା ୪୦ ତମ ଯୋଗମାୟା ଚ୍ୟାଲେଞ୍ଜରର୍ସ ଟ୍ରଫି ଉଦଯାପିତ ହୋଇଯାଇଛି I ଫାଇନାଲ୍ ମ୍ୟାଚ୍ ରେ ଭାଲିଆବାଡ଼ି ଖୋର୍ଦ୍ଧା କୁ ହରାଇ କୁମାର ବସ୍ତା ଖୋର୍ଦ୍ଧା ଚାମ୍ପିଆନ୍ ହୋଇଛି I ପ୍ରଥମେ ଟସ୍ ଜିତି କୁମାର ବସ୍ତା ୨୦ଓଭର୍
Read More...

ହିନ୍ଦୋଳ ବ୍ଲକରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମ୍ମିଳନୀ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ନବ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ ଖଜୁରିଆକଟା ଶଙ୍କରବାହାଳୀ ପଡିଆ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତସଦସ୍ୟମାନେ ଗଣତାନ୍ତ୍ରିକ ଉପାୟରେ ନିଜ ନିଜ ବ୍ଲକ୍‌ରେ ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ
Read More...

ଢେଙ୍କାନାଳ ସଦରବ୍ଲକରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୪ ଅନୁଷ୍ଠିତ !

ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୬ଷ୍ଠ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ "ମୋ ଢେଙ୍କାନାଳ ମହୋତ୍ସବ ୨୦୨୪ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ
Read More...

ମୀନା ବଜାର ଠାରେ ସାଇ ଦରବାରର ୧୫ତମ ବାର୍ଷିକୋତ୍ସବ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ମୀନା ବଜାରସ୍ଥିତ ସାଇ ଦରବାରର ୧୫ତମ ବାର୍ଷିକୋତ୍ସବ ମହାଆଡମ୍ବର ସହିତ ପାଳିତ ହୋଇଯାଇଅଛି । ପ୍ରାତଃରୁ କାକ ଆଳତି, ସ୍ନାନ, ବସ୍ତ୍ର ପରିଧାନ ଓ ବିଭିନ୍ନ ଫୁଲ ହାରରେ ସାଇବାବାଙ୍କୁ ସୁସଜିତ କରାଯାଇଥିଲା । ପରେ ବିଭିନ୍ନ ଭୋଗ ଲାଗି କରାଯାଇ ହୋମ ଓ ଯଜ୍ଞ ଅନୁଷ୍ଠିତ
Read More...

ଭୁବନ ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ : ଦୁଷ୍ମନ୍ତ ପୃଷ୍ଟି ସଭାପତି,ଅରୁଣ ସାହୁ…

ଢ଼େଙ୍କାନାଳ : ଭୁବନ ର ସର୍ବ ପୁରାତନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ନୂଆ ବଜାର ତରଫରୁ କଣପାଳ ହାଟ ପଡ଼ିଆ ଠାରେ (୫୯ ତମ ବାର୍ଷିକ ଉତ୍ସବ) ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସଭ୍ୟ ଭବାନୀ ଶଙ୍କର ବେହେରା ଙ୍କ ଅଧ୍ୟକ୍ଷତା
Read More...