Browsing Category

ଓଡିଶା

ଭୁବନ ମହିଳା ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ !

ଢ଼େଙ୍କାନାଳ: ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ୟୁଥ୍ ରେଡକ୍ରସ ଆନୁକୂଲ୍ୟରେ ସ୍ବାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବଶକ୍ତି ସ୍ବାମୀ ବିବେକାନନ୍ଦ ଙ୍କ ନୀତି ଆଦର୍ଶ ରେ
Read More...

କପିଳାସ ପୀଠ ପାଇଁ “କପିଳାସ ସୁରକ୍ଷା ପରିଷଦ” ତରଫରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଙ୍କୁ ଦାବିପତ୍ର…

ଢେ଼ଙ୍କାନାଳ ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ପୀଠ କପିଳାସ କୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଗସ୍ତ ଅବସର ରେ କପିଳାସ ସୁରକ୍ଷା ପରିଷଦ ତରଫରୁ ଏକ ୧୧ ଦଫା ସମ୍ବଳିତ ଦାବି ପତ୍ର ମାନ୍ୟବର ମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା । ଏହି
Read More...

ହିନ୍ଦୋଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ପାଠ୍ୟଚକ୍ର ଅନୁଷ୍ଠିତ !

ଢ଼େଙ୍କାନାଳ: ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ବାର୍ଷିକ ପାଠଚକ୍ର ମହାବିଦ୍ୟାଳୟ ସଭାଗୃହରେ ୮ ତାରିଖ ଦିନ ଅନୁଷ୍ଠିତ ହୋଇଛି । ବିଭାଗୀୟ ମୁଖ୍ୟ ସୁଶାନ୍ତ କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ
Read More...

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ କବି ହରମୋହନ ଦାସଙ୍କର ୯୮ତମ ଜୟନ୍ତୀ ପାଳନ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଧଳପୁର ଗ୍ରାମରେ ୧୯୨୭ମସିହାରେ ଜନ୍ମିତ ଏବଂ ୨୦୧୨ମସିହାରେ ଦେହତ୍ୟାଗ କରିଥିବା କବି ହରମୋହନ ଦାଶଙ୍କର ୯୮ତମ ଜୟନ୍ତୀ ଢେଙ୍କାନାଳ ଥିଙ୍କର୍ସ ଫୋରମର ସଭାପତି ସୋମେନ୍ଦୁ ଶତପଥି ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦଧି ବାମନ ମଠ ପ୍ରାଙ୍ଗଣରେ ପାଳନ କରିଥିଲେ । ଏହି
Read More...

ନିଆରା ଢ଼ଙ୍ଗରେ ସଡ଼କ ସୁରକ୍ଷା ସଚେତନତା !

ଢ଼େଙ୍କାନାଳ: ଦିନକୁ ଦିନ ରାସ୍ତାରେ ଦୁର୍ଘଟଣା ବହୁ ମାତ୍ରାରେ ବଢ଼ିବାରେ ଲାଗିଛି। ସଡ଼କ ସୁରକ୍ଷା ଉପରେ ଗାଁ ଗହଳିର ଲୋକମାନେ ବିଶଷଭାବେ ସଚେତନ ନ ଥିବାରୁ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି।ଏ ଦିଗରେ ଏକ ଅଭିନବ ଉପାୟରେ ସଚେତନତା ସୃଷ୍ଟି କରିଛନ୍ତି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର
Read More...

ଅଉଖମା ସଙ୍କଟ ମୋଚନଙ୍କ ମନ୍ଦିରରେ ଶାନ୍ତି ଯଜ୍ଞ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଟିତ !

ଢେ଼ଙ୍କାନାଳ ଜିଲ୍ଲା ସଦର : ଅଉଖମା ଗ୍ରାମର ଶ୍ରୀ ଶ୍ରୀ ସଙ୍କଟ ମୋଚନଙ୍କ ମନ୍ଦିର କମିଟି ଓ ଆବାହକ ସ୍ଵର୍ଣ୍ଣ ତାରା ପୂଜ୍ୟପୂଜା ସଂସଦ ପକ୍ଷରୁ ଆଜି ମଙ୍ଗବାର ସକାଳ ୧୦ ଟା ୩୦ ମିନିଟ ସମୟରେ ଶ୍ରୀ ଶ୍ରୀ ପ୍ରଭୁ ସଙ୍କଟ ମୋଚନଙ୍କ ମନ୍ଦିର ପ୍ରାଙ୍ଗଣରେ ବୈଦିକ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର
Read More...

ତୁମୁସିଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ୧୧ଟା ୩୦ ମିନିଟ୍ ସମୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟସରକାରଙ୍କ
Read More...

କୁସୁମଯୋଡ଼ି ଗ୍ରାମପଞ୍ଚୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ !

ଢେଙ୍କାନାଳ : କାମାକ୍ଷାନଗର ବ୍ଲକ୍ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କୁସୁମଯୋଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ କୁସୁମଯୋଡି ପଞ୍ଚାୟତର କିଛି ୱାର୍ଡ ସଭ୍ୟ ଏବଂ ନାଏବ ସରପଞ୍ଚଙ୍କ ଦ୍ୱାରା କୁସୁମାଯୋଡି ପଞ୍ଚାୟତର ସରପଞ୍ଚ ରାଧାନାଥ ନାୟକଙ୍କ ବିରୁଧରେ ଅନାସ୍ତା
Read More...

ଭୁବନ ସାମ୍ବାଦିକ ସଂଘ ର ବନ୍ଧୁ ମିଳନ !

ଢ଼େଙ୍କାନାଳ: ଭୁବନ ସାମ୍ବାଦିକ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ହିଙ୍ଗୁଳା ମନ୍ଦିର ନିକଟସ୍ଥ ଏକ ଫାର୍ମ ହାଉସ ରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଙ୍କ ସମେତ
Read More...

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ !

ଢେଙ୍କାନାଳ : ଜଳ ସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ରେଙ୍ଗାଳୀ ଦକ୍ଷିଣ ଜଳସେଚ଼ନ ମଣ୍ଡଳ, ଢ଼େଙ୍କାନାଳଙ୍କ ସହଯୋଗରେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଉତ୍ସବରେ ପୌରପାଳିକାର ଅଧ୍ୟକ୍ଷା ଜୟନ୍ତୀ
Read More...